No Result
View All Result

୨୭ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା ଜିଲ୍ଲା :-> ଓରବରସିଂହଁ ପଞ୍ଚାୟତ ଡିହଖୋଳା ଗ୍ରାମ ର ଭଜମନ ସାମନ୍ତରାୟ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ତାଙ୍କ ପ୍ରତିମୄତି ସ୍ଥାପନ କରାଜାଇଛି । ଏହି ଅବସରରେ କିଛି ବୃକ୍ଷରୂପଣ କାର୍ଯ୍ୟକର୍ମ କରାଜାଇଅଛି ଗ୍ରାମ ର ଶେଷଭାଗରେ ଛୋଟ ମିନି ପାର୍କ କରାଯାଇଅଛି ।

ତାଙ୍କ ପୁତ୍ର ମାନେ ଭାସ୍କର ଶାମନ୍ତରାୟ, ସୁଦ୍ଧାକର ଶାମନ୍ତରାୟ, କଥାଦେଇଛନ୍ତି ଆଗାମୀ ଦିନରେ ଗ୍ରାମ ପାଇଁ ତାଙ୍କ ବାପା ଙ୍କ ନାମରେ ଉନତୀମୂଳ କାର୍ଯ୍ୟ କରିବା ପାଇଁ କଥା ଦେଇଛନ୍ତି। ଏବଂ ନାମ ସଂକୀର୍ତ୍ତନ ରେ ଗ୍ରାମ ଉତ୍ସବ ମୁଖ ହୋଇଥିଲେ.

No Result
View All Result