• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା ପ୍ରଶାସନ ନ୍ୟାୟ ଦେବାରେ ବିଫଳ

Proprietor Abhimanyu Maharana by Proprietor Abhimanyu Maharana
February 26, 2024
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲା ପ୍ରଶାସନ ନ୍ୟାୟ ଦେବାରେ ବିଫଳ
Share on FacebookShare on TwitterWhatsapp

୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି. ଏହି ଘଟଣା ନେଇ ଅନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ଗୌଡ଼ ଘଟଣାରେ ନ୍ୟାୟ ଦେବା ପାଇଁ ଏହାକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ନୂଆଗଡ ଗ୍ରାମର ସୁଭାଗ୍ୟ ବଡ଼ନାୟକ ଦୀର୍ଘବର୍ଷ ଧରି ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ଅଛନ୍ତି। ମାନ୍ୟବର ଅଦାଲତଙ୍କ ରାୟ ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶ ସ୍ୱତେ କାର୍ଯ୍ୟକାରୀ କରୁ ନାହାନ୍ତି ତଳିଆ ବିଭାଗର କର୍ତ୍ତୃପକ୍ଷ।

ଗଜପତି ଜିଲ୍ଲା ନୂଆଗଡ଼ ସଦର ମହକୁମା ନୂଆଗଡ଼ ଗ୍ରାମରେ ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମାନ୍ୟବର ଅଦାଲତଙ୍କ ରାୟ ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ସୁଭାଗ୍ୟ ବଡ଼ନାୟକ ପିତା; ସ୍ବର୍ଗତ ସୁରଥ ବଡ଼ନାୟକ ନୂଆଗଡ଼ ଗ୍ରାମର କ୍ଷୁଦ୍ର ଚାଷୀ ଅଟନ୍ତି। ପିତୃ ପୁରୁଷ ଅମଳରୁ ମୁଣ୍ଡର ଝାଳ ତୁଣ୍ଡରେ ଦେଇ ନୂଆଗଡ଼ ମୌଜାର ବନ୍ଦୋବସ୍ତ ରାଜସ୍ବ ଜମି ପ୍ଲଟ ନଂ- ୩୩୪,୩୩୫,୩୩୬ ଭୋଗ ଦଖଲ କରି ଚାଷ ବାସକରି ସରକାରଙ୍କୁ ରାଜସ୍ବ ଦେଇ ଆସୁଅଛନ୍ତି।

ଯାହା ୧୯୭୩ ମସିହାରେ “ରେଭନୟୁ ବୋର୍ଡ଼ ଦ୍ଵାରା ସେଟେଲମେଣ୍ଟ ” କରାଯାଇଛି। ଏପରି ସ୍ଥଳେ ଗତ ୨୦୧୭ ମସିହାରେ ଅନପେକ୍ଷିତ ଭାବରେ ଉକ୍ତ ଜମିରେ ଏକ ସରକାରୀ ଅନୁଷ୍ଠାନ ଅଙ୍ଗନୱାଡ଼ି କୋଠା ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଲେ। ସୁଭାଗ୍ୟ ବଡ଼ନାୟକ ଦୃଢ଼ ପ୍ରତିବାଦ କରିବା ସ୍ୱତ୍ତ୍ୱେ ନୂଆଗଡ଼ ତହସିଲ କର୍ତ୍ତୃପକ୍ଷ ଆଦୌ କର୍ଣ୍ଣପାତ କଲେ ନାହିଁ। ଯେଉଁଥି ପାଇଁ ଏ ଗରୀବ ଚାଷୀ ଅଦାଲତର ଆଶ୍ରୟ ନେବାକୁ ବାଧ୍ୟ ହେଲେ। ମାନ୍ୟବର ଅଦାଲତ; ଉପର ଦର୍ଶିତ ପ୍ରଥମ ରାୟ ଅନୁଯାୟୀ ଅଙ୍ଗନୱାଡ଼ି ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ଆଦେଶ ନାମା ଘୋଷଣା କରିଛନ୍ତି।

ଉକ୍ତ ଆଦେଶ ଏ ଯାବତ୍ ବଳବତ୍ତର ରହିଅଛି। ଦ୍ୱିତୀୟତଃ ରାୟର ଆଦେଶ ନାମାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱିତୀୟ ପତ୍ର ସଂଖ୍ୟା ଅନୁଯାୟୀ ବିଡ଼ିଓ, ତହସିଲଦାର, ନୂଆଗଡ଼ଙ୍କୁ ନିର୍ଦ୍ଦେଶ ଦେଇଅଛନ୍ତି। ଯାହା ଆଦୌ କାର୍ଯ୍ୟକାରୀ ହୋଇ ନାହିଁ। ଉପରୋକ୍ତ ସମସ୍ତ ଆଇନ୍ ବିରୁଦ୍ଧି କାର୍ଯ୍ୟ କଳାପ ବିରୁଦ୍ଧରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଏହି ସଂକ୍ରାନ୍ତରେ ଅଭିଯୋଗ କରି ଆସୁଛନ୍ତି କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବାରୁ। ସୁଭାଗ୍ୟ ବଡ଼ନାୟକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ମୁଁ ପରିଶେଷରେ ଆଇନ୍ ବିଭାଗର ଅତିରିକ୍ତ ସଚିବଙ୍କୁ ଗତ ତା-୦୪-୧୨-୨୦୨୩ ରିଖରେ ବିଷୟବସ୍ତୁ ଉପସ୍ଥାପନ କରିଥିଲେ,

ଅଭିଯୋଗ ପତ୍ରକୁ ଭିତ୍ତିକରି ମାନ୍ୟବର ଆଇନ୍ ବିଭାଗର ଅତିରିକ୍ତ ସଚିବ ଅଦାଲତର ରାୟକୁ କାର୍ଯ୍ୟକାରୀ କରିବା ପାଇଁ ଗତ ତା- ୦୧-୦୨-୨୦୨୪ ରିଖରେ ତୃତୀୟ ନିର୍ଦ୍ଦେଶନାମା ପ୍ରକାରେ ମହିଳା ଓ ଶିଶୁ ବିଭାଗର ଅତିରିକ୍ତ ସଚିବ ଓ ଗଜପତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର, ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସୁଫଳ ମିଳି ପାରିନାହିଁ। ଶେଷର କୌଣସି ସୁଫଳ ନମିଳିବାରୁ ସୁଭାଗ୍ୟ ବଡ଼ନାୟକ ବାଧ୍ୟ ହୋଇ ଅନ୍ତରାଷ୍ଟ୍ରୀୟ ମାନବାଧିକାର ରକ୍ଷକ ସଂଗଠନର ସହଯୋଗ ଲୋଡିଛନ୍ତି। ମାନବାଧିକାର ରକ୍ଷକର ସଂଗଠନ ଏହି ମାମଲାକୁ ଅତି ଗମ୍ଭୀରତାର ସହ ନେବା ସହ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଗଜପତି ଜିଲ୍ଲା ମାନବାଧିକାର ରକ୍ଷକର ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ଗୌଡ଼ଙ୍କ ନେତୃତ୍ୱରେ ଉକ୍ତ ସଂଗଠନର ସମସ୍ତ କାର୍ଯ୍ୟକର୍ତା ମାନେ ଗତ ତା- ୧୩-୦୨-୨୦୨୪ ରିଖରେ ଏହି ସମସ୍ୟା ସମ୍ପର୍କରେ ଗଜପତି ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ମାନବାଧିକାର ସଂଗଠନର ସମସ୍ତ କାର୍ଯ୍ୟକର୍ତା ମାନେ ଦୃଢ଼ ପ୍ରତିବାଦ କରିବା ସହ ସୁଭାଗ୍ୟ ବଡ଼ନାୟକଙ୍କୁ ଯଥା ସମ୍ଭବ ଉପଯୁକ୍ତ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ମାନବାଧିକାର ସଂଗଠନର କାର୍ଯ୍ୟକର୍ତା ମାନେ ଗଜପତି ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ବର୍ତ୍ତମାନ ସୁଭାଗ୍ୟ ବଡ଼ନାୟକ ନ୍ୟାୟ ପାଇଁ ଲଢ଼ି ବର୍ତ୍ତମାନ ମାନସିକ ଚାପରେ ରହୁଥିବା ସଂଗଠନକୁ ଅଭିଯୋଗ କରିଛନ୍ତି।

ତାଙ୍କୁ ଜାନିଶୁଣୀ ବିଭାଗୀୟ ଅଧିକାରୀ ମାନେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ଏହି ପରିଣତ ବୃଦ୍ଧ ବୟସରେ ସୁଭାଗ୍ୟ ବଡ଼ନାୟକ ନ୍ୟାୟ ପାଇବା ଅପେକ୍ଷାରେ ରହିଛନ୍ତି। ଉପରୋକ୍ତ ଅଦାଲତଙ୍କ ରାୟ ଉଚ୍ଚ କର୍ତ୍ତୃପକ୍ଷ ଆଦେଶନାମା ମାନ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ/କରାଯାଉନାହିଁ ? ଯଦି, ସୁଭାଗ୍ୟ ବଡ଼ନାୟକଙ୍କୁ ଗଜପତି ଜିଲ୍ଲାପାଳ ଉପଯୁକ୍ତ ନ୍ୟାୟ ନଦିଅନ୍ତି ତାହାହେଲେ ଅଦାଲତଙ୍କ ରାୟ ଗଜପତି ଜିଲ୍ଲା ପ୍ରଶାସନ ନ୍ୟାୟ ଦେବାରେ ବିଫଳ, ସମସ୍ୟା କୁ ଅତି ଗୁରୁପ୍ତ ନେଲେ ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ଗୌଡ଼ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

June 18, 2026
ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ

ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ

June 18, 2026

Recent News

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

June 18, 2026
ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ

ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ

June 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version