


ଭୁୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭଦ୍ରକ : ୧୮/୧୨/୨୦୧୯ :- ଭଦ୍ରକ , ୨୫ତମ ରାଜ୍ୟ ଯୁବ ମହୋତ୍ସବ , ଭଦ୍ରକ ଠାରେ କୃଷି ମନ୍ତ୍ରୀ ଶ୍ରୀ ଡ଼ଃ.ଅରୁଣ ସାହୁ ଯୋଗ ଦେବା ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବକ-ଯୁବତୀ ମାନଙ୍କୁ ଉଦବୋଧନ ଦେଲି । ଯୁବ ଶକ୍ତି ହିଁ ଦେଶର ଶକ୍ତି , ଦେଶର ସମୁଦାୟ ଲୋକସଂଖ୍ୟା ର ୬୫% ହେଉଛନ୍ତି ଯୁବ , ସେଥିପାଇଁ ଭାରତ ଏକ ଯୁବକ ମାନଙ୍କର ଦେଶ ବୋଲି କୁହାଯାଉଛି । ଆଜିର ଯୁବ ସମାଜ ନିଜ ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୋଇ ରାଷ୍ଟ୍ର ଗଠନ ରେ ମୁଖ୍ୟ ଭୂମିକା ନେବା ଦରକାର ।