୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା :-> ଖୋର୍ଦ୍ଧା ବିଜେଡି ର ନାରୀ ନେତ୍ରୀ ବାସନ୍ତୀ ମହାପାତ୍ର ଏବେ କାହାର ବିଜେଡ଼ିର ନା ବିଜେପି ର … ବିଜେପି ବିଜେଡ଼ି ର ମେଣ୍ଟ କୁ ଆଖିରେ ରଖି ଦୋଛକିରେ ବାସନ୍ତି ।
ସାଂସଦ ଅପରାଜିତା ଷଡ଼ଙ୍ଗୀ , ବିଧାୟକ ଗଣେଶ ଜଗଦେବ ବାସନ୍ତୀ ଙ୍କୁ ଦେଲେ କର୍ଣ୍ଣ ମନ୍ତ୍ର । ଏବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ହେଉଛି . ବାସନ୍ତୀ ଏବେ କାହାର ..??
ଆଗକୁ ବାସନ୍ତୀ ବିଜେପି ରେ ମିଶିବେ ବୋଲି ଫଟୋ ରୁ ପ୍ରମାଣ ମିଳୁଛି ଦେଖାଯାଉ ଆଗକୁ କଣ ହେଉଛି …. ଛାନିଆ ରେ ବିଜେଡି କର୍ମୀ