• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତର ବାଲକୋ ମେଡିକାଲ ସେଂଟର ଭାରତରେ କ୍ୟାନସର ଚିକିତ୍ସା ପାଇଁ ଗ୍ରାଣ୍ଡ ଚ୍ୟାଲେଂଜ ପୁରସ୍କାର ଲାଭ କରିଛି

Proprietor Abhimanyu Maharana by Proprietor Abhimanyu Maharana
March 10, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ବେଦାନ୍ତର ବାଲକୋ ମେଡିକାଲ ସେଂଟର ଭାରତରେ କ୍ୟାନସର ଚିକିତ୍ସା ପାଇଁ ଗ୍ରାଣ୍ଡ ଚ୍ୟାଲେଂଜ ପୁରସ୍କାର ଲାଭ କରିଛି

PRIMO | Aluminium-Landscape mailers - 1

Share on FacebookShare on TwitterWhatsapp
  1.  ପ୍ରଥମ ଭାରତୀୟ ସହ ଅନୁସନ୍ଧାନକାରୀ ଟିମ ୨୫ ମିଲିୟନ ଡଲାର କ୍ୟାନସର ଗ୍ରାଣ୍ଡ ଚ୍ୟାଲେଂଜର ପୁରସ୍କାର

  2.  କ୍ୟାନସର ଗ୍ରାଣ୍ଡ ଚ୍ୟାଲେଂଜର ପୁରସ୍କାରରେ ବିଶ୍ୱ ଗବେଷଣା ମୂଳକ ପଦକ୍ଷେପ ୟୁକେ ଓ ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନ ଦ୍ୱାରା ମିଳିତ କାର୍ଯ୍ୟରେ ପ୍ରଶଂସିତ ଓ ଦୁଇଟି ବୃହତ ବିଶ୍ୱ ପାଣ୍ଠି ପ୍ରଦାନକାରୀଙ୍କ ସହ ସହଯୋଗ

  3.  ବିଏମସି ହେଉଛି ଏକ ଅତ୍ୟାଧୁନିକ ଅଙ୍କୋଲୋଜି ପ୍ରତିଷ୍ଠାନ ଯାହା ପୂର୍ବ ଭାରତରେ ୩୫,୦୦୦ରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରିଛି ।

୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :->  ବେଦାନ୍ତର ବାଲକୋ ମେଡିକାଲ ସେଂଟର ଭାରତର ଅଙ୍କୋଲୋଜି ପ୍ରତିଷ୍ଠାନ ଭାବରେ ଏକ ଅଗ୍ରଣୀ ସଂସ୍ଥା । ଏହା ଏକ ସମ୍ମାନଜନକ କ୍ୟାନସର ଗ୍ରାଣ୍ଡ ଚ୍ୟାଲେଂଜ ପୁରସ୍କାର ପାଇଥିବା ଟିମର ପ୍ରଥମ ଭାରତୀୟ ସହ ଅନୁସନ୍ଧାନକାରୀ ଭାବେ କାର୍ଯ୍ୟ କରୁଛି । ବାଲକୋ ମେଡିକାଲ ଓ ବିଶ୍ୱର ଅନ୍ୟାନ୍ୟ ସମ୍ମାନଜନକ ଅନୁଷ୍ଠାନର କ୍ଲିନିକାଲ, ଆଡଭୋକେଟ ଓ ବୈଜ୍ଞାନିକ ମାନଙ୍କୁ ନେଇ ଏହା କ୍ୟାନସର ଉପରେ ରହିଥିବା ଆହ୍ୱାନର ମୁକାବିଲା କରିବ । ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀମତି ଜ୍ୟୋତି ଅଗ୍ରୱାଲ କୃତଜ୍ଞତା ଜଣାଇ କହିଛନ୍ତିଯେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଆମେ ଗର୍ବାନ୍ୱିତ ।

ବିଗତ ଛଅ ବର୍ଷ ମଧ୍ୟରେ ଆମର ବରିଷ୍ଠ କର୍ମଚାରୀ ଓ ହୀତାଧିକାରୀ ନିରନ୍ତର ବୈଜ୍ଞାନିକ ଜ୍ଞାନ କୌଶଳର ସୁବିଧା ପାଇବାକୁ ନିଶ୍ଚିତ କରିବା ଲାଗି ନିରନ୍ତର ପରିଶ୍ରମ କରୁଛନ୍ତି । ଆମ ଉପରେ ରୋଗୀମାନେ ସଂପୂର୍ଣ୍ଣ ଭରସା କରୁଛନ୍ତି । କ୍ୟାନସର ପ୍ରତିରୋଧ ଦିଗରେ ଯଥା ସମ୍ଭବ ପ୍ରୟାସ ଜାରୀ ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ । ଟିମ ପ୍ରସେପେକ୍ଟ ହେଉଛି ଏକ ବିଶ୍ୱସ୍ତରୀୟ ଟିମ ଯିଏ କ୍ୟାନସର ଗବେଷଣା ୟୁକେ ଓ ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନ ୟୁଏସ ଦ୍ୱାରା ପ୍ରତିଷ୍ଠିତ ଓ ଏହା ବିଶ୍ୱସ୍ତରୀୟ ଗବେଷକମାନଙ୍କ ସହ ଯୋଗାଯୋଗ ରଖିଥାଏ । କ୍ୟାନସର ଆହ୍ୱାର ମୁକାବିଲା ଲାଗି ଏହା ୟୁଏସ ଡଲାର ୧୨୫ ମିଲିୟନ ନିବେଶ ଲକ୍ଷ୍ୟ ସହ ପ୍ରୟାସ ଜାରୀ ରଖିଛି ।

କ୍ୟାନସର ଗ୍ରାଣ୍ଡ ଚ୍ୟାଲେଂଜର ନିର୍ଦ୍ଦେଶକ ଡା.ଡାଭିଡ ସ୍କଟ କହିଛନ୍ତିଯେ ଏହି ପୁଞ୍ଜି ନିବେଶ ସହିତ ଆଜି ପର୍ଯ୍ୟନ୍ତ ଆମର ସର୍ବବୃହତ ବିଶ୍ୱସ୍ତରୀୟ ଗୋଷ୍ଠୀକୁ ବଢାଇବା ଲକ୍ଷ୍ୟ ରଖିଛୁ । ଏହା କ୍ୟାନସର ଫଳଫଳକୁ ସକାରାତ୍ମକ ଭାବରେ ପ୍ରଭାବିତ କରିପାରିବ । କେନ୍ଦ୍ରୀୟ ଭାରତର ଅତ୍ୟାଧୁନିକ ଅଙ୍କୋଲୋଜି ସୁବିଧା ଥିବା ବେଦାନ୍ତର ବାଲକୋ ମେଡିକାଲ ସେଂଟର ବହୁମୁଖୀ ଚିକିତ୍ସା ସହୟତା ଯୋଗାଇ ପ୍ରମୁଖ ଭୂମିକା ଗ୍ରହଣ ଝରଦ୍ଭଗ୍ଦସଗ୍ଧସଙ୍ଖସଗ୍ଧଚ୍ଚ: ଓଦ୍ଭଗ୍ଧରକ୍ସଦ୍ଭବକ୍ଷ (ଉ୩) କରିଛି । ଉନ୍ନତ ବିକିରଣ ଚକିତ୍ସା, ବ୍ରାଚିଥେରାପି, ନ୍ୟୁକ୍ଲିୟର ମେଡିସିନ, ସର୍ଜରୀ, କେମୋଥେରାପି ଆଦି ପାଇଁ ଏହି ସେଂଟରର ସୁନାମ ରହିଛି । ଭାରତର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଓ ସମାଧାନ ପାଇଁ ଏହି ସେଂଟର ପ୍ରତିବଦ୍ଧ ରହିଛି ।

ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନର ଡାକ୍ତରୀ ନିର୍ଦ୍ଦେଶକ ଡ. ଭବନ ସିରୋହୀ କହିଛନ୍ତିଯେ କଲେକ୍ଟୋରାଲ କ୍ୟାନସର ରୋଗର ଉଦବେଜ ଜନକ ବୃଦ୍ଧିକୁ ରୋକିବା ପାଇଁ ଶୀଘ୍ର ଚିହ୍ନଟ ଓ ଜୀବନଶୈଳୀ ପସନ୍ଦ ଉପରେ ଗୁରୁତ୍ୱ ଦିଆଯାଇଥାଏ । ପ୍ରାଥମିକ ପର୍ଯ୍ୟାୟରେ ରୋଗର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ସର୍ବଦା ଗୁରୁତ୍ୱପୂର୍ଣ୍ଣ । ଆମେ ଏଠାରେ କ୍ୟାନସର ପ୍ରତିରୋଧ ଓ ନିରାକରଣ ଲାଗି ରଣନୀତି ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରୁଛୁ । ୫୦ ବର୍ଷ ବୟସରୁ କମ ବୟସର ଲୋକମାନଙ୍କଠାରେ ପ୍ରାରମ୍ଭିକ ରୋଗର ବିକାଶକୁ ପ୍ରତିରୋଧ କରିବା ବର୍ତମାନ ବିଶ୍ୱସ୍ତରୀୟ ସମସ୍ୟା ହୋଇଛି ।

ଟିମ ପ୍ରସପେକ୍‌ଟ ଏହାର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି । ଏହି ଟିମ ଏକ ବ୍ୟାଘାତକାରୀ, ଟ୍ରାନସଡିସିପ୍ଲିନାରୀ ଅଭିମୁଖ୍ୟକୁ ପ୍ରୋତ୍ସାହିତ କରୁଥିବା କୋଷ, ବ୍ୟକ୍ତିବିଶେଷ ଓ ପ୍ରସାରିତ ହେଉଥିବା କଲେକ୍ଟୋରାଲ କ୍ୟାନସର ସହିତ ଜଡ଼ିତ ଯନ୍ତ୍ର କୌଶଳକୁ ଉନ୍ମୋଚନ କରିବ ଓ ଏହାର ମୁକାବିଲା ଲାଗି ନୂଆ ରଣନୀତି ପ୍ରସ୍ତୁତ କରିବ । ସଂପ୍ରତି କ୍ୟାନସର ଗ୍ରାଣ୍ଡ ଚ୍ୟାଲେଂଜର୍ସ ବିଶ୍ୱରେ ୧୨୦୦ ଗବେଷକ ଓ ୧୬ଟି ଟିମଙ୍କୁ ନେଇ କାର୍ଯ୍ୟ କରୁଛି । ବେଦାନ୍ତ ଦୃଢ ସମର୍ଥନ ଏହି କାର୍ଯ୍ୟକୁ ଆଗକୁ ବଢିବାରେ ପ୍ରେରଣା ଯୋଗାଉଛି । ଏହା ଦ୍ୱାରା ଗୋଷ୍ଠୀ ଓ ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version