• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏଇତ ଜୀବନର ଚଲାପଥ !

Proprietor Abhimanyu Maharana by Proprietor Abhimanyu Maharana
March 3, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ଏଇତ ଜୀବନର ଚଲାପଥ !
Share on FacebookShare on TwitterWhatsapp

ବିଜୟ କୁମାର ଜେନା 

୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼/ରଣପୁର :-> ମୋ ବିଶ୍ୱାସ, ଭାବନା ଓ ଅନୁଭବରେ ଯେତିକି ଅନୁଭବିଛି , ତାହାକୁ ପାଥେୟ କରି କହିପାରେ ଯେ ଜୀବନର ଚଲାପଥ ସତରେ ବଡ ଅଙ୍କାବଙ୍କା । ପ୍ରଦିଦିନ ପ୍ରାତଃ ମୁହୂର୍ତ୍ତରୁ ଦିନଚର୍ଯ୍ୟା ଆରମ୍ଭ ହୁଏ ଏବଂ ରାତ୍ରର ଶେଯକୁ ଯିବା ପରେ ଗୋଟିଏ ଦିନର କାର୍ଯ୍ୟ ସମାପ୍ତି ଘଟେ । ସମସ୍ତେ ନିଶ୍ଚିତ ଭାବରେ କିଛିନା କିଛି ଭଲ ଓ ମନ୍ଦ ସାଉଁଟି ଥିବେ, ଥକ୍କା ମାରି ବସି ପଡ଼ିଥିବେ, ପୁଣି ଆଗକୁ ଯାଇଥିବେ, କାମରେ ବେଳେବେଳେ କୃତକାର୍ଯ୍ୟ ହୋଇଥିବେ ଅବା ବିଫଳ ହୋଇଥିବେ । ମନ ଭାଙ୍ଗି ପଡ଼ିଥିବ, ବିଚାର ବିଭ୍ରାଟ ହୋଇଥିବ, ନିଜ ଲୋକେ ଶତ୍ରୁତା ଆଚରଣ କରୁଥିବେ, ଏମିତି ଅନେକ କଥା ଦିନସାରା ଘଟେ ।

କିନ୍ତୁ କର୍ମର ବିରାମ ନ ଥାଏ ; ଶରୀର ସେଥିରେ ପେଶି ହୋଇ ସାରିଥାଏ । ମୃତ୍ୟୁ ପର୍ଯ୍ୟନ୍ତ ଆମକୁ କର୍ମ କରିବାକୁ ହେବ । ଏହା ଯଦି ସତ୍ୟ ତେବେ ଭଲ କର୍ମ କାହିଁକି ନ କରିବା ? ଭଲ କାମଟି କରିବା ବାଟରେ ବିପଦ ତ ଆସିବ, ସାମନା କରିବାକୁ ପଡ଼ିବ । ଏକା ଲୟରେ ମାଡ଼ି ଚାଲିବାକୁ ହେବ, କିନ୍ତୁ ଫଳରେ ନଜର ନ ରଖି ସେହି ଅଦୃଶ୍ୟ ଶକ୍ତିଙ୍କୁ ସମର୍ପଣ କରି ଏଇତ ଜୀବନର ଚଲାପଥ ! ଦେବାକୁ ପଡ଼ିବ ।

ତା’ ନହେଲେ ଜୀବନ ସୁଗମ ଓ ପୂର୍ଣ୍ଣାଙ୍ଗ ହେବ ନାହିଁ । ପ୍ରତ୍ୟେକ ମନୁଷ୍ୟ ବାଲ୍ୟ କାଳରେ କ’ଣ ସବୁ କାର୍ଯ୍ୟ କରିଛନ୍ତି, ତାହା ବୋଧହୁଏ କାହାରି ମନେ ନଥିବ । କିଶୋର ସମୟ ଓ ଯୌବନର ଉଦ୍ଦାମତା ମଧ୍ୟରେ ଅନେକ ଉତ୍ତେଜନା, ଆଶଙ୍କା, ମୂଳକ ପଦକ୍ଷେପ ନେବା ଯୋଗୁଁ ବହୁ ଧୋକା ଆସି ଥାଇପାରେ, ତାହାକୁ ସୁଧାରିବାକୁ ଯାଇ ଆହୁରି ବିଫଳ ହୋଇ ଥାଇ ପାରନ୍ତି । କିନ୍ତୁ ଏହା ସତ୍ୟ ଯେ ଯୌବନ ସମୟ ଏକ ସୁନ୍ଦର ସମ୍ଭାବନାର ସମୟ ।

ସାମାନ୍ୟ ଜଗାରଖା ଓ ଅଭିଭାବକଙ୍କ ଠାରୁ ପରାମର୍ଶ ଅନୁସାରେ ଚଳ ପ୍ରଚଳ ହୋଇ ପାରିଲେ ମନୁଷ୍ୟ ବହୁ ଦୁର୍ବାର ଓ ଦୁଃସାହସିକ କାର୍ଯ୍ୟ କରି ସଭିଙ୍କ ପ୍ରିୟପାତ୍ର ହୋଇ ପାରନ୍ତି । ବହୁ ମନିସ୍ୱି ଓ ମହାପୁରୁଷ ମାନେ ଏହି ସମୟରେ ଜଗତକୁ ଦେଖାଇଦେବା ଭଳି କାର୍ଯ୍ୟ କରିଥିବାର ନଜିର ରହିଛି । ଯୌବନ ସମୟ ମଧ୍ୟରେ କୁଆଡେ ଯାଇ କୁଆଡେ ପହଞ୍ଚି ପାରିବ । ଅସମ୍ଭବକୁ ସମ୍ଭବ କରିହେବ । ଆମ ଦେଶ ମାତୃକାର ସ୍ୱାଧୀନତା ପାଇଁ ଯେଉଁମାନେ ବଳିଦାନ ଦେଇଛନ୍ତି ସେମାନେ ସମସ୍ତେ ଏହି ସମୟର ଅର୍ଥାତ୍‌ ଯୁବକ ବୟସର ।

ଆଗରେ ବାଟ ବଙ୍କା ଥିଲେ ମଧ୍ୟ ଜଣେ ଯୁବକ ତାହା ନ ମାନି ଆଗକୁ ମାଡି ଚାଲେ, କେତେ ସାହସ ଆପେ ଆପେ ଆସିଯାଏ ପରିସ୍ଥିତିକୁ ସାମନା କରିବା ପାଇଁ । କିନ୍ତୁ ଯୁବା ବୟସରେ ଆରମ୍ଭ ଯଦି ଠିକ୍ ଥାଏ ଓ ଲକ୍ଷ୍ୟ ଯଦି ଅତି ସୁନ୍ଦର ହୋଇଥାଏ ତେବେ ତାହାକୁ ଅତି ସହଜରେ ହାସଲ କରାଯାଇ ପାରେ । କିନ୍ତୁ ଅସ୍ତବ୍ୟସ୍ତର ଜୀବନ ବହୁ ଧୋକା ଦିଏ । ପ୍ରଶ୍ନ ଟିଏ ଆସେ, କେଉଁଟି ବାଛିବେ ଲକ୍ଷ୍ୟ ପୂର୍ଣ୍ଣ ଜୀବନ ନା’ ଅୟସ ବିଳାସ ବ୍ୟସନରେ କାଳାତିପାତ ଜୀବନ ନା’ ସମାଜ ପାଇଁ ଏକ ସମର୍ପିତ ଜୀବନ । ନିଷ୍ପତ୍ତି ସଂପୃକ୍ତ ବ୍ୟକ୍ତିଙ୍କର ।

ଠିକ୍ ପଥେ ଯାଇ ପାରିଲେ ମଣିଷ ଜୀବନ ଯୌବାବସ୍ଥାରେ ଚନ୍ଦନ ଭଳି ମହକି ଉଠେ । ବର୍ତ୍ତମାନ ସମୟରେ ଆମେ ଓ ଆମ ସମାଜ କେତେ ଜ୍ଞାନ, ବୈଷୟିକ ଜ୍ଞାନ, କଳା କୁଶଳତା ଡିଜିଟାଲରେ ଶିଖର ସ୍ପର୍ଶ କରିଛି । ସେ ସବୁକୁ ବିନିଯୋଗ କରି ଆଜିର ମଣିଷ ଧନ ଦୌଲତ, କୋଠା ବାଡ଼ି ପ୍ରଚୁର ବ୍ୟାଙ୍କ୍ ବାଲାନ୍ସ୍ ପଛରେ ଗୋଡାଣିଆ ସାଜିଛି । ମାନବିକତାକୁ ହରାଇ ବସିଛି, ନିଜର ବୃଦ୍ଧ ବାପା ମାଆଙ୍କୁ ଅଣାଦର କରି ନିଜେ ଏକାକୀ ସୁଖରେ ରହିବାକୁ ଚେଷ୍ଟା କରୁଛି,

ହେଲେ ସେ କ’ଣ ପ୍ରକୃତ ସୁଖରେ ରହି ନ ଥାଏ ! ସମସ୍ତଙ୍କୁ ନେଇ ସମାଜ ଗଢ଼ା ଯାଏ, ପରିବାର ଠାରୁ ଦେଶ ପର୍ଯ୍ୟନ୍ତ । ସମସ୍ତେ ଧରାବନ୍ଧା ହୋଇ ବଞ୍ଚନ୍ତି । ଟଙ୍କା ପଇସାରେ ସୁଖ ନ ଥାଏ । ସୁଖ ନିହିତ ଥାଏ ଅନ୍ୟକୁ ସାହାଯ୍ୟ କରିବାରେ, ପର ସେବା କରିବାରେ ଓ ସମାଜକୁ ଗଢି ତୋଳିବାରେ ପରର ହିତ ପାଇଁ ଆମକୁ ଏହି ଜୀବନ ପ୍ରାପ୍ତ ହୋଇଛି ।

ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଏକ କବିତା ପଙ୍କ୍‌ତିଟି ମନେ ପଡେ :-  “ନିଜ ହିତ ପାଇଁ ଜାତ ନୁହେଁ ହିନ୍ଦୁ ବିଶ୍ୱ ହିତେ ତାର ପ୍ରତି ରକ୍ତ ବିନ୍ଦୁ”।

ଆମେ ଜୀବନରେ ଯେତେ ତ୍ୟାଗ କରି ପାରିବା ସେତେ ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ । ଟଙ୍କା ପଇସାରେ ଲୋଭ ମଣିଷକୁ ବଙ୍କା କରିଦିଏ । ଏହା ଜୀବନକୁ ଗଡବଡ କରିଦିଏ । କିନ୍ତୁ ସଂଜତ ଚଳଣି ଓ ନିୟମିତ ରୋଜଗାର ଓ ନିୟନ୍ତ୍ରିତ ଖର୍ଚ୍ଚ ବଞ୍ଚିବାର ପ୍ରେରଣା ଦିଏ । ମଧୁର ବଚନ, ଭଲ କର୍ମ, ଉତ୍ତମ ପରାମର୍ଶ, ପିତାମାତାଙ୍କ ଆଶୀର୍ବାଦ, ନିଜ ପ୍ରତି ବିଶ୍ୱାସ ଓ ସର୍ବୋପରି ଦୈବଶକ୍ତି ଉପରେ ଅଖଣ୍ଡ ବିଶ୍ୱାସ ସ୍ଥାପନ କରି ରହିଲେ ପ୍ରତି ମନୁଷ୍ୟଙ୍କ ଜୀବନ ସାର୍ଥକ ହୋଇବ ଏବଂ ଅଙ୍କା ବଙ୍କା ପଥ ସୁଗମ ହେବ । ଶରୀର ସୁସ୍ଥ ରହିବା ପାଇଁ ଯେମିତି ସୁଷମ ଖାଦ୍ୟ ଓ ବ୍ୟାୟାମର ଆବଶ୍ୟକତା ଅଛି, ସେମିତି ଭଲ ଓ ଉତ୍ତମ ଚିନ୍ତନ ପାଇଁ ସତସଙ୍ଗର ଆବଶ୍ୟକତା ମଧ୍ୟ ରହିଛି ।

ସମସ୍ତଙ୍କୁ ସଦଗୁରୁ ମିଳି ନ ପାରନ୍ତି, କିନ୍ତୁ ଭଲ ଭଲ ପୁସ୍ତକ ତ ମିଳିବ । ତାହାକୁ ପାଠ କଲେ ଭାବନା ଜାଗ୍ରତ ହୁଏ ଏବଂ ଜୀବନ ଯାତ୍ରାରେ ଏହା ବିଶେଷ ସହାୟକ ହୋଇ ପାରିବ । ମୋ ଜାଣିବାରେ ଏକ ସାଧାରଣ ଧାରଣା କିମ୍ବା ଏକ ସୁଚିନ୍ତିତ ମତ ଜୀବନର ମୋଡ ବଦଳାଇ ଦେଇପାରେ । ଗୋଟିଏ ଭଲ ପୁସ୍ତକ ଅନେକ ଭଗ୍ନ ହୃଦୟକୁ ଯୋଡ଼ି ଦେଇ ପାରେ । ମନରେ ସର୍ବଦା ସକାରାତ୍ମକ ଚିନ୍ତା ରହିଲେ ଜଣେ ବ୍ୟକ୍ତି ପ୍ରତିଷ୍ଠା ଲାଭ କରି ପାରିବ । ଜୀବନ ହେଉଛି ଭାବିବାର ଏକ ଭଣ୍ଡାର । ଏହି ଭଣ୍ଡାରକୁ ସବୁବେଳେ ଭଲ ଅର୍ଥରେ ପୂରଣ କରିବାକୁ, ତେବେ ଆମେ କହି ପାରିବା ଯେ ଏଣିକି ଜୀବନର ଚଲାପଥ ଆଉ କଣ୍ଟକିତ ନୁହେଁ, ବରଂ ମଧୁମୟ ।

ଅବସରପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି,ରାଜ ରଣପୁର,ନୟାଗଡ଼ ଦୂରଭାଷ : ୯୯୩୭୪୮୬୧୮୩

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

May 5, 2026
ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

May 5, 2026
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

May 5, 2026
ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version