ମୋଦିଙ୍କୁ ଓଡ଼ିଶାରେ ୨୦୨୫ ନିର୍ବାଚନ,ଏକାକୀ ଲଢ଼ିବା ପାଇଁ ଡର କାହିଁକି..?
ତ୍ରି ଦଳୀୟ ଲଢ଼ାଇ ପାଇଁ କାହିଁକି BJP ଡରୁଛନ୍ତି ମୋଦୀ …?
ନିଜ ଦଳର ବଳ ପ୍ରଦର୍ଶନ କରି ନିର୍ବାଚନ ଲଢ଼ିବା ହିଁ ପାରିବାପଣିଆ ଦେଖାଯାଉ କାହା ଦଳରେ କେତେ ବଳ ।
ରାଜ୍ୟରେ ବିଜେଡି ସରକାର ୧୪୭ ନିର୍ବାଚନ ମଣ୍ଡଳୀରେ ପାର୍ଥି ଦେବା ପାଇଁ ଅଣ୍ଟା ଭିଡୁଥିଲା ବେଳେ, ବିଜେପି କାହିଁକି ନିଜକୁ କମଜୁରି ଭାବି ମେଣ୍ଟ ସରକାର ଗଢ଼ିବାକୁ ମୁଣ୍ଡ ଟେକିଛି । ଜନସାଧରଣଙ୍କ ମତରେ ଏହାକୁ କହିବା କି ମୋଦୀ ଗ୍ୟାରେଣ୍ଟି
୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଦେବୀ ମିଶ୍ର ବିଜେଡିର ବରିଷ୍ଠ ନେତାଙ୍କ ବୈଠକ ଶେଷ ଓଡ଼ିଶା ରାଜନୀତିରେ ନୂଆ ସମୀକରଣର ସମ୍ଭାବନା ଓଡିଶା ସ୍ବାର୍ଥକୁ ଦେଖି ନୂଆ ନିଷ୍ପତ୍ତିର ଇସାରା ଦେଲା BJD ମେଣ୍ଟ ଆଲୋଚନା ହୋଇଛି.
ଦେବୀ ମିଶ୍ର ‘ସମୂହ ସ୍ବାର୍ଥ ପାଇଁ ନିଷ୍ପତ୍ତି ହେବ’ ବିଜେଡିର ବୈଠକ ପରେ ଦଳୀୟ ବିବୃତି ୨୦୩୬ରେ ଓଡ଼ିଶା ଗଠନର ଶତବାଷିକୀ ପାଳନ ହେବ ବିକାଶର ମାଇଲଖୁଣ୍ଟ ହାସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ସେବେ ସୁଦ୍ଧା CM ମାଇଲଖୁଣ୍ଟ ହାସଲ କରିବାକୁ ଚାହୁଁଛନ୍ତି ‘
ଓଡ଼ିଶାର ସମୂହ ସ୍ବାର୍ଥ ପାଇଁ ଠିକ୍ ନିଷ୍ପତ୍ତି ନିଆଯିବ’ ମେଣ୍ଟ ଚର୍ଚ୍ଚାକୁ ବଳ ଯୋଗାଇଲା ଦେବୀଙ୍କ ପ୍ରତିକ୍ରିୟା ‘ବିଜେଡି-ବିଜେପି ମେଣ୍ଟ ନେଇ ହୋଇଛି ଆଲୋଚନା’ ୨୦୨୪ ନିର୍ବାଚନକୁ ନେଇ ବୈଠକରେ ଆଲୋଚନା ‘ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଯାହା ଦରକାର କରାଯିବ’














