
ଭୁୁବନେଶ୍ୱର (ଓଡିଶା ତାଜା ନିଉଜ୍) – ଭୁୁବନେଶ୍ୱର , ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟା ପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସ୧⁄୪ିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା କା୩⁄୪ର୍୍ୟକାରୀ କରା୩⁄୪ାଉଥିବା ୫‘ଟି’ େ୩⁄୪ାଜନା ସଂ ପର୍କିତ ସମୀକ୍ଷା ବୈଠକ କରିଛନ୍ତି । ଶକ୍ତି ବିଭାଗରେ ୫ ‘ଟି’ କିଭଳି କା୩⁄୪ର୍୍ୟକରୁଛି ତାହା ପରଖିବା ଅବସରରେ ମନ୍ତ୍ରୀ କ୍ୟା ପ୍ଟେନ୍ ମିଶ୍ର ଜଣାଇଥିଲେ େ୩⁄୪ ରାଜ୍ୟବାସୀ େ୩⁄୪ ପରି ବିଦ୍ୟୁତ ସେବା ପାଇବାରେ ବଞ୍ଚିତ ହେବେ ନାହିଁ ସେହି ଦିଗରେ ବିଦୁ୍ୟତ ବିଭାଗ ସଦାସର୍ବଦା ୩⁄୪ନିବାନ ହେବା ଆବଶ୍ୟକ । ଉ ପଭୋକ୍ତାଗଣ କିଭଳି ଅତି ସହଜରେ, ସ୍ୱଳ୍ପ ସମୟରେ ନିଜ ଗୃହକୁ ବିଦୁ୍ୟତ ସେଂ୩⁄୪ାଗ ପାଇବେ, ତା’ର ସରଳ ପ୍ରକ୍ରିୟାକରଣ ଏବଂ ବିଦୁ୍ୟତ ଦେୟ ସଂଗ୍ରହ ଦିଗରେ ମଧ୍ୟ ପ୍ରଦାନ କରା୩⁄୪ାଉଥିବା ସେବା ସଂ ପର୍କିତ ତଥ୍ୟଗୁଡ଼ିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରା୩⁄୪ାଇଥିଲା । ‘ଓଡ଼ିଶା ବିଜୁ ସେଂ୩⁄୪ାଗ’ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ କରି ଉ ପଭୋକ୍ତାମାନେ ୪୮ ଘଣ୍ଟାରେ ନୂତନ ବିଦୁ୍ୟତ ସେଂ୩⁄୪ାଗ ପାଇ ପାରିବେ ଏବଂ ସେଗୁଡ଼ିକର ତଥ୍ୟ େଓ୍ୱବ୍ ଓ ନିଜର ଅତ୍ୟାTMୁନିକ ମୋବାଇଲରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉ ପଲ୨ ହେବ । ରାଜ୍ୟର ସବୁ ଅଞ୍ଚଳର ଉ ପଭୋକ୍ତାଗଣ ଅନ୍ଲାଇନ୍ ଦ୍ୱାରା ନିଜର ମାସିକ ବିଦୁ୍ୟତ ଦେୟ ପ୍ରଦାନ କରି ପାରିବେ । ସଂ ପ୍ରତି ପ୍ରି େ ପଡ୍ ଓ୍ୱାଲେଟ୍ ପ୍ରକ୍ରିୟାକରଣ କା୩⁄୪ର୍୍ୟ ଚାଲିଛି । ଏହା ଦ୍ୱାରା ଉ ପଭୋକ୍ତାମାନଙ୍କ ଗୃହକୁ ୩⁄୪ାଇ ବିଦୁ୍ୟତ ଦେୟ ସଂଗ୍ରହ ହେବ । ଉକ୍ତ ସମୟରେ ଅନ୍ଲାଇନ୍ ଅର୍ଥ ପଇଠ କଲେ ଅତିରିକ୍ତ ୨ ପ୍ରତିଶତ ଉ ପଭୋକ୍ତାଗଣ ପାଇ ପାରିବେ । ଉ ପଭୋକ୍ତାଗଣ ନିକଟସ୍ଥ େ ପାଷ୍ଟ ଅଫିସକୁ ୩⁄୪ାଇ ଅର୍ଥ ପାଇଠ କରି ପାରିବେ ଏବଂ ନିଜର କାର୍ଡ ଜରିଆରେ ମଧ୍ୟ ବିଦୁ୍ୟତ ଦେୟ ପଇଠ କରି ପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଗୋଟିଏ ପ୍ରକାର ପାରିଶ୍ରମିକ ପ୍ରଦାନ କରା୩⁄୪ାଇ ବିଦୁ୍ୟତ ଦେୟ ସଂଗ୍ରହ କରା୩⁄୪ିବାର କା୩⁄୪ର୍୍ୟକାରିତା ନେଇ ବୈଠକରେ ଆଲୋଚନା ହୋଇଥିଲା । ଫୋନ୍ ଦ୍ୱାରା ୨୪ ଘଣ୍ଟିଆ ଗ୍ରାହକମାନଙ୍କ ଅଭିେ୩⁄୪ାଗ ଗ୍ରହଣ କରିବା ଏବଂ ସେଗୁଡ଼ିକର ସମାTMାନ ଦିଗରେ କିଭଳି ପଦକ୍ଷେ ପ ଗ୍ରହଣ କରା୩⁄୪ାଉଛି ସେ ସଂ ପର୍କିତ ତଥ୍ୟ ମନ୍ତ୍ରୀ କ୍ୟା ପ୍ଟେନ୍ ମିଶ୍ର ଜାଣିବାକୁ ପାଇଥିଲେ । ପ୍ରାକୃତିକ ବି ପ୩⁄୪ର୍୍ୟୟବେଳେ ବିଦୁ୍ୟତସେବା େ୩⁄୪ାଗାଇଦେବା ନିମିତ୍ତ ଅତ୍ୟାTMିକ ଅର୍ଦ୍ଧକୁଶଳୀ ବିଦୁ୍ୟତ କା୩⁄୪ର୍୍ୟଦଳ ଆବଶ୍ୟକ ରହୁଛି । ଏହାକୁ ଦୃଷ୍ଟିରେ ରଖି ବିଦୁ୍ୟତ କା୩⁄୪ର୍୍ୟଦଳଙ୍କୁ ପ୍ରଶିକ୍ଷଣ ସକାଶେ କରା୩⁄୪ାଉଥିବା ବିTMିବଦ୍ଧ ବ୍ୟବସ୍ଥା ସଂ ପର୍କରେ ମନ୍ତ୍ରୀ କ୍ୟା ପ୍ଟେନ୍ ମିଶ୍ର ପଚାରି ବୁଝିଥିଲେ । ୨୫ ହଜାର ଟଙ୍କାରୁ ଊଦ୍ଧ୍ୱର୍ ବାକିଆ ପଡ଼ିଥିବା ଉ ପଭୋକ୍ତାମାନଙ୍କୁ ବକେୟା ଜମା କରିବା ନିମିତ୍ତ ପତ୍ର ଦିଆ୩⁄୪ାଉ, ତା’ ପରେ ମଧ୍ୟ ୩⁄୪ଦି ସେମାନେ ବକେୟା େ ପðଠ କରନ୍ତି ନାହିଁ ତବେ ସେମାନଙ୍କ ପ୍ରତି ଶୃଙ୍ଖଳାଗତ କା୩⁄୪ର୍୍ୟାନୁଷ୍ଠନ ଗ୍ରହଣ କରିବାକୁ ମନ୍ତ୍ରୀ କ୍ୟା ପ୍ଟେନ୍ ମିଶ୍ର ସଂ ପୃକ୍ତ ଅTMିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁ ପଦ ସେଠୀ ସେସୁର ମୁଖ୍ୟ କା୩⁄୪ର୍୍ୟନିର୍ବାହୀ ଅTMିକାରୀ ଶ୍ରୀ ଅରୁଣ ବୋଥ୍ରା ବିଦୁ୍ୟତ ବିଭାଗୀୟ ସମସ୍ତ ଉଚ୍ଚ ପଦାTMିକାରୀ ପ୍ରମୁଖ ଉ ପସ୍ଥିତ ଥିଲେ ।