• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୁଷିତ ଖାଦ୍ୟଖାଇ ଶଙ୍ଖଚିଲାରେ ଝାଡାବାନ୍ତି ; ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ରୋଗ ସଂକ୍ରମଣ ବିଭାଗ ପକ୍ଷର ପାଂଚ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Proprietor Abhimanyu Maharana by Proprietor Abhimanyu Maharana
February 24, 2024
in ଓଡ଼ିଶା, ଦେଶ, ଯାଜପୁର, ହୋମ୍
0
ଦୁଷିତ ଖାଦ୍ୟଖାଇ ଶଙ୍ଖଚିଲାରେ ଝାଡାବାନ୍ତି ; ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ରୋଗ ସଂକ୍ରମଣ ବିଭାଗ ପକ୍ଷର ପାଂଚ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
Share on FacebookShare on TwitterWhatsapp

୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ଅଂଚଳରେ ଦୂଷିତ ଖାଦ୍ୟଖାଇ ୨୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଏନେଇ ହଇଜା ଆଂଶଙ୍କାରେ ସ୍ଥାନୀୟ ଅଂଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଜିଲା ଓ ସ୍ଥାନୀୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିରାଜରଣ ବ୍ୟବସ୍ଥା କରାଯାଇଥିଲା ବେଳେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଘଟଣାରୁ ପ୍ରକାଶଯେ, ଶଙ୍ଖଚିଲା ଅଂଚଳର ଗତଜାଲି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଶଙ୍ଖଚିଲା ଅଂଚଳ ରାଧାନଗର, ଉଦୟପାଟଣା, ଗୁରୁସାହି, ନାହଁନ୍ଦା, ଚଢେଇଟିଳର ଗ୍ରାମର କେତେକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଶଙ୍ଖଚିଲା ପ୍ରାଥମିକ ସ୍ବାସୁଜେନ୍ଦ୍ରକୁ ଆସିଥିଲା । ସେହିପରି ଆଜି ରାଧାନଗରପଟଣା ଗ୍ରାମର ହୃଷିକେଶ ସାହୁ, ନିରଞ୍ଜନ ସାହୁ, ଦେବସ୍ମିତା ସାହୁ, ଗଶେଶ୍ବର ସାହୁ, କୁମୁଦ୍ମିନୀ ସାହୁ, ସଞ୍ଜୟ କୁମାର ସାହୁ (୪୫) ଓ ତାର ପୁଅ, ଜାଠିଆ ସାହୁ, ରବିନ୍ଦ୍ର ସାହୁ, ପୁଅ ଦୀନେଶ ସାହୁ, ସନ୍ତୋଷ କୁମାର ସାହୁ ଓ ତାଙ୍କ ସ୍ତ୍ରୀ ଏବଂ ସତ୍ୟଜିତ ସାହୁ ପ୍ରମୁଖ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟଜେନ୍ଦ୍ରକୁ ଆସିଥିଲା ବେଳେ ବଜେଲଟିଜର ଗ୍ରାମର ଗୌରହରି ସାହୁ, ତ୍ରିନାଥ ସାହୁ,ସୁଭଦ୍ରା ଦାସ ଓ ସୁକଦେବ ସାହୁ, ଠାକୁରପାଟଣା ଗ୍ରାମର ଉଦୟନାଥ ସାହୁ(୩୬), ଉଦୟପାଟଣା ଗ୍ରାମର ଶ୍ରୀନିବାସ ସାହୁ, ଗୁରୁସାହିର ସସ୍ମିତା ଗୁରୁ, ନାହଁନ୍ଦା ଗ୍ରମାର ଅଲେଖ ମଲିଜ, ଖମଣ ଗ୍ରାମର ପ୍ରତ୍ୟୁଷ ସାହୁ, ରାଚୀନ୍ଦ୍ର କୁମାର ସାହୁ ଓ ତାଙ୍କ ପୁଅ ଏବଂ ଲକ୍ଷ୍ମୀନଗର ଗ୍ରାମର ସୁଶାନ୍ତ ସାହୁ (୩୯) ପ୍ରମୁଖ ୨୫ରୁ ଉର୍ଦ୍ଧ୍ବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆସିଥିଲେ । ଏଥ୍ ସହିତ ଗୋଡ଼ିପାଟଣା, ନଉଡପୁର, ନୂଆପାଟଣା ପ୍ରମୁଖ ଶଙ୍ଖଚିଲା ଅଂଚଳରେ ଆଉକେତେକ ଆକ୍ରାନ୍ତ ହୋଇ ଯାଜପୁରରୋଡ ଯାଇଥିଲା ବେଳେ ରାଧାନଗର ପାଟଣା ଗ୍ରାମର ସନ୍ତୋଷ ଓ ତାଙ୍କସ୍ତ୍ରୀ ଗୁରୁତର ହୋଇପଡିବାରୁ ତାଙ୍କୁ ଯାଜପୁର ଜିଲା ହସ୍ପିଟାଲବ୍ଧ ଚିକିତ୍ସା ନିମନ୍ତେ ପାଠାଯାଇଛି । ଯାଜପୁର ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଶୁଭାଶିଷ ମହାରଣା, ଜଳିଙ୍ଗନଗର ଅତିରିକ୍ତ ଜିଲାପାଳ ସୁଧାଂଶୁ ଶେଖର ଚଳ, ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧୂଜାରୀ ଡା. ରମେଶ ଚନ୍ଦ୍ର ମଲ୍ଲିକଙ୍କ ସମେତ ରୋଗ ସଂକ୍ରମଜ ବିଶେଷଜ୍ଞ ଅଧିକାରୀ ପହଂଚି ଝାଡାବାନ୍ତି ହେବାର କାରଣ ଯାଚ କରିଥିଲେ ।ଆକ୍ରାନ୍ତ ବ୍ୟକ୍ତିମାନେ ଦହିବରା ଖାଇଥିବା କହିବାରୁ ତାହା ଫୁଡ଼ ପଏଜନ ଯୋଗୁ ଏପରି ହୋଇଥିବା କଥା ଜଣାପଡିଥିଲା । ଏନେଇ ଜିଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ରାଧାନଗର ପାଟଣା ଓ ଠାକୁରପାଟଣା ଗ୍ରାମ ଦ୍ଵୟରେ ସଚେତନତା କାର୍ଯ୍ୟଳମ୍ବ କରାଯାଇଥିଲା । ଏହାର ନିରାଜାଣ ନିମନ୍ତେ ଆଜି ପୂର୍ବାହ୍ନରେ ଶଙ୍ଖଚିଲା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ଼ା. ନିବେଦିତା ମହାନ୍ତିଙ୍କ ନେତୃତ୍ବରେ ଡାକ୍ତର ଶୁଭ୍ରାଂଶୁଶେଖର ମହାନ୍ତି, ବରିଷ୍ଠ ଫର୍ମାଶିଷ୍ଟ ମୃତ୍ୟୁଞ୍ଜୟ ଦାଶ ଓ ଜୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରାଷ୍ଟ୍ରୀୟ ଚାଲ ସ୍ଵାସ୍ଥ୍ୟକାର୍ଯ୍ୟକ୍ରମ ଅଧିକାରୀଙ୍କ ସମେତ ଡାକ୍ତର ବିଶ୍ବରଞ୍ଜନ ପ୍ରଧାନ, ଡାକ୍ତର ସନ୍ତୋଷ କୁମାର ସିଂହ ଓ ସୁପରଭାଇଜର ଧର୍ମେନ୍ଦ୍ର ଓଝା, ଏଏନଏମ, ସ୍ୱାସ୍ଥ୍ୟକର୍ମୀ, ସ୍ନାନୀୟ ଅଙ୍ଗନବାଡି କର୍ମୀ ଓଆଶା ଦିଦି ପ୍ରମୁଖ ସ୍ୱାସ୍ଥ୍ୟ ଯାଚଳାରୀ ଦଳ ଶଙ୍ଖଚିଲା ଅଂଚଳର ରାଧାନଗର, ଖମଣ, ଗୁରୁସାହି, ଠାକୁରପାଟଣା, ତପ୍ତରିପାଟଣା, ବଡେଲଟିକର, ନାହାଁନ୍ଦା, ନାଉଡପୁର, ନୂଆପାଟଣା, ମଠପାଟଣା, ଉଦୟପାଟଣା, ଗୋଡ଼ିପାଟଣା ଆଦି ଗ୍ରାମର ପରକୁ ଘର ଚୁଲି l ସଚେତନତା କରାଯିବା ସହ ଟୁଙ୍ଗ ପାତର ସିଂଚନ ଓ ଲୋକଙ୍କୁ ଆବ୍ୟକୀୟ ଔଷଧ ବଂଟନ କରାଯାଇଥିଲା । ପୂର୍ବାହ୍ନରେ ଯେଉଁଭଳି ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲା; ତାହା ଅପରାହ୍ନ ଚେଳେକୁ ସଂପୂର୍ଣ୍ଣଭାବେ ନିୟନ୍ତ୍ରଣାଧିନ ହୋଇଥିବା ଶଙ୍ଖ ଚିଲି ।।ସ୍ଥ୍ୟ କେନ୍ଦ୍ରର ଅଧିକାରିଣୀ ଡାକ୍ତର ଶ୍ରୀମତୀ ମହାନ୍ତି ସୂଚନା ଦେଇଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

April 26, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version