ଓଡିଶା ତାଜା ନ୍ୟୁଜ୍ (୨୩ ଜୁଲାଇ ଗୁରୁବାର) ଭୁବନେଶ୍ୱର :- ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବା ହେତୁ କିଛି ବୋଲବମ୍ ଶ୍ରଦ୍ଧାଳୁ ଜଳ ତର୍ପଣ କରି ନ ପାରିଲେହେଁ ଖାଲି ପାଦରେ ଚଲାବୁଲା କରୁଥିବା ଦେଖାଯାଇଛି । ଏଣୁ, ସେମାନେ କରୋନା ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଥିବାରୁ କାହାରିକୁ ଖାଲି ପାଦରେ ଚଲାବୁଲା କରୁଥିବା ଦେଖିଲେ ଜରିମାନା ଆଦାୟ କରାଯିବ ।