ସରକାରୀ କାର୍ଯ୍ୟରେ ସମୟାନୁବର୍ତ୍ତିତା ନିୟନ୍ତ୍ରଣ

ସରକାରୀ କାର୍ଯ୍ୟରେ ସମୟାନୁବର୍ତ୍ତିତା ନିୟନ୍ତ୍ରଣ, ଫଳପ୍ରଦ ଯୋଜନାର ରେକର୍ଡ ଓ ଉତ୍ତମ ଆର୍ଥିକ ପରିଚାଳନା ନିମନ୍ତେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ଗୁଡିକରେ ଆକାଉଣ୍ଟାଣ୍ଟ-କମ-ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଁ ଓଡ଼ିଶା କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।