• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏହି ପ୍ଲାଟିନମ୍‍ ଗହଣା ଟ୍ରେଣ୍ଡ୍‍କୁ ଚିହ୍ନଟ କରି ରଖନ୍ତୁ

Proprietor Abhimanyu Maharana by Proprietor Abhimanyu Maharana
March 5, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଏହି ପ୍ଲାଟିନମ୍‍ ଗହଣା ଟ୍ରେଣ୍ଡ୍‍କୁ ଚିହ୍ନଟ କରି ରଖନ୍ତୁ
Share on FacebookShare on TwitterWhatsapp

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :->  ବସନ୍ତର ଆଗମନ ସହିତ ଚମକଦାର ଔଜଲ୍ୟ ଥିବା ଗହଣା ଟ୍ରେଣ୍ଡ୍‍କୁ ନେଇ ଷ୍ଟାଇଲ୍‍କୁ ଆଉ ଏକ ଉଚ୍ଚତର ସୋପାନକୁ ନେଇଯିବାର ସମୟ ଆସିଛି! ୨୦୨୪ ଏହି ସମସ୍ତ ନୂଆ ଷ୍ଟାଇଲ୍‍ ଟ୍ରେଣ୍ଡ୍‍କୁ ନେଇ ପରୀକ୍ଷା ନ ନେବ ସେହି ସୁଯୋଗ ଦେଉଛି! ଚଳିତ ବର୍ଷ ଗହଣା କେବଳ ଏକ ଚେହେରାକୁ ପରିବର୍ଦ୍ଧିତ କରିବା ଅଥବା କେବଳ ଅନୁସରଣ କରିବା ନୁହେଁ, ବରଂ ଆପଣଙ୍କ ିରୀକ୍ଷା କରୁଛି ଏବଂ ସେଥିରେ ଆପଣଙ୍କୁ ଆପଣଙ୍କ ଗହଣା ଯେଭଳି କେନ୍ଦ୍ର ସ୍ଥାିବା ଏବଂ ସମସ୍ତଙ୍କ ଦୃଷ୍ଟି ଆପଣଙ୍କ ଉପରେ ପଡିବା ନିଶ୍ଚିତ କରିବା ନିମନ୍ତେ ଏକ ଅଭିବ୍ୟକ୍ତି ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ହୋଇଛି ।

ନମୁଡ୍‍କୁ ପରିପ୍ରକାଶ କରିବା, ନିଜର ମୁହୂର୍ତ୍ତିଗୁଡିକୁ ସ୍ମରଣୀୟ କର ଏହି ଟ୍ରେଣ୍ଡ୍‍ଗୁଡିକ ସମ୍ପର୍କରେ ପ୍ରକାଶ କରି ପଲ୍ଲବୀ ଶର୍ମା, ବିନିନେସ୍‍ ଡାଇରେକ୍ଟର, ପିଜିଆଇ ଇଣ୍ଡିଆ କହିଛନ୍ତି, “ମହିଳାଙ୍କ ଗହଣା ଦୃଶ୍ୟପଟ୍ଟ ବିଗତ ବର୍ଷଗୁଡିକରେ ବାସ୍ତବିକ୍‍ ପରିବର୍ତ୍ତିତ ହୋଇଛି, ଏକ ସମ୍ପୂର୍ଣ୍ଣ ନୂତନ ବର୍ଗ ସୃଷ୍ଟି କରିଛି ଯାହା ନିଜର ଜୀବନଶୈଳୀ ସହିତ ମେଳ ଖାଉଥିବା ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ପରିବ୍ୟାପ୍ତ କରିବା ଦିଗରେ ଅବଦାନ ରଖୁଥିବା ଆଧୁନିକ ମହିଳାମାନେ ପସନ୍ଦ କରୁଥିବା ସମକାଳୀନ ଡିଜାଇନ ହୋଇଛି । ୨୦୨୪ରେ ଶୁଦ୍ଧତା ବଜାୟ ରଖିବା କେନ୍ଦ୍ର ସ୍ଥାନ ଭାବରେ ବଜାୟ ରହିବ ଏବଂ ମହିଳାମାନେ ଆନନ୍ଦର ସହିତ ଗହଣାକୁ ନେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି ଯାହା ମଜାଦାର ଶୈଳୀ, ମୂଲ୍ୟବାନ ଧାତୁ ସମ୍ମିଶ୍ରଣରେ ଅନନ୍ୟ ପଦାର୍ଥ, ଦମ୍‍ଦାର ରଙ୍ଗ ଏବଂ ପପ୍‍ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଥିବା ଦମ୍‍ଦାର ରଙ୍ଗଗୁଡିକ ଜରିଆରେ କଳାତ୍ମକ ଅଭିବ୍ୟକ୍ତିର ଏକ କାନ୍‍ଭାସ ହେଉଛି ।

ଆର୍ଟ ଡିକୋ ଟ୍ରେଣ୍ଡ୍‍ ପ୍ରସିଦ୍ଧି ଲାଭ କରିସାରିଛି । ଷ୍ଟାକିଂ ମଧ୍ୟ ପ୍ରିୟ ହୋଇ ରହିଛି ଏ ବଂ ମହିଳାମାନଙ୍କୁ ବିଭିନ୍ନ ଆକାର, ରଙ୍ଗ ଏବଂ ମୋତିଫ୍‍ର ସମ୍ମିଶ୍ରଣ କରି ସେମାନଙ୍କର ରିଷ୍ଟୱିଅର, ରିଙ୍ଗ ଏବଂ ଏପରିକି ନେକ୍‍ୱିଅର୍‍ରେ ସେମାନଙ୍କ ନିଜସ୍ୱ ଅନନ୍ୟ ଷ୍ଟାଇଲର କାହାଣୀ ସୃଷ୍ଟି କରିବାକୁ ଉତ୍ସାହିତ କରୁଛି । ଚଳିତ ବର୍ଷ ହେଉଛି ଜଣେ ନିଜକୁ ପରିପ୍ରକାଶ କରିବା ଏବଂ ଏହି ମାନସିକତା ସ୍ଥିର ନୁହେଁ, କିମ୍ବା ଷ୍ଟାଇଲ ଅଭିବ୍ୟକ୍ତି ମଧ୍ୟ ସ୍ଥିର ହେବା ଉଚିତ ନୁହେଁ । ସ୍ଥାପତ୍ୟ କଳାରୁ ନେଇ ପ୍ରଭାବୀ ଷ୍ଟାକିଂ ପର୍ଯ୍ୟନ୍ତ ୨୦୨୪ ନିମନ୍ତେ ଷ୍ଟାଇଲ୍‍ ମନ୍ତ୍ର ପ୍ରତ୍ୟେକ ମନୋଭାବକୁ ସୁହାଇବା ନିମନ୍ତେ ପରୀକ୍ଷା ନିରୀକ୍ଷା କରିବା ଏବଂ ସେହି ସମୟରେ ଜଣଙ୍କର ମୂଳ ପସନ୍ଦ ପ୍ରତି ବାସ୍ତବ ରହିବା ।”

ଆପଣ ନିଜର ଗହଣା ବର୍ଗମାଳାକୁ ଉନ୍ନୀତ କରିବା ନିମନ୍ତେ ଏକାଧିକ ବିକଳ୍ପ ସନ୍ଧାନ କରିବା ସମୟରେ ପ୍ଲାଟିନମ୍‍ ଗହଣା ଏହି ବର୍ଷ ପାଇଁ ଆପଣଙ୍କର ଷ୍ଟାଇଲ ଅଭିବ୍ୟକ୍ତିର ପରିପୂରକ ହେବାକୁ ଏକ ଆଦର୍ଶ ପସନ୍ଦ ଭାବରେ ଉଭା ହୋଇଛି । ବାରମ୍ବାର ପରିଧାନ କରିବା ସକାଶେ ତାହା ଦମ୍‍ଦାର ଅଭିବ୍ୟକ୍ତି ପରିପ୍ରକାଶ କରୁଥିବା ପିସ୍‍ ହେଉ ଅଥବା ବହୁବିଧ ଅଭିବ୍ୟକ୍ତି ପ୍ରକାଶକାରୀ ଏବଂ ଅଧିକ କାର୍ଯ୍ୟକାରିତାଗତ ଡିଜାଇନ, ଅତି ଚମତ୍କାର ଓ ନିଖୁଣ ଭାବରେ ପିଜିଆଇ ଦ୍ୱାରା ପ୍ଲାଟିନମ୍‍ ଇଭାରାରୁ ପ୍ରସ୍ତୁତ ପିସ୍‍ଗୁଡିକ ପ୍ରତ୍ୟେକ ମନୋଭାବ ଏବଂ ଅବସର ନିମନ୍ତେ କିଛି ସ୍ୱତନ୍ତ୍ର ଯୋଗାଇ ଦେଉଛି ।

୯୫% ଶୁଦ୍ଧ ପ୍ଲାଟିନମ୍‍ରୁ ପ୍ରସ୍ତୁତ ଏହି ମଜଭୁତ ନିଖୁଣ କାରିଗରୀରେ ପ୍ରସ୍ତୁତ ପ୍ଲାଟିନମ୍‍ ଇଭାରାର ଏହି ଶ୍ୱେତ ପ୍ଲାଟିନମ୍‍ ଗହଣା ଆପଣଙ୍କ ଷ୍ଟାଇଲ୍‍କୁ ପରବର୍ତ୍ତୀ ସ୍ତରକୁ ନେଇଯିବାର ପ୍ରତିଶୃତି ଦେଉଛି, ଯେତେବେଳେ ଆପଣ ନୂତନ ଚେହେରାକୁ ନେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି, ନୂତନ ଟ୍ରେଣ୍ଡ୍‍ ପରଖୁଛନ୍ତି ଅଥବା ସରଳ ଭାବରେ ସଠିକ୍‍ ଦୈନନ୍ଦିନ ଗଣୋର ସମ୍ଭାର ଯୋଗ କରିବାକୁ ଚାହୁଛନ୍ତି । ନିମ୍ନରେ ଆମର ଶ୍ରେଷ୍ଠ ୩ଟି ସୁପାରିଶ ପ୍ରଦାନ କରାଯାଇଛି ଯାହା ଆପଣଙ୍କୁ ସମୁଦାୟ ୨୦୨୪ରେ ଝଟିକା ଏବଂ ଚମକଦାର ଦିଶିବା ସୁନିଶ୍ଚିତ କରିବ । ଚଳିତ ବର୍ଷଟି ଆପଣଙ୍କ ମନୋଭାବ ଅନୁଯାୟୀ ପରିଧାନ କରିବା ଉପରେ ପର୍ଯ୍ୟବସିତ ଏବଂ ସେହି ସମୟରେ ଆପଣ ସବୁ ସମୟରେ କେବଳ ନିଜ ମତ ମୁତାବକ ରହିବା ପାଇଁ ଉଦ୍ଦିଷ୍ଟ । ବୋଲ୍‍ଡ ଅର୍ଥ ନୁହେଁ ନ୍ୟୁନତାବାଦୀ ଓ ସ୍ପଷ୍ଟ ଲାଇନ୍‍ ପ୍ରତି ରହିଥିବା ଆପଣଙ୍କ ଭଲ ପାଇବାରୁ ଦୂରେଇଯିବା ।

କଫ୍‍ ବ୍ରେସଲେଟ୍‍ ଭଳି ସ୍ପଷ୍ଟ, ସ୍ଥାପତ୍ୟ ଗହଣାରେ ‘ସ୍ଥାପତ୍ୟଗତ ନ୍ୟୁନତା’ ଅଥବା ସ୍ପଷ୍ଟ ଲାଇନ ଥିବା ଅର୍ଗାନିକ ଆକୃତିର ଇୟରିଂ କିମ୍ବା ଦୃଢ ଅଭିବ୍ୟକ୍ତି ପ୍ରଦାନ କରୁଥିବା ପ୍ଲାଟିନମ୍‍ ରିଂଗୁଡିକ ଯେକୌଣସି ଚେହେରାକୁ ଏକ ଆଧୁନିକ, ଶିଳ୍ପ ଅନୁଭବ ପ୍ରଦାନ କରୁଛି । ଏହି ଡିଜାଇନଗୁଡିକ ସହିତ ଅର୍ଗାନିକ ଆକାରର ପ୍ରଭାବୀ ପରିମାପ, ଏକ ପରିଷ୍କୃତ, ନ୍ୟୂନତାବାଦୀ ଚେହେରାର ଚିରନ୍ତନ ସୌନ୍ଦର୍ଯ୍ୟ ନିମନ୍ତେ ପ୍ଲାଟିନମ୍‍ର ଆନ୍ତରିକ ସାମର୍ଥ୍ୟ ତତ୍ତୁଲ୍ୟ ହୋଇଛି । ପ୍ଲାଟିନମ୍‍ ତାହାର ପ୍ରାକୃତିକ ସଫେଦ୍‍ ଚମକ ସହିତ ଏକ ଅନ୍ତର୍ନିହିତ ସୋନ୍ଦର୍ଯ୍ୟର ପ୍ରତିଶୃତି ଦେଉଛି ଯାହା ସମୟ ସ୍ର୍ରୋତରେ ଅକ୍ଷତ ରହୁଛି ।

ଏଭଳି ଗହଣା ନିମନ୍ତେ ଏବେ ପସନ୍ଦ ବୃଦ୍ଧି ପାଇବାରେ ଲାଗିଛି ଯାହା କଳା ଭାବରେ ପ୍ରତିଧ୍ୱନିତ ହେଉଛି ଏବଂ ଏକ କାନ୍‍ଭାସ ଭଳି ପ୍ରାୟତଃ କାର୍ଯ୍ୟ କରୁଛି । ମୋଜାଇକ୍‍ସ୍‍, ମୋତିଫ ଏବଂ ମୂଳ ଡିଜାଇନରେ ଅତି ସୁନ୍ଦର ଭାବରେ ସନ୍ନିବେଶିତ ପପ୍‍ ସଂସ୍କୃତିର ସୂକ୍ଷ୍ମ ରୂପ ଠାରୁ ନେଇ ରଙ୍ଗ ଏବଂ ପୁରାତନ ଅନୁଭବର ଏକ ସ୍ପର୍ଶ ଦେବାକୁ ସେରାମିକ୍ସ, ଓନିକ୍ସ ଏବଂ ଜେମ୍‍ଷ୍ଟୋନ୍‍ ଭଳି ସ୍ୱତନ୍ତ୍ର ପଦାର୍ଥର ବ୍ୟବହାର ନିଶ୍ଚିତ ଭାବରେ ଏକ ସୌନ୍ଦର୍ଯ୍ୟଗତ ଦିଗ ପ୍ରଦର୍ଶନ କରୁଛି ଯାହାର ବିଶେଷ ଚମକ ରହିଛି । ବିଶ୍ୱର ରହସ୍ୟଗୁଡିକୁ ପ୍ରତିବିମ୍ବିତ କରୁଥିବା ଢାଞ୍ଚାଗୁଡିକ ଏକ ଅତି ମନୋରମ ବ୍ରେସଲେଟ୍‍ରେ ହୀରାଖଚିତ ହେବାଠାରୁ ନେଇ କ୍ୱିର୍କି ପେଣ୍ଡାଣ୍ଟ ପର୍ଯ୍ୟନ୍ତ ଏବଂ ସେହି ମନୋରମତା- କଳାତ୍ମକ ଭାବଧାରା ଏଠାରେ ରହିଛି ।

ପ୍ଲାଟିନମ୍‍ ଅନ୍ୟ ଯେକୌଣସି ମୂଲ୍ୟବାନ ଧାତୁ ତୁଳନାରେ ଅଧିକ ଘନତା ବିଶିଷ୍ଟ ଏବଂ ଏହା ହୀରା ଓ ଜେମ୍‍ ଷ୍ଟୋନ୍‍ ଉପରେ ଅନନ୍ୟ ସୁରକ୍ଷିତ ବନ୍ଧନକୁ ସୁନିଶ୍ଚିତ କରୁଛି । ଏହାର ଶୁଦ୍ଧ ସଫେଦ ଚମକ ମୂଲ୍ୟବାନ ଷ୍ଟୋନ୍‍ଗୁଡିକ ସେଗୁଡିକର ସମସ୍ତ ବାସ୍ତବ ଔଜଲ୍ୟ ସହିତ ଚମକିବାକୁ ଦେଉଛି । ୨୦୨୪ ଷ୍ଟାକ୍‍ ଟ୍ରେଣ୍ଡ ଗୋଟିଏ ନିୟମ ସହିତ ଆସୁଛି, ତାହା ହେଉଛି କୌଣସି ନିୟମ ନାହିଁ! ପ୍ରାକ୍‍ ସଂଯୁକ୍ତ ରିଂ କମ୍ବୋଠାରୁ ନେଇ ଅତି ନିଖୁଣ ମିକ୍ସ ଓ ମ୍ୟାଚ୍‍ ଷ୍ଟାକ୍‍ ପର୍ଯ୍ୟନ୍ତ ରିଂ ଷ୍ଟାକ୍‍ଗୁଡିକ ଏକ ଦମ୍‍ଦାର ଲେୟର୍ଡ ଗହଣାର ଏକ ମାୟାଜାଲ ସୃଷ୍ଟି କରୁଛି ଏବଂ ଏହା ଏକ ଉପଯୁକ୍ତ କଥୋପକଥନ ଶୁଭାରମ୍ଭକାରୀ ହୋଇଛି, କାରଣ ଏହା ଏକ କାହାଣୀ ବର୍ଣ୍ଣନା କରିବା ସହିତ ଆପଣଙ୍କ ବ୍ୟକ୍ତିଗତ ଷ୍ଟାଇଲ ସମ୍ପର୍କରେ ଆଲୋକପାତ କରୁଛି । କୋମଳ, ଷ୍ଟାକ୍‍ଡ ନେକ୍‍ପିସ୍‍ ଏକ ଚମକଦାର ପୋଷାକ ଅଥବା ଏକ ଗର୍ଜିଅସ୍‍ ଇଣ୍ଡୋ-ୱେଷ୍ଟର୍ଣ୍ଣ ପୋଷାକର ମନମୁଗ୍ଧକର ନେକ୍‍ଲାଇନକୁ ତତ୍‍କ୍ଷଣାତ ସର୍ବସମ୍ମୁଖକୁ ଆଣିବାର ପ୍ରତିଶୃତି ଦେଉଛି ।

କଫ୍‍ ଅଥବା ଷ୍ଟ୍ରକ୍‍ଚର୍ଡ ରିଷ୍ଟୱିୟର ସଦୃଶ ତାହା ଆପଣଙ୍କର ମୋଟାମୋଟି ଚେହେରା ସହିତ ଏକ ଅନନ୍ୟ ଦିଗ ଯୋଡିଥାଏ, ଅଥବା ଆପଣ ଉତ୍ସବ ଛାଡି ଆସିବା ପରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ପ୍ରଭାବ ସୃଷ୍ଟି କରିଥାଏ । କଫ୍‍ ବ୍ରେସଲେଟଗୁଡିକ ବିଗତ କିଛି ସିଜନ ଧରି ବିଶେଷ ଆଦୃତି ଲାଭ କରିଛି ଏବଂ ସେଗୁଡିକ ମୋଟା, ପତଳା, ଡୁଆଲ ଟୋନ୍‍ଡ୍‍, ଆସିମାଟ୍ରିକ ଅଥବା ଅନ୍ୟ କୌଣସି ଷ୍ଟ୍ରକଚର୍ଡ ଶୈଳୀରେ ଦେଖିବାକୁ ମିଳିପାରିବ ।  ସିଜନ୍‍ର ଅଧୁନତାମ ପ୍ଲାଟିନମ୍‍ ଇଭାରା କଲେକ୍ସନ ଭାରତରେ ସମସ୍ତ ଅଗ୍ରଣୀ ଗହଣା ରିଟେଲ ଷ୍ଟୋର୍‍ଗୁଡିକରେ ଉପଲବ୍ଧ ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version