• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

କୋରାଇ ଅଂଚଳରେ ହାତୀ ଆକ୍ରମଣରେ ଜଣେ ମୃତ : ସ୍ଥାନୀୟ ଅଂଚଳରେ ବ୍ୟାପକ ଫସଲ କ୍ଷତି ଜଗିରହିଛି ବନବିଭାଗ – ମୃତଙ୍କ ପରିବାରକୁ ୬ଲକ୍ଷଟଙ୍କା କ୍ଷତିପୁରଣ ଘୋଷଣା  

Proprietor Abhimanyu Maharana by Proprietor Abhimanyu Maharana
January 21, 2024
in ଅପରାଧ, ଓଡ଼ିଶା, କଟକ, ଯାଜପୁର, ହୋମ୍
0
କୋରାଇ ଅଂଚଳରେ ହାତୀ ଆକ୍ରମଣରେ ଜଣେ ମୃତ : ସ୍ଥାନୀୟ ଅଂଚଳରେ ବ୍ୟାପକ ଫସଲ କ୍ଷତି ଜଗିରହିଛି ବନବିଭାଗ – ମୃତଙ୍କ ପରିବାରକୁ ୬ଲକ୍ଷଟଙ୍କା କ୍ଷତିପୁରଣ ଘୋଷଣା  
Share on FacebookShare on TwitterWhatsapp

୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡାରା, ବଡବିରୁଆ ଓ ଶଙ୍ଖଚିଲା ଆଦି ଅଂଚଳରେ ଆଜି ପୂର୍ବାହ୍ନରେ ଏକ ବଣୁଆ ହାତୀ ଆତଙ୍କ ସୃଷ୍ଟିକରିଛି । ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଜଣଙ୍କ ତଣ୍ଡରା ଗ୍ରାମ(ବ୍ରାହ୍ମଣସାହି)ର ଉପେନ୍ଦ୍ର କର(୬୮)ବାଲି ଜଣାପଡିଛି । ଆଜି ସକାଳେ ଉପେନ୍ଦ୍ର ଗାଁ ମୁଣ୍ଡ ଖରସ୍ରୋତା ନଦୀ ପଠାକୁ ଶୌଚ ହେବାକୁ ଯାଇଥିବା ବେଳେ ବଣୁଆ ହାତୀଟି ଅଚାନକଭାବେ ଆସି ତାଙ୍କୁ ଦଳିମକଚି ଦେଇଥିଲା । ଘଟଣା ସ୍ଥଳେ ତା’ର ମୃତ୍ୟୁ ଘଟିଥିଲା । ହାତୀ ମାତିବା ଖବର ପାଇ ଅଂଚଳ ଲୋକେ ରୁଣ୍ଡିଭୁତ ହୋଇ ନିଆଁ ଜାଳି ଖେଦିବା ଆରମ୍ଭ କରି ଦେଇଥିଲେ । ହାତୀଟି ମଧ୍ୟ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ କରିବା ସହ ଘରଦ୍ବାର ଭାଙ୍ଗିପକାଇଛି ।

ଖବର ପାଇ ଯାଜପୁରରୋଡ ବନବିଭାଗ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମାନେ ପହଂଚି ହାତୀକୁ ଟ୍ରାଙ୍କୁଲାଇଜର ମାରି କାବୁ କରିବାକୁ ଉଦ୍ୟମ ଜାରି ରଖୁଛନ୍ତି । ହାତୀଟି କୋରାଇ ଅଂଚଳର ତଣ୍ଡରା, ସୋଲପଟା, ନୂଆପାଟଣା, ନାହାନ୍ଦା ଆଦି ବବୁରିବଣିଆ ଅଂଚଳରେ ଦିନତମାମ ଘୁରିବୁଲି ଆତଙ୍କ ସୃଷ୍ଟି କରିଛି । ହାତୀ ଉପଦ୍ରବ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ପିଲା ଠୁଁ ବୁଢା ସମସ୍ତଙ୍କ ଭିତରେ ହାତୀର ଭୟ ସୃଷ୍ଟି ହୋଇଥିଲା ବେଳେ ଅଧିକାଂଶ ଗାଁରେ ତାଟି କବାଟ ପଡିଯାଇଛି । ଏହି ହାତୀଟି ଅନ୍ୟସାଥୀଙ୍କ ସହ ଜଲରୁ ଖାଦ୍ୟ ଅନ୍ବେଷଣରେ ଜନବସତିକୁ ଖସି ପଳାଇଆସୁଥିବା ଅନୁମାନ କରାଯାଉଛି ।

ହାତୀଟି ଚାଷ ଜମିରେ ପଶି ବ୍ୟାପକ ଧାନ, ବିରି, ମୁଗ ଓ ପନିପରିବା ଆଦି ବ୍ୟାପକ ଫସଲ ନଷ୍ଟ କରିଦେଇଛି । ହାତୀଟି ଏବେ ସନ୍ଧ୍ୟା ନୂଆପାଟଣା, ନାହାନ୍ଦା ଓ ବବୁରିବଣିଆ ଦେଇ ଶଙ୍ଖଚିଲା ଅଂଚଳରେ ରହି ଆତଙ୍କ ଚଳାଇଛି । ଗତ ୩ବର୍ଷ ପୂର୍ବେ ଏହିଭଳି ଏକ ବଣୁଆ ହାତି ପଶିଆସି ଶଙ୍ଖଚିଲା ଅଂଚଳ ଜଣକୁ ମାରି ଦେଇଥିଲା । ଆଜି ମଧ୍ୟ ସେହି ଭୟ ପୁଣି ଲୋକଙ୍କ ମନରେ ଦେଖାଦେଇଛି । ବନ ବିଭାଗ ବପକ୍ଷରୁ ମୃତକ ପରିବାରଙ୍କୁ ୬ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ପକ୍ଷରୁ ଘୋଷଣା କରାଯାଇଛି । ଏବେ ସୁଦ୍ଧା ସଂପୃକ୍ତ ଅଂଚଳରେ ଏକ୍ସପର୍ଟ ଟିମ୍ ଦ୍ବାରା ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ଖୁବଶୀଘ୍ର ଜଙ୍ଗଲ ମଧ୍ୟକୁ ନେବାକୁ ଉଦ୍ୟମ ଅବ୍ୟାହତ ରହିଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷେ ବନବିଭାଗ, ପୁଲିସ, ପ୍ରଶାସନଙ୍କ ସମେତ ସ୍ଥାନୀୟ ଉପସ୍ଥିତ ରହି ହାତୀର ଗତିବିଡ୍ ଅନୁସରଣ କରୁଛନ୍ତି । କୋରାଇ ଉନ୍ନୟନ ପକ୍ଷରୁ ସମସ୍ତ ସଦସ୍ୟ, ସ୍ଥାନୀୟ ଅଂଚଳର ତଣ୍ଡାରା, ବଡବିରୁଆଁ ଓ ଖମଣ ପଂଚାୟତର ସରପଂଚଙ୍କ ସମେତ ସ୍ଥାନୀୟ ଅଂଚଳର ସ୍ଵେଚ୍ଛାସେବୀ ସଙ୍ଗଠନ ପହଂଚି ହାତୀ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ବିଧବଧ ଭାବେ ସଜାଗ ରହିଛନ୍ତି । ହାତୀଟିକୁ ଠାବ କରିବା ଏବଂ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବାରେ ଏବେ ସୁଦ୍ଧା ବନବିଭାଗ ବିଫଳ ହୋଇଥିବା ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ହାତୀକୁ ଉଦ୍ଧାର କରିବା ସହ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାଲାଗି ତଣ୍ଡରା ସରପଂଚ ମାମୁନୀ ମହାନ୍ତି ବନବିଭାଗକୁ ନିବେଦନ କରିଛନ୍ତି । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version