ଓଡିଶା ତାଜା ନ୍ୟୁଜ୍ (୨୪ ଜୁଲାଇ ଶୁକ୍ରବାର ) ଗଜପତି ,ପାରଳଖେମୁଣ୍ଡି :- ଗଜପତି ଜିଲ୍ଲା ସାହିତ୍ୟ ଓ ସାଂସ୍କୃତିକ ସଂଗଠନ “ଚୈତନ୍ୟ”ଆବାହକ ବି ଏସ ରାଓ ପଟ୍ଟନାୟକଙ୍କ ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଯାଇଛି । ଦୀର୍ଘ ତିନି ଦିନ ହେଲା ଅସୁସ୍ଥ ଥିଲେ ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ସହରରେ ଶୋକ ର ଛାୟା ଖେଳାଇ ଦେଇଛି । ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖରସାହୁ,ହାଇଟେକ୍ ମେଡକାଲ୍ ର ଚେୟରମେନ ଡ. ତିରୁପତି ପାଣିଗ୍ରାହୀ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ପୂର୍ବ ତନ କାଉନସିଲର ଡି. ଅପ୍ପାରାଓ, ସାଇ ରାଜୁ, ପୋଲ ଚିଟି, ଅନାଧି ପାଣଗ୍ରାହୀ,
ଜାମିନଦାର ପଟ୍ଟନାୟକ, ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମୀ ରଞ୍ଜନ ମିଶ୍ର, କୃଷ୍ଣ ବେହେରା, ଶିଶିର ଗୌଡ, ବସନ୍ତ ପଣ୍ଡା, ରୁପେଶ ସାହୁ, ବାସୁଦେବ ଦାସ, ରାମ ଗୋବିନ୍ଦ ଆଚାର୍ଯ୍ୟ, ବୀର କିଶୋର ପଟନାୟକ, ଶୋରଜ ବୀର, ସୁଜିତ ବିଷୋୟୀ, ସୀତାନାଥ ପଣ୍ଡା, ଜଗଦୀଶ ପଣ୍ଡା, ସୁଜିତ ପ୍ରଧାନ, ପ୍ରଶାନ୍ତ ପାତ୍ର, ଶିବାଜୀ ପଟ୍ଟନାୟକ, ବାଦଲ ବର୍ଦ୍ଧନ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )