• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜେଡିର ମିଶ୍ରଣ ପର୍ବ ବିଜେଡ଼ିରେ ଯୋଗଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

Proprietor Abhimanyu Maharana by Proprietor Abhimanyu Maharana
February 17, 2024
in ଓଡ଼ିଶା, କେନ୍ଦ୍ରାପଡା, ହୋମ୍
0
ବିଜେଡିର ମିଶ୍ରଣ ପର୍ବ ବିଜେଡ଼ିରେ ଯୋଗଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି
Share on FacebookShare on TwitterWhatsapp

୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ତାଙ୍କର ହଜାର ରୁ ଉର୍ଦ୍ଧ୍ୱ ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭାସାଂସଦ ଶ୍ରୀମାନସ ମଙ୍ଗରାଜ, ମନ୍ତ୍ରୀଶ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀଶ୍ରୀ ପ୍ରତାପ ଦେବ, ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକଶ୍ରୀ ପ୍ରତାପ ଜେନା ଓ ବିଧାୟକଶ୍ରୀ ଧ୍ରୁବଚରଣ ସାହୁ ଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

 

ଦଳରେ ସାମିଲ୍‌ହୋଇଥିବା ଅଂଶୁମାନ ମହାନ୍ତିଙ୍କୁ ସମସ୍ତନେତୃବୃନ୍ଦ ଉପଢୌକନ ଦେଇ ଦଳକୁସ୍ୱାଗତକରିଥିଲେ । ଶଙ୍ଖଭବନରେମିଶ୍ରଣ ପରେ ନବୀନ ନିବାସ ଯାଇ ମୁଖ୍ୟ ମନ୍ତ୍ରୀ ଶ୍ରୀ  ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବାସହ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଥିଲେ ଅଂଶୁମାନ ମହାନ୍ତି । ଏହି ଅବସରରେ ବିଜେଡ଼ିସାଂଗଠନିକସଂପାଦକ ପ୍ରଣବ ପ୍ରକାଶ ଦାସକହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନୂଆଓଡିଶା ନବୀନ ଓଡିଶା, ରୂପାନ୍ତରଣଓଡିଶା ଓ ସମୃଦ୍ଧ ଓଡିଶାଗଠନରେ ଆକୃଷ୍ଟ ହୋଇ ଆଜି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଦଳରେଯୋଗ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜନଗରରେ ଯେଉଁଉନ୍ନତି ହୋଇଚାଲିଛି, ଆଜି ଅଂଶୁମାନ ମହାନ୍ତିଯୋଗ ଦେବା ପରେରାଜନଗରରେଉନ୍ନତି ଦ୍ୱିଗୁଣିତହେବ । ସ୍ୱର୍ଗତ ନଳିନୀମହାନ୍ତି, ବିଜୁ ପଟ୍ଟନାୟକ ତଥା ବିଜୁ ପରିବାରର ଅତ୍ୟନ୍ତ ଘନିଷ୍ଠସହଯୋଗୀ ଥିଲେ । ବିଜୁ ପରିବାର ପ୍ରତିସମର୍ପଣ ଓ ଭଲ ପାଇବାସର୍ବଦା ରହିଆସିଥିଲା । ରାଜନଗରସବୁବେଳେବିଜେଡିସହ ଅଛି । ମାନ୍ୟବରମୁଖ୍ୟମନ୍ତ୍ରୀଙ୍କନେତୃତ୍ୱରେଯେଉଁମାନେ ତାଙ୍କଉପରେ ଆସ୍ଥା ରଖି ଦଳରେଯୋଗ ଦେଇଛନ୍ତି ।ସମସ୍ତଙ୍କ ସମ୍ମାନ ଓ ଆତ୍ମବିଶ୍ୱାସ ସର୍ବଦା ବଜାୟରହିବ ।

ସେହିପରିଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାକହିଥିଲେ ଯେ, ଆଜି ଅଂଶୁମାନ ମହାନ୍ତି ଓ ତାଙ୍କସମର୍ଥକ ଦଳରେଯୋଗ ଦେବା ପରେରାଜନଗର ନିର୍ବାଚନମଣ୍ଡଳୀ ତଥା ସମଗ୍ରକେନ୍ଦ୍ରାପଡାଜିଲ୍ଲାରେବିଜେଡିସଂଗଠନ ମଜବୁତହେବାସହବିକାଶ ଧାରା ଆହୁରି ତ୍ୱରାନ୍ୱିତହେବ । ସେହିପରିରାଜ୍ୟସଭାସାଂସଦ ମାନସରଂଜନ ମଙ୍ଗରାଜ, ଅଂଶୁମାନ ମହାନ୍ତିଙ୍କଯୋଗଦାନକୁସ୍ୱାଗତକରିବାସହଏହିମିଶ୍ରଣକେନ୍ଦ୍ରାପଡାରେବିଜେଡିସଂଗଠନକୁ ଆହୁରି ସଶକ୍ତକରିବବୋଲିକହିଥିଲେ ।

ସେହିପରିରାଜନଗରବିଧାୟକ ଧ୍ରୁବଚରଣସାହୁକହିଥିଲେ ଯେ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ତାଙ୍କସମର୍ଥକଙ୍କ ଦଳରେଯୋଗଦାନ, ମାନ୍ୟବରମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ବିଜୁବାବୁଙ୍କସ୍ୱପ୍ନରରାଜନଗର ଗଠନ ଦିଗରେ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟିକରିବ । ଏହି ଅବସରରେ ଉପସ୍ଥିତ ଥିବାମାନ୍ୟବରମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦଳରେଯୋଗ ଦେଇଥିବା ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତକରି ବାସହ ଏହି ଯୋଗଦାନ ଫଳରେକେନ୍ଦ୍ରାପଡାଜିଲ୍ଲାରେବିଜେଡିରସଂଗଠନ ଆହୁରି ମଜବୁତ ହେବ ବୋଲି କହିଥିଲେ । ଦଳରେଯୋଗ ଦେବା ପରେ ଅଂଶୁମାନ ମହାନ୍ତିକହିଥିଲେ, ଆଜି ମୋ ପାଇଁଗର୍ବର ଦିନ ।

ମାନ୍ୟବରମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ମୋ ପାଇଁ ଏକ ସୁଯୋଗ ଆସି ପହଞ୍ଚିଛି ଯେ, ଆଉଥରେ ନିଜଘରକୁଫେରିବା ପାଇଁ . ମୋର କର୍ମଭୂମି ରାଜନଗର ସହସମଗ୍ର କେନ୍ଦ୍ରାପଡା ଜିଲ୍ଲାରେବିଜେଡିସଂଗଠନ ମଜବୁତସହମାନ୍ୟବରମୁଖ୍ୟମନ୍ତ୍ରୀଙ୍କ ନୂତନ ଓଡିଶା ଗଠନ ଦିଗରେ ନିଶ୍ଚିତ କାର୍ଯ୍ୟକରିବି । ଦଳରେମୋତେଗ୍ରହଣକରିଥିବାରୁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଏବଂସମସ୍ତନେତୃବୃନ୍ଦଙ୍କୁକୃତଜ୍ଞତାଜ୍ଞାପନ କରୁଛି ।

ଏହିମିଶ୍ର ପର୍ବରେରାଜନଗରବ୍ଲକକଂଗ୍ରେସକମିଟିସଭାପତିଦେବେନ୍ଦ୍ରଜେନା, ପଟ୍ଟାମୁଣ୍ଡାଇ ବ୍ଲକକଂଗ୍ରେସ  କମିଟିସଭାପତି ନିମାଁଇ ଚରଣ କର, ପଟ୍ଟାମୁଣ୍ଡାଇ ମ୍ୟୁନିସପାଲଟି କଂଗ୍ରେସ ସଭାପତିଅମୂଲ୍ୟ ପ୍ରଧାନ,ପିସିସିସଦସ୍ୟପ୍ରଦୀପ ପ୍ରଧାନ, ସନ୍ତୋଷମହାନ୍ତି,ସରପଞ୍ଚ ସମୀରସେଠୀ, ସୁରେଖାପ୍ରଧାନ, ହେମଲତାମହାନ୍ତ, ସମିତିସଭ୍ୟଅମର ସୁତାର, ପ୍ରେମଲତା ଦାସ, ଅଭୟ ଖଣ୍ଡୱାଲ, ପୁଷ୍ପଲତାସାଏ, ଜନ୍ମେଜୟସେଠୀ, ଅଶୋକ କୁମାରବଳ, ପୁରେଶ୍ୱର ନାୟକ, ମୋହନ କୁମାର ଦାସ, ଶହଦେବ ସାହୁ, ମାଧମଚନ୍ଦ୍ର,

ସୁଧୀରଚନ୍ଦ୍ର ପାଲ,ପଟ୍ଟାମୁଣ୍ଡାଇରସରପଞ୍ଚଲକ୍ଷ୍ମୀପ୍ରିୟାଷଡଙ୍ଗୀ, ଅନୂସୟା ନାଥ, ନରେଶଚନ୍ଦ୍ରମଳିକ, ରମେଶଚନ୍ଦ୍ରମଲ୍ଲିକ,ବିଶ୍ୱରଂଜନ ଭୂୟାଁ, ସୁବାସଚନ୍ଦ୍ରବାରିକ, ପର୍ଶୁରାମବେହେରା, ସଂଜୟ କୁମାର ମଳିକ, ନିରୁପମାସାହୁ, ଆରତୀ ସାହୁଙ୍କସହହଜାରରୁଉର୍ଦ୍ଧ୍ୱକଂଗ୍ରେସକର୍ମୀବିଜେଡିରେଯୋଗ ଦେଇଥିଲେ । ଶେଷରେବିଜେଡ଼ିମୁଖପାତ୍ରଡଃ ପ୍ରିୟବ୍ରତମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନର୍ଲା ଅଞ୍ଚଳରୁ ପୁଣି ଚୋରି

ନର୍ଲା ଅଞ୍ଚଳରୁ ପୁଣି ଚୋରି

June 16, 2026
ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

June 16, 2026
Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
Gurugram hosts Raja Mahotsava with Grandeur 

Gurugram hosts Raja Mahotsava with Grandeur 

June 16, 2026

Recent News

ନର୍ଲା ଅଞ୍ଚଳରୁ ପୁଣି ଚୋରି

ନର୍ଲା ଅଞ୍ଚଳରୁ ପୁଣି ଚୋରି

June 16, 2026
ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

June 16, 2026
Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
Gurugram hosts Raja Mahotsava with Grandeur 

Gurugram hosts Raja Mahotsava with Grandeur 

June 16, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନର୍ଲା ଅଞ୍ଚଳରୁ ପୁଣି ଚୋରି

ନର୍ଲା ଅଞ୍ଚଳରୁ ପୁଣି ଚୋରି

June 16, 2026
ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

June 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version