No Result
View All Result
୨୦ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଚିକିଟି, ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ଯସମାଜ, କେନ୍ଦ୍ରୀୟ ପରିଷଦର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକରେ ଗ୍ରାମ୍ୟ ପରିଷଦ ଓ ଆଞ୍ଚଳିକ ପରିଷଦ ର ସଭାପତି, ସମ୍ପାଦକ ଓ କେନ୍ଦ୍ରୀୟ ପରିଷଦ ର ସଦ୍ଭାପତି ଶ୍ରୀ ଦଣ୍ଡାସି ସାହୁ ସଭ୍ୟତିତ୍ଵରେ ସଦ୍ଭାକାର୍ଯ୍ୟ ଆରମ୍ଭ କରିଥିଲେ ପ୍ରଥମେ ପ୍ରାର୍ଥନା କରାଜାଇ କୂଳ ଦୀପ ପ୍ରଜ୍ଵଳନ କରାଗଲା ଏବଂ କେନ୍ଦ୍ରୀୟ ପରିଷଦ ର ପୁର୍ବତନ ସଭାପତି ଶ୍ରୀ ତାରିଣୀ ଚରଣ ସାହୁ, ଉପଦେଷ୍ଠା ଶ୍ରୀ ଯୋଗୀ ସାହୁ, ଉପସଭାପତି ଶ୍ରୀ ପ୍ରଶାନ୍ତ ସାହୁ, ଉପ ସଭାପତି ଶ୍ରୀ ପ୍ରଶାନ୍ତ ସାହୁ,

ସଂପାଦକ ଶ୍ରୀ ତ୍ରପତି ସାହୁ, ସହ ସମ୍ପାଦକ ଶ୍ରୀ ବାବୁ ସାହୁ, ସତ୍ୟନାରାୟଣ ସାହୁ, ଶ୍ରୀ ଲଷ୍ମଣସାହୁ, ଶ୍ରୀ ଶରତ ସାହୁ, ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧ୍ରମା ସାହୁ ଅlଞ୍ଚଳିକର ସଦ୍ଭାପତି ଶ୍ରୀ ଗୋପାଳ ଚନ୍ଦ୍ର ସାହୁ ଉପସ୍ଥିତ ରହିଥିଲେ ଅନ୍ୟ, ଅନ୍ୟ ଗ୍ରାମ୍ୟ ପରିଷଦର ସଭାପତି, ସଂପାଦକ, କର୍ମକର୍ତ୍ତା ସଭ୍ୟ, ସଭ୍ୟା ମଧ୍ୟ ରହିଥିଲେ ବହୁତ ବିଷୟରେ ଆଲୋଚନା କରାଗଲା । ଗ୍ରାମ୍ୟ ପରିଷଦର ରହିଥିବା ମାଙ୍ଗଳିକ କାଯ୍ୟକ୍ରମ କେମିତି ଭଲରେ ହେବ ତା ବିଷୟ ଆଲୋଚନା କରାଗଲା । ଶେସରେ ସଭାପତିଙ୍କୁ ଧନ୍ୟବାଦ ଜଣାଇ ସଭାକୁ ଶାନ୍ତ କରାଗଲା

No Result
View All Result