No Result
View All Result
୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପା ଧକ୍ଷ ଗୁରୁପ୍ରସାଦ ଜେନା ଙ୍କ ସମେତ ମୁନ୍ସିପାଲଟି ର କାର୍ଯ୍ୟକର୍ତା ଏବଂ ବହୁ ସରକାର ଅଧିକାରୀ ଯୋଗଦାନ କରିଥିଲେ ! ନୟାଗଡ଼ ଦୁର୍ଗାମଣ୍ଡପ ଠାରେ ଅନୁଷ୍ଠିତ ସଭାରେ ବିଧାୟକ ଟ୍ରାଫିକ ସମସ୍ୟା ସମର୍କରେ ଆଲୋକ ପାତ କରିଥିଲେ ! ନୟାଗଡ଼ ଡିଏଫ ଓ କାର୍ଯ୍ୟାଳୟ କୁ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ବନ ବିଭାଗ କୁ ବିଧାୟକ ପ୍ରସ୍ତାବ ଦେଇଥିବା କହିଥିଲେ !

ନୟାଗଡ଼ ସହର ଦିନ କୁ ଦିନ ଅଭିବୃଦି ହେଉଥିବା ବେଳେ ବିକାଶ ମୂଳକ କାର୍ଯ୍ୟ କୁ କିଭଳି ଭାବେ କରାଯାଇଅଛି କହିଥିଲେ ! ଜାତୀୟ ରାଜପଥ ବିଭାଗ ଅନୁଦାନ ନବ ନିର୍ମାଣ ରେ ଆଜି ନିର୍ମିତ ଟ୍ରାଫିକ ଛକ କୁ ବିଧାୟକ ଜଣେ ବରିଷ୍ଟ ନାଗରିକ ଦ୍ୱରା ଲୋକାର୍ପର୍ଣ କରିଥିଲେ.
ଏଥିପାଇଁ 2କୋଟି 15ଲକ୍ଷ୍ୟ ଟଙ୍କା ମଞ୍ଜୁରୀ ହେଇଥିବା ବେଳେ ପାଣି ପାଇପି ସ୍ଥାନାନ୍ତରିତ, ବିଦ୍ୟତୁ ବ୍ୟବସ୍ଥା ସ୍ଥାନାନ୍ତରଣ ରାସ୍ତା ନିର୍ମାଣ ଏବଂ ଗୋଳେଇ ଛକ ନିର୍ମାଣ ଅର୍ଥ ବ୍ୟୟ କରାଯାଇଥିବା ବିଧାୟକ ଡ଼ ଅରୁଣ କୁମାର ସାହୁ ସୂଚନା ଦେଇଥିଲେ !
ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ମାଛ ମାର୍କେଟ l ଲୋକପିତ କରାଯାଇଛି ! 3କୋଟି 22ଲକ୍ଷ୍ୟ ଟଙ୍କା ରେ ଏହାର ନିର୍ମାଣ କରାଯାଇଛି ! ସହର କୁ ଆମିଷ ମୁକ୍ତ କରିବା ପାଇଁ ବିଧାୟକ ଏହି ଅର୍ଥ ମଂଜୁର କରିଥିଲେ ! 2କୋଟି 86ଲକ୍ଷ୍ୟ ଟଙ୍କା ରେ ବ୍ୟବସାୟ ଙ୍କ କାର୍ଯ୍ୟାଳୟ ଗୁହ,3ଟି ଷ୍ଟାପ କ୍ୟୁଟର,
ପଶିକ୍ଷଣ ଗୁହ ନିର୍ମାଣ କରାଯିବା ସହ ସମ୍ପୂର୍ଣ ଅଟାଳିକା କୁ ରୂପାନ୍ତରିତ କରାଯାଇଛି ! ଏହା ସହିତ ଏକ 17ଲକ୍ଷ୍ୟ ଟଙ୍କା ରେ 10ମେଟ୍ରିକ ଶୀତଳ ଭଣ୍ଡାର ଲୋକପିତ ହେଇଛି. ଜନସାଧାରଣ ରେ ଚର୍ଚ୍ଚାର ବିଷୟ ଏହି କାର୍ଯ୍ୟକ୍ରମ ଯାହା କରାହେଇଛି କେତେଦିନ କାର୍ଯ୍ୟକାରୀ ହେଉଅଛି.

No Result
View All Result