• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିତେନ୍ଦ୍ର ମହାରଣା ଙ୍କ ସ୍ମୃତିରେ ନୂଆଗାଁ ପ୍ରିମୀୟର ଲିଗ ଉଦଯାପିତ, ଅଁଳାଇ ୱାରିଅର ଚମ୍ପିୟାନ

Proprietor Abhimanyu Maharana by Proprietor Abhimanyu Maharana
January 28, 2024
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍
0
ଜିତେନ୍ଦ୍ର ମହାରଣା ଙ୍କ ସ୍ମୃତିରେ ନୂଆଗାଁ ପ୍ରିମୀୟର ଲିଗ ଉଦଯାପିତ, ଅଁଳାଇ ୱାରିଅର ଚମ୍ପିୟାନ
Share on FacebookShare on TwitterWhatsapp

୨୮ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା(ନିପ୍ର) :- ଖୋର୍ଦ୍ଧା ନିକଟସ୍ଥ ଉଇଲକିଶନ ନଗର ଗ୍ରାମର ମା ଅଁଳାଇ କ୍ରିକେଟ ଖେଳ ପଡିଆ ଠାରେ ୨ ଦିନିଆ ନୂଆଗାଁ ପ୍ରିମୀୟର ଲିଗ ଆଜି ଉଦଯାପିତ ହୋଇଯାଇଛି।ଗ୍ରାମର ସମସ୍ତ ଙ୍କ ପ୍ରିୟ ତଥା କ୍ରୀଡ଼ାବିତ ଜିତେନ୍ଦ୍ର ମହାରଣା ମହାମାରୀ କୋଭିଡ ସମୟରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ସ୍ମୃତି କୁ ମନେ ପକାଇବା ଏକତା ର ମନ ଭାବ ନେଇ ଦୁଇ ଦିନିଆ ଆରମ୍ଭ ହୋଇଥିବା ଏହି ଖେଳ ଆଜି ଉଦଯାପିତ ହୋଇଯାଇଛି। ଆଜି ଅତିଥି ରୂପେ ପାଇକତିଗିରିଆ ସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ତୁଷାର କାନ୍ତ ବିଶ୍ୱାଳ,,ହିମାଂଶୁ ବରାଳ,ନିରଞ୍ଜନ ସ୍ୱାଇଁ,ମନୋରଞ୍ଜନ ପ୍ରଧାନ, ନିର୍ମଳ ବିଶ୍ୱାଳ,ଗୋପାଳକୃଷ୍ଣ ପ୍ରଧାନ,ଗୌରାଙ୍ଗ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିବା ସହିତ ଏହି ଖେଳରେ କିଭଳି ଆଗକୁ ବଢ଼ିପାରିବ ସେଥିପାଇଁ ଯାହା ଆବଶ୍ୟକ ଯୋଗାଇ ଦିଆଜିବ ବୋଲି କହିଥିଲେ।୪ ଟି ଦଳକୁ ନେଇ ଆୟୋଜିତ ଏହି ଖେଳ ର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ବଜରଙ୍ଗୀ ଫାଇଟର ଓ ସିଏସକେ ୱାରିଅର ମଧ୍ୟରେ ହୋଇଥିଲା।ସିଏସକେ ୱାରିୟର୍ସ ୧୨ ଓଭର ଖେଳି ୩ ଉଇକେଟ ବିନିମୟ ରେ ୧୧୪ ରନ କରିଥିଲା ବେଳେ ବଜରଙ୍ଗୀ ଫାଇଟର ୧୧ ଓଭର ଖେଳି ୨ ଉଇକେଟ ବିନିମୟ ରେ ୧୧୫ ରନ କରି ଫାଇନାଲ କୁ ପ୍ରବେଶ କରିଥିଲେ। ଦ୍ୱିତୀୟ ସେମିଫାଇନାଲ ରେ ଅଁଳାଇ ୱାରିଅର ଦଳ ୧୨ ଓଭର ଖେଳି ୪ ଉଇକେଟ ରେ ୧୫୦ ରନ କରିଥିବା ବେଳେ ୟୌଙ୍ଗ ଫାଇଟର ଇଲେଭେନ ୧୨ ଓଭର ୯ ଉଇକେଟ ବିନିମୟରେ ୭୬ ରନ କରିଥିଲେ।ଅଁଳାଇ ୱାରିଅର ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଥିଲେ। ସେହିପରି ପରେ ଫାଇନାଲ ମ୍ୟାଚ ଅଁଳାଇ ୱାରିଅର ଓ ବଜରଙ୍ଗୀ ଫାଇଟର ମଧ୍ୟରେ ଖେଳ ହୋଇଥିଲା।ପ୍ରଥମେ ଅଁଳାଇ ୱାରିଅର ୧୨ ଓଭର ଖେଳି ୪ ଉଇକେଟ ବିନିମୟ ରେ ୧୦୩ ରନ କରିଥିବା ବେଳେ ବଜରଙ୍ଗୀ ଫାଇଟର ସମସ୍ତ ୧୨ ଓଭର ଖେଳି ୧୦ ଉଇକେଟ ହରାଇ ମାତ୍ର ୬୪ ରନ କରିଥିଲେ।ଫଳରେ ଅଁଳାଇ ୱାରିଅର ୩୯ ରନ ରେ ବିଜୟୀ ହୋଇ ଚଳିତବର୍ଷ ର ଚାମ୍ପିୟାନ ଟ୍ରଫି ହାସଲ କରିଥିଲେ.ଅତିଥୀ ମାନେ ରାକେଶ ସ୍ୱାଇଁ,ଧର୍ମେନ୍ଦ୍ର ବିଶ୍ୱାଳ,ସମୀର ସାହୁ, ସାଗର ବଳିୟାରସିଂହ, ଜିତେନ୍ଦ୍ର ସ୍ୱାଇଁ, ଦେବାଶିଷ ବିଶ୍ଵାଳକୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ ସହିତ ଶ୍ରେଷ୍ଟ ବୋଲର,କିପର,ବ୍ୟାଟ୍ସମ୍ୟାନ,ଓ ପୁରୁଣା ଖେଳାଳିଙ୍କୁ ଅତିଥି ଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା।ଆଜିର ଖେଳକୁ ଜିତେନ୍ଦ୍ର ସ୍ୱାଇଁ,ରିତେଶ ସ୍ୱାଇଁ,ମିହିର ପ୍ରଧାନ,ଚନ୍ଦ୍ରକାନ୍ତ ବିଶ୍ୱାଳ ପରିଚାଳନା କରିଥିବା ବେଳେ ମହେଶ ସ୍ୱାଇଁ,ଙ୍କ ସହିତ ସତ୍ୟନାରାୟଣ ସୁନ୍ଦରାୟ,ଆଲୋକ ପ୍ରଧାନ,ଚିଣ୍ଟୁ ବିଶ୍ୱାଳ,ସନ୍ଦୀପ ପ୍ରଧାନ,ରାଜୀବ ବିଶ୍ୱାଳ,ବବୁଲ ପ୍ରଧାନ,ଦୀପକ କୁମାର ସୁନ୍ଦରାୟ,ରାଜେଶ ବାରିକ,କୃଷ୍ଣଚନ୍ଦ୍ର ସାହୁ,ରଶ୍ମିରଞ୍ଜନ ଦାସ,ଦିପେଶ ବେହେରା,ସାଗର ସାହୁ,ସୁଦର୍ଶନ ବିଶ୍ୱାଳ,ଉପେନ୍ଦ୍ର ସାହୁ,ସୌମ୍ୟ ରଞ୍ଜନ ସାହୁ, ଆକାଶ ବିଶ୍ଵାଳ, ଦୀପେଶ ବେହେରା, ସଂଜୀବ ବିଶ୍ଵାଳ ଙ୍କ ସହିତ ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ ପିଲା ସହଯୋଗ କରିଥିଲେ।ଏହି ଖେଳରେ ଅରାଙ୍ଗ ଗ୍ରାମର ପ୍ରଶାନ୍ତ ନାଟୁଆ ଭାଷ୍ୟକାର ଭାବେ ଧାରା ବିବରଣୀ ଶୁଣାଇ ଥିଲେ.ଆଖ ପାଖ ର ସହସ୍ରାଧିକ କ୍ରୀଡା ପ୍ରେମୀ ଖେଳକୁ ଉପଭୋଗ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

May 9, 2026
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

May 9, 2026
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version