• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ବିଜ୍ଞାପିତ ଅଚଂଳରେ ଥିବା ସମସ୍ୟାର ସମାଧାନ ପାଇଁ  : ସରକାରଙ୍କୁ ୧୪ ଦଫା ଦାବୀପତ୍ର ପ୍ରଦାନ କଲେ – ରଣପୁର ଜନ ସାଧରଣ

Proprietor Abhimanyu Maharana by Proprietor Abhimanyu Maharana
February 19, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ରଣପୁର ବିଜ୍ଞାପିତ ଅଚଂଳରେ ଥିବା ସମସ୍ୟାର ସମାଧାନ ପାଇଁ  : ସରକାରଙ୍କୁ  ୧୪ ଦଫା ଦାବୀପତ୍ର ପ୍ରଦାନ କଲେ – ରଣପୁର ଜନ ସାଧରଣ
Share on FacebookShare on TwitterWhatsapp

୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର :-> ବିଜ୍ଞାପିତ ଅଚଂଳ ପରିଷଦର ବାସିନ୍ଦା , ସରକାରଙ୍କୁ ୧୪ ଦଫା ଦାବି ପ୍ରଦାନ କଲେ ରଣପୁର ଜନ ସାଧରଣ

୧୪ ଦଫା ଦାବି

୧- ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତା ଟ.୫୦୦.୦୦ଙ୍କା ରୁ ଟ.୧୫୦୦.୦୦ଙ୍କା କୁ ବୃଦ୍ଧିକରାଯାଉ ।

୨-ମହିଳା ସୟଂ ସହାୟକ ଗୋଷ୍ଠୀଙ୍କୁ ଆତ୍ମନିର୍ଭର ପାଇଁ ଟ.୫,୦୦,୦୦୦.୦୦ଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବା ପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ ରଣପୁର ଅଚଂଳରେ ଥିବା ୟୁକୋ.ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଋଣରେ ସୁଧ ନେଉଛନ୍ତି । ତାହାର ତଦନ୍ତ କରି ବିନା ସୁଧରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବା ପାଇଁ ଦାବୀ ଜଣାଉଅଛୁ ।

୩-ମୁକ୍ତା ଯୋଜନାରେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳହେବା ପାଇଁ ଯୋଜନାର ଲକ୍ଷ୍ୟ ଥିବାବେଳେ, ରଣପୁର ବିଜ୍ଞାପିତ ଅଚଂଳ ପରିଷଦରେ ମୁକ୍ତା ଯୋଜନାରେ ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ ରଣପୁର ବିଜ୍ଞାପିତ ଅଚଂଳ ପରିଷଦର କନିଷ୍ଠ ଯନ୍ତ୍ରୀ ଙ୍କ ନାମରେ କାର୍ଯ୍ୟାଦେଶ କରି ଠିକାଦାର କାମ କରୁଛନ୍ତି । କେବଳ ତଦାରଖ କାମ ମହିଳା ସ୍ଵୟଂ ସହାୟଜ ଗୋଷ୍ଠୀକୁ ଦିଆଯାଇଛି । ଏହାର ବିଧ‌ିବଧ ତଦନ୍ତ ଓ କାଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାବୀ ଉପସ୍ଥାପନ କରୁଅଛୁ ।

୪- ରଣପୁର ବିଜ୍ଞାପିତ ଅଚଂଳ ପରିଷଦରେ ବହୁ ଯୋଗ୍ୟ ହିତାଧୁକାରୀ ରାସନ କାର୍ଡ ପାଇବାରୁ ବଚିଂତ ହୋଇଛନ୍ତି । ଯୋଗ୍ୟ ହିତାଧୁକାରୀଙ୍କୁ ରାସନ କାର୍ଡ ମିଳୁ ଚିଠି ନଂ-୧୪୦୦ ତା୧୭.୦୯.୨୦୨୧ ରିଖ ୨୩୧ଜଣ ହିତାଧୁକାରୀ ସରକାରୀ ଭାବେ ଯୋଗ୍ୟ ହୋଇଥିବା ବେଳେ ସେମାନେ ବର୍ତମାନ ସୁଦ୍ଧା ବଚିଂତ ଅଛନ୍ତି । ତୁରନ୍ତ ରାସନ କାର୍ଡ ମିଳିବା ପାଇଁ ଦାବୀ ଉପସ୍ଥାପନ କରୁଅଛୁ ।

୫- ରଣପୁର ବିଜ୍ଞାପିତ ଅଚଂଳରେ ଥିବା ବସ୍ତି ଅଚଂଳରେ ଥିବା ସରକାରୀ ଓ ବେସରକାରୀ ଯାଗାରେ ଥିବା ଜନସାଧାରଣଙ୍କୁ ରଣପୁର ବିଜ୍ଞାପିତ ଅଚଂଳ ପରିଷଦ ତରଫରୁ  ଚିହ୍ନଟ ସରିଥିବା ବେଳେ, ବର୍ତମାନସୁଦ୍ଧା ପଟ୍ଟା ନମିଳିବାରୁ ଜନସାଧାରଣ ବହୁମାତ୍ରାରେ ଅସୁବିଧାର ସମ୍ମୁଖୀନ  ହେଉଛନ୍ତି । ଏଣୁ ଆପଣ ତୁରନ୍ତ ହସ୍ତକ୍ଷେପ କରି ତୁରନ୍ତ ପଟ୍ଟା ଦେବାର ବ୍ୟବସ୍ଥା କରିବାର ଦାବୀ ଉପସ୍ଥାପନ କରୁଅଛୁ ।

୬ ରଣପୁର ବିଜ୍ଞାପିତ ଅଚଂଳ ପରିଷଦରେ ସମସ୍ତ ଚାଷୀଙ୍କୁ କାଳିଆ ଯୋଜନା ଓ ନବୀନ  ବିଜୁ ସ୍ଵାସ୍ଥ୍ୟ ଯୋଜନାରେ ଅନ୍ତଭୂକ୍ତ କରିବା ପାଇଁ ଅନୁରୋଧ କରୁଅଛୁ ।

୭- ଧାନ ମଣ୍ଡିରେ ୧ କ୍ଵିଣ୍ଟାଲ ପିଛା ୫କେ.ଜି. ରୁ ୭ କେ.ଜି. ଧାନ କଟା ଯାଉଥବାରୁ ତାହା ବନ୍ଦ କରାଯାଉ ଏବଂ ଅସାଧୁ ମିଲର ବିରୁଦ୍ଧରେ କାଯ୍ୟାନୁଷ୍ଠାନ ନିଆଜିବା ନିମନ୍ତେ ଅନୁରୋଧ କରୁଅଛୁ ।

୮- ରଣପୁର ବିଜ୍ଞାପିତ ଅଚଂଳ ପରିଷଦରେ ପରିମଳ ବ୍ୟବସ୍ଥାଠିକ୍‌ ଭାବରେ କାମ କରୁନାହିଁ । ଡ୍ରେନ୍ ରେ ଫିନାଇଲ, ମଶାତେଲ ବା  ବ୍ଲିଚିଙ୍ଗ୍ ପଡୁନାହିଁ । ମଶା, ମାଛି ବ୍ୟାପି ଲୋକମାନେ ରୋଗରେ ପଡୁଛନ୍ତି । ତୁରନ୍ତ ତଦନ୍ତ ହେଉ ଓ ପରିମଳ ଠିକ୍ ଭାବେ ହେବା ପାଇଁ ଦୃଷ୍ଟି ଦିଆଯାଉ ।

୯- ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ଚିଠି ନଂ-୧୭୯୯ ତା-୧୧.୧୦.୨୦୨୨ରିଖ ଅନୁସାରେ ରଣପୁର ବିଜ୍ଞାପିତ ଅଚଂଳ ପରିଷଦରେ କୌଣସି ଜନସାଧାରଣ ଘରବାରୀ ବା ଜମି ରେଜେଷ୍ଟ୍ରି କରିବାକୁ ଚାହିଁଲେ ରଣପୁର ବିଜ୍ଞାପିତ ଅଚଂଳ ପରିଷଦ ରୁ ନୋଅବ୍‌ଜେକସନ୍ ପ୍ରମାଣପତ୍ର ଦରକାର ପଡ଼ୁଅଛି । ଏଥି ପାଇଁ ବହୁ ଅର୍ଥ ରଣପୁର ବିଜ୍ଞାପିତ ଅଚଂଳ ପରିଷଦ ବେଆଇନ୍ ଭାବେ ଅର୍ଥ ଆଦାୟ କରୁଛି ଯାହା କି ସମ୍ପୂର୍ଣ ବେଆଇନ୍ ଅଟେ । ତାହାର ତଦନ୍ତ କରି ରଣପୁର ବିଜ୍ଞାପିତ ଅଚଂଳ ପରିଷଦର କାର୍ଯ୍ୟ ନିର୍ବାହି ଅଧୁକାରୀ ଓ ସବ୍‌ ରେଜିଷ୍ଟ୍ରାର ଙ୍କ ବିରୁଦ୍ଧରେ କାଯ୍ୟାନୁଷ୍ଠାନ

୧୦-ରଣପୁର ଡାକ୍ତରଖାନା ଉପରେ ବହୁ ଲୋକ ନିର୍ଭର କରୁଥିବାବେଳେ, ଏହି ଡାକ୍ତରଖାନାରେ ୨୧ ଜଣ ଡାକ୍ତର ରହିବାର ବ୍ୟବସ୍ଥା ଥିଲାବେଳେ, ମାତ୍ର ୫ଜଣ ଡାକ୍ତରଙ୍କ ଦ୍ବାରା ଏହି ଡାକ୍ତରଖାନା ଚାଲିଛି ଯାହାଫଳରେ ରୋଗୀ ଓ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଡାକ୍ତର ନିଯୁକ୍ତି କରାଯାଉ ।

୧୧- ରଣପୁର ବିଜ୍ଞାପିତ ଅଚଂଳ ପରିଷଦରେ କମ ଶୌଚାଳୟ ଥିବାରୁ ଲୋକମାନେ ବହୁତ ହଇରାଣ ହେଉଛନ୍ତି ଆଉ ଅଧିକ ଶୌଚାଳୟ, ମାର୍କେଟ କମ୍ପ୍ଲେକ୍ସ ର୍ନିମାଣ ବ୍ୟବସାୟିକଙ୍କ ସହିତ ଆଲୋଚନା ପୂର୍ବକ ମାର୍କେଟ କମ୍ପ୍ଲେକ୍ସ ର୍ନିମାଣ କରାଯାଉ । ଏହାର ତଦନ୍ତ କରି ଏହି ଦାବୀ କୁ କାର୍ଯ୍ୟ କରାଯିବା ନିମନ୍ତେ ଆଦେଶ ଦିଆଯାଉ ।

୧୨- ରଣପୁର ବିଜ୍ଞାପିତ ଅଚଂଳ ପରିଷଦରେ ବହୁ କାମ ବର୍ଷ ବର୍ଷ ଧରି ଟେଣ୍ଡର ହୋଇ କାମ ହେଉନାହିଁ । ଏହାର ତଦନ୍ତ କରାଯାଇ କାଯ୍ୟାନୁଷ୍ଠାନ ନିଆଯାଉ ।

୧୩-ରଣପୁର ର ପ୍ରସିଦ୍ଧ ଦେବୀ ମା ଉପର ମଣିନାଗ ଙ୍କ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଅଛି । ଏଠାକୁ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଏଣୁ ତୁରନ୍ତ ଏହାର ରାସ୍ତା ନିର୍ମାଣ ସହ ରାସ୍ତାର ଉଭୟ ପାର୍ଶ୍ଵରେ ସୁରକ୍ଷା କାନ୍ଥ ନିର୍ମାଣ କରିବା ପାଇଁ ଅନୁରୋଧ କରୁଅଛି ।

୧୪- ରଣପୁର କୁ ସବ୍‌-ଡିଭିଜନ୍‌ର ମାନ୍ୟତା ମିଳୁ, ନୟାଗଡ ଜିଲ୍ଲାରେ ରଣପୁର ବ୍ଳକ ସବୁଠାରୁ ବଡ ଅଟେ । ରଣପୁର ରେ ୨ଟି ଥାନା, ୨ଟି ଫାଣ୍ଡି, ୧ଟି ତହସିଲ ଅଫିସ୍‌ ଏବଂ ୧୨ ଗୋଟି ରେଭିନ୍ୟୁ ଅଫିସ୍ ଅଛି । ଏହି ଦୃଷ୍ଟିରୁ ରଣପୁର ସବ୍- ଡିଭିଜନ୍ ହେବା ପାଇଁ ଯୋଗ୍ୟ ଅଟେ । ତତ୍ ସହିତ ରଣପୁର ଏକ ପୁରାତନ ଗଡଜାତ୍ ସ୍ଥାନ ଅଟେ ।

ଏଣୁ ରଣପୁର କୁ ସବ୍‌ ଡିଭିଜନ୍ ମାନ୍ୟତା ପ୍ରଦାନ କରାଯିବା ପାଇଁ ରଣପୁରବାସୀ        ସାଧାରଣରେ ଦାବୀ କରିଛନ୍ତି । ତଦ୍ ସହିତ ସରକାରଙ୍କ ନିକଟରେ ସହୃଦୟତାର ସହିତ ଉପରୋକ୍ତ  ଦାବି ଗୁଡିକର  ସଠିକ୍ ତଦନ୍ତ କରି କର୍ଯ୍ୟକାରୀ କରିବାକୁ ଅନୁରୋଧ  କରିଛନ୍ତି ଜନ ସାଧାରଣ   ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version