ଓଡିଶା ତାଜା ନ୍ୟୁଜ୍ (୨୬ ଜୁଲାଇ ରବିବାର) ବରଗଡ଼ :- ଆଜି ପୁଣି ଓଡ଼ିଶାରେ ୧୩୭୬ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୯୧୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ସଂକ୍ରମିତ ଥିବା ସୂଚନା ରହିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯କୁ ବୃଦ୍ଧି । ଆଜି ଗଞ୍ଜାମରୁ ସର୍ବାଧିକ ୪୮୪, ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ବରରୁ ୨୯, ବରଗଡ଼ରୁ ୭, ଭଦ୍ରକରୁ ୧୦, ବଲାଙ୍ଗୀରରୁ ୧୯, ବୌଦ୍ଧରୁ ୮, କଟକରୁ ୭୫, ଅନୁଗୁଳରୁ ୫, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୧୫, ଗଜପତିରୁ ୭୪, ଜଗତସିଂହପୁରରୁ ୧୧, ଯାଜପୁରରୁ ୮, ଝାରସୁଗୁଡ଼ା ଜିଲ୍ଲାରୁ ୬, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୧୦୩,
ଖୋର୍ଦ୍ଧା ଜିଲ୍ଲାରୁ ୧୮୭, କୋରାପୁଟ ଜିଲ୍ଲାରୁ ୭, ମାଲକାନଗିରି ଜିଲ୍ଲାରୁ ୧୫, ମୟୂରଭଞ୍ଜ ଜିଲ୍ଲାରୁ ୨୨, ନବରଙ୍ଗପୁର ଜିଲ୍ଲାରୁ୨୧, ନୟାଗଡ଼ ଜିଲ୍ଲାରୁ ୩୦, ନୂଆପଡ଼ା ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୯୧ , ରାୟଗଡ଼ା ଜିଲ୍ଲାରୁ ୪୫, ସମ୍ବଲପୁର ଜିଲ୍ଲାରୁ ୧୭, ସୁବର୍ଣ୍ଣପୁର ଜିଲ୍ଲାରୁ ୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୩ କରୋନା ପଜିଟିଭ୍ ଚିହ୍ନଟ୧୫,୯୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ୯୨୮୭ରେ ପହଞ୍ଚିଛି । ଆଉ ୧୦ଜଣଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧିଆଜି ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ସଂକ୍ରମତିଙ୍କ ମୃତ୍ୟୁ ହୋଇଛି । (ରିପୋର୍ଟ /ରାମକୃଷ୍ଣ ରଥ)