୧୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା :-> ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ନେତୃତ୍ୱରେ ଅନ୍ୟ ପୋଲିସ କର୍ମଚାରୀମାନେ ନୂଆ ଜଗନ୍ନାଥ ସଡ଼କରେ ଗାଡି ମଟର ଯାଞ୍ଚ ଯାଞ୍ଚ କରିଥିଲେ।
ହେଲମେଟ ରୁ ଆରମ୍ଭ କରି ଗାଡି କାଗଜ ପତ୍ର ଯାଞ୍ଚ କରାଯାଇଥିଲା । ଏକାଧିକ ଗାଡିରୁ ପ୍ରାୟ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ଏସ ଆଇ
ଦିପାଲିଶା ନାୟକଙ୍କ ଠାରୁ ଜଣାପଡିଛି।