• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆର, ଉଦୟଗିରି ପଞ୍ଚାୟତ ଉନ୍ନୟନ ମୂଳକ କାମ ଗୁଡିକୁ କବ୍ଜା କରିଛନ୍ତି ବିଜେଡି କର୍ମୀ

Proprietor Abhimanyu Maharana by Proprietor Abhimanyu Maharana
February 20, 2024
in ଓଡ଼ିଶା, ଗଜପତି, ହୋମ୍
0
ଆର, ଉଦୟଗିରି ପଞ୍ଚାୟତ ଉନ୍ନୟନ ମୂଳକ କାମ ଗୁଡିକୁ କବ୍ଜା କରିଛନ୍ତି ବିଜେଡି କର୍ମୀ
Share on FacebookShare on TwitterWhatsapp

୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଗଜପତି ଜିଲାରୁ :-> ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକକୁ ୧୭ଟି ପଞ୍ଚାୟତ ନେଇ ଗଠିତ । ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକ ସ୍ଥାନୀୟ ଲୋକଙ୍କ ସହମତି ଓ ସହଯୋଗରେ କରିବାର ବ୍ୟବସ୍ଥା ଥିବାବେଳେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକରେ ଏହାର ବ୍ୟକ୍ତିକ୍ରର୍ମ ଦେଖିବାକୁ ମିଳୁଛି । ଏପରକି ସ୍ଥାନୀୟ ବିଡିଓ ରାଜ୍ୟ ସରକାରଙ୍କ ୫ଟି କାମ ଗୁଡିକୁ ନିଜର କିଛି ବ୍ୟକ୍ତି ଆଣି କାମ କରୁଥିବା ଅଭିଯୋଗ ହେଉଛି ।

ଏହି ବିଷୟ ଜିଲ୍ଲାପ୍ରଶାସନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବିଡିଓଙ୍କ ଉପରେ କୌଣସି ପ୍ରଭାବ ପଡୁନି କି ଜିଲ୍ଲାପ୍ରଶାସନ ଅଧିକାରୀ ମାନେ ଜାଣିମଧ୍ୟ ଦୁର୍ନିତୀଗ୍ରସ୍ତ ବିଡିଓ ଉପରେ କୌଣସି କାର୍ଯ୍ୟନୁଷ୍ଠା ଗ୍ରହଣ କରୁନାହାନ୍ତି । ସେହିପରି ବ୍ଲକର ପଞ୍ଚାୟତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଞ୍ଚଳର ଲୋକମାନଙ୍କ ଦ୍ବାରା କାମ କରିବା ବଦଳରେ ତାଙ୍କର କିଛି ଖାସ ସଂପକ୍ରିୟ ଲୋକଙ୍କ ଦ୍ବାରା କାମ ନେଇ ସମସ୍ତ କାମଗୁଡିକୁ ନିଜେ କରୁଥିବା ଅଭିଯୋଗ ଅଞ୍ଚଳବାସି ଦ୍ୱାରା ଅଭିଯୋଗ ହୋଇଆସୁଅଛି ।

ଏହି ବ୍ଳକର ହେଉଥିବା ୫-ଟି କାମଗୁଡିକ ଅତିନିମ୍ନମାର କାମ କିଛି ବିଦ୍ୟାଳୟ ଅଧାକାମ କରି ସମ୍ପୂର୍ଣ ବିଲ କରାଯାଉଛି ତ କିଛି ବିଦ୍ୟାଳୟ ନିର୍ମାଣ ହୋଇଥିବା କବାଟ କାମ ଦେଉନି । ନିମ୍ନ ମାବନର ଓ ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ ବିଲ ପୈଠ ବ୍ଳକ ପ୍ରଶାସନ ଅଧିକାରୀ ଓ କିଛି ହାତଗଣତି ବିଯୁଜନତା ଦଳର କର୍ମୀ ଙ୍କ ଦ୍ୱାରା କରାଯାଉଥିବା ଯୋଗୁ ୫-ଟି କାମ ଗୁଡିକର ଏହି ଭଳି ଅବସ୍ଥା ହେଉଛି ବଳି ସାଧାରଣରେ ଚର୍ଚା ହେଉଛି । ୫- ଟି କାମଗୁଡିକ ଜିଲ୍ଲା ପ୍ରଶାସନ ଅଧିକାରୀମାନେ କାମ ହେବା ତଦନ୍ତ କରିବାକୁ ଆସନ୍ତି କିନ୍ତୁ ସବୁ ଦେଖି କାର୍ଯ୍ୟାନୁଷ୍ଠାନ ସୁନ ତେଣୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ରୁ ଆସୁଥିବା ତଦନ୍ତ କାରି ଅଧିକାରୀ ରାଧେ ରାଧେ ରେ ଚାଲୁଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ ।

ଏଥିସହିତ ଆର, ଉଦୟଗିରି ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ରେ ୧୨ଟି କାମ ଆସିଛି । ସେହି ସମସ୍ତ କାମକୁ ବିଜେଡି କର୍ମୀ ଓ ନେତା କାମ କରିବେ ବୋଲି ଅଡିବସିଛନ୍ତି ବିଜେଡି ବ୍ଳକ ସଭାପତି ଅଭିଯୋଗ ହେଉଛି । ନଚେତ କାମ ଫେରାଇ ଦିଆଜିବ ବଲି ଧମକ ଦେଉଛନ୍ତି । ଚାଞ୍ଚଡାସାହି ଓ ଦିଗବାରଣସାହି କୁ ଆମ ଓଡିଶା ଓ ନବୀନ ଓଡିଶାରେ ସାହି କୋଠଘର ନିର୍ମାଣ ଆସିଛି । ଏହି କାମ ଗୁଡିକୁ ମଧ୍ୟ ବିଜେଡି କର୍ମୀହିଁ କାମ କରିବାକୁ ଅଡିବସିଛନ୍ତି ବିଜେଡି ବ୍ଲକ ନେତାମାନେ । ସେହି କାମକୁ ସାହିର ମନ୍ଦିର କମିଟି ଲୋକ କାମ କରିବାକୁ ଅଡିବସିଛନ୍ତି ଯାହାଫଳରେ ଆଜିସୁଧା ସେହି ସାହିର କାମ ଆରମ୍ଭ ହୋଇପାରୁନି ଅନ୍ୟ ସାହିଗୁଡିକ ଆସିଥିବା କାମ ଗୁଡିକ ତାଙ୍କ କର୍ମୀମାନେ କରୁଥିବାରୁ କାମ ଆରମ୍ଭ ହୋଇଗଲାଣି ।

ଏହି ୨ଟି ସାହିର ଗୋଠଘର ତାଙ୍କ କର୍ମୀଙ୍କୁ କାମ କରିବାକୁ ଅନୁମତି ସାହିଲୋକ ନଦେବାରୁ ଆସିଥିବା ଟଙ୍କା ଫେରାଇ ଦେବାକୁ ବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହେଉଛି । ଏହି କାମ ନିର୍ମାଣ ନେଇ ସାହିରେ ତାପଉତେଜନା ଲାଗିରହିଛି । ସେହିପରି ମୁଖ୍ୟମନ୍ତୀଙ୍କ ହାତପାଣ୍ଠିରୁ ୫ ଲକ୍ଷ ଟଙ୍କା ଜଗନ୍ନାଥ ମନ୍ଦିର ରୋଶେଇ ଘର ନିର୍ମାଣ ଅନୁଦାନ ଆସିଛି ଓ ସେହି କାମ ଜଗନ୍ନାଥ ମନ୍ଦିର କମାଟି ସଦସ୍ୟ ନାମରେ କାମ ଆଦେର୍ଶ ପାଇଥିଲେ ।

ସେହି କାମକୁ କମିଟି କରିପାରିବ ନାହିଁ ଆମ କର୍ମୀହିଁ କରିବ ବଲି ସଭାପତି ଅଡିବସି କମିଟି ସଦସ୍ୟ କାମ ପାଇଥିବା ଆଦେର୍ଶକୁ ବ୍ଳକରେ ବସି ରଦ୍ଦ୍ବୁକରି ବିଜେଡିର ୨ ଜଣ କର୍ମୀଙ୍କୁ କାମ କରିବା ଆଦେଶ ଦିଆଗଲା ମାତ୍ର ସେମାନେ କିଛିଦିନ ହେବ କାମ ଆରମ୍ଭ ହୋଇଛି । ଲୋକଙ୍କ ଟାକ୍ସ ପଇସା ଯଦି ଲୋକ ମାନଙ୍କ କାମକରିବାର ସହମତି କିମ୍ବା ଅଧିକାର ରହିବ ନାହିଁ ତେବେ ଭାରତ ଗଣତନ୍ତ୍ର ଲୋକଙ୍କ ଅଧିକାର ରହିଲା କେଉଁଠି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚାର ବିଷୟ ପାଲଟିଛି । ଯଦି ଏହି ଭଳି କାର୍ଯ୍ୟକ୍ରମ ଅଞ୍ଚଳରେ ବିଜେଡି କର୍ମୀ ଓ ନେତା ଙ୍କ ଚାଲୁରହିବ ତେବେ ଅଂଚଳ ଲୋକେ ଏହାର ଜବାବ ବିଜେଡିକୁ ୨୦୨୪ ନିର୍ବାଚନରେ ସଠିକ ଦେବାର ଅନୁମାନ କରାଯାଉଛି ।

ବିଜେଡି ବିରୋଧରେ ଖବର ପ୍ରକାଶ ପରେ ଆଜି ଆମ ପ୍ରତିନିଧି ମନୋଜ କୁମାର ପାଢୀଙ୍କୁ ବିଜେଡିର ବ୍ଳକ ସଭପତି ଭୀମ ପାଇକ ଉତେଜିତ ହୋଇଥିଲେ । ସେ କହିଥିଲେ ମୋର ବିରୋଧରେ ଯେଉଁ ଅଭିଯୋଗ ହେଉଛି ତାହା ସପୁନ୍ନ ମିଥ୍ୟା ବୋଲି ସେ ନିଜ ପ୍ରତିକୀୟାରେ କହିଥିଲେ । ଏହି ଅଭିଯୋଗ ନେଇ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବର ପଚାରିବାରୁ ସେ କହିଥିଲେ ଜଗନ୍ନାଥ ମନ୍ଦିର କାମ କରିବାକୁ ମନ୍ଦିର କମିଟି ମୁଁ ଦେଇଥିଲି ତାପରେ କଣ ହେଲା ମୁଁ ଜାଣିନି ।

ଏହି ସମସ୍ତ ଅଭିଯୋଗ ନେଇ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ମନ୍ଦିର କାମ ଗୁଡିକୁ ମନ୍ଦିର କମିଟି ଦିଆଯାଇଛି ବୋଲି କହିଥିଲେ ଆଉ କଣ ହେଉଛି ମୁଁ ଜାଣିନାହିଁ । ଏହି ଅଞ୍ଚଳରେ ବୃଦ୍ଧିଯିବି ମହଳରେ ଚର୍ଚା ହେଉଛି ଆମ ଓଡିଶା ନବୀନ ଓଡିଶା ଆସିଥିବା କାମ ଗୁଡିକୁ ବିଜେଡି ନେତାମାନେ ଠିକାଦାରଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି । ବିଜେଡି ବିରୋଧରେ ଖବର ପ୍ରକାଶ କଲେ ସାମ୍ବାଦିକଙ୍କ କଣ୍ଠରୋଧ କରିବା ସହ ଧମକଦିଆଯାଉଛି ଖବର ପ୍ରକାଶ ନ କରିବାକୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 4, 2026
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026

Recent News

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 4, 2026
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 4, 2026
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version