• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଜିର ରାଶିଫଳ : ଆଜି ଦିନଟି ଆପଣଙ୍କ ମଙ୍ଗଳମୟ ହେଉ

Proprietor Abhimanyu Maharana by Proprietor Abhimanyu Maharana
January 14, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଶିଫଳ, ହୋମ୍
0
ଆଜିର ରାଶିଫଳ : ଆଜି ଦିନଟି ଆପଣଙ୍କ ମଙ୍ଗଳମୟ ହେଉ
Share on FacebookShare on TwitterWhatsapp

ବ୍ୟକ୍ତିଗତ ସମସ୍ତ ସମସ୍ୟା ର ସମାଧାନ ପାଇଁ ଆମ ଜ୍ୟୋତିଷ ଗବେଷଣା କେନ୍ଦ୍ର (ସମାଧାନ କାର୍ଯ୍ୟାଳୟ ) ସହିତ ଯୋଗାଯୋଗ କରନ୍ତୁ 📞 6371337141, 📞 9438023546

ଆଜି ୧୪ ତାରିଖ, ଜାନୁଆରୀ ମାସ, ୨୦୨୪ ମସିହା, ରବିବାର, ଧନୁ ୩୦ ଦିନ, ପୌଷ ମାସ, ଶୁକ୍ଲପକ୍ଷ, ତୃତୀୟା ତିଥି, ଚତୁର୍ଥୀ କ୍ଷୟ, କୁମ୍ଭ ରାଶି, ଧନିଷ୍ଠା ନକ୍ଷତ୍ର, (ମାସାନ୍ତ, ମହାପ୍ରଭୁ ଙ୍କ ନବାଙ୍କ ବେଶ)

୧୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମେଷ ରାଶି :-  ଆଜି ଆପଣ ନିଜ ବ୍ୟବହାର ରେ ବନ୍ଧୁ ମହଲ ରେ ପ୍ରିୟପାତ୍ର ହେବେ । ଘରକୁ ଅତିଥି ଆସିପାରନ୍ତି । ଆଜି ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସ୍ଥିତି ବହୁତ ଭଲ ରହିବ । ଆପଣ ନିଜକୁ ବହୁତ ଭଲ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା ବି କରିବେ । ବୈବାହିକ ଜୀବନ ଖୁସି ପୂର୍ଣ୍ଣ ରହିବ । କଳା କ୍ଷେତ୍ରରେ ଆଜି ଦିନ ଟି ଭଲ ରହିବ । ଆଜି ପାରିବାରିକ ଜୀବନ ସୁଖମୟ ରହିବ ।

ବୃଷ ରାଶି :- ଆଜି ଆପଣ ପ୍ରତ୍ୟେକ କ୍ଷେତ୍ର ରେ ହାତେ ମାପି ଚାଖଣ୍ଡେ ଚାଲନ୍ତୁ, କାରଣ କୌଣସି ବିବାଦ ରେ ଛନ୍ଦି ହୋଇ ପାରନ୍ତି । ଦୂର ସ୍ଥାନ କୁ ଯାତ୍ରା କରିବାକୁ ପଡିପାରେ । ଜୀବନ ସାଥୀ ସହ ସମୟ ବିତେଇବେ । କର୍ମକ୍ଷେତ୍ର ରେ ପଦୋନ୍ନତି ର ଆଭାସ ମିଳିପାରେ । ଆପଣ ଆଜି ପାରିବାରିକ ସମର୍ଥନ ପାଇବେ । ଭାବିଚିନ୍ତି କୌଣସି ନିଷ୍ପତ୍ତି ନନେଲେ ଆପଣ ଆଜି ବିପଦ ରେ ପଡିପାରନ୍ତି । ସନ୍ତାନ ଖୁସି ମିଳିପାରେ ।

ମିଥୁନ ରାଶି :- ଆଜି ଆପଣ କାହାରିକୁ ଉଧାର ଦିଅନ୍ତୁ ନାହିଁ, ଟଙ୍କା ଫେରିବା କଷ୍ଟ ହେବ । ଟଙ୍କା ଦେବା ପୂର୍ବରୁ ଆପଣ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ କାର୍ଯ୍ୟ କ୍ଷେତ୍ର ରେ ଆସୁଥିବା ସମସ୍ୟା ରୁ ଆପଣ ରିହାତି ପାଇବେ । ଆଜି ଆପଣଙ୍କ ଅନେକ କାମ ରେ ସଫଳତା ଲାଭ କରିବେ । ଆର୍ଥିକ କାରବାର ରେ ଉନ୍ନତି ହେବାର ଯୋଗ ଅଛି । ସ୍ୱାସ୍ଥ୍ୟ ସାମାନ୍ଯ ଖରାପ ରହିବ, ତେଣୁ ଯତ୍ନଶୀଳ ହୁଅନ୍ତୁ । ଗୁପ୍ତଶତ୍ରୁ ଆପଣଙ୍କ କ୍ଷତି କରି ପାରନ୍ତି ।

କର୍କଟ ରାଶି :- ଆଜି ଆପଣଙ୍କ ଆର୍ଥିକ କ୍ଷେତ୍ର ରେ ଉନ୍ନତି ହେବ । ଆପଣ ହଠାତ କୌଣସି ଖବରକୁ ନେଇ ଚିନ୍ତିତ ରହିବେ । ଆପଣଙ୍କୁ ବିଭିନ୍ନ ସ୍ତର ରୁ ଆର୍ଥିକ ଲାଭ ହେବ । ଆପଣଙ୍କର କିଛି ମହତ ଆକାଂକ୍ଷା ପୁରା ହେବ । କୌଣସି ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବାକୁ ପଡିପାରେ । ଆପଣଙ୍କ ମନରେ ପ୍ରସନ୍ନତା ରହିବ । ଆଲୋଚନା ଦ୍ଵାରା ଆପଣ ଅନେକ ସମସ୍ୟା ର ସମାଧାନ କରିବେ ।

ସିଂହ ରାଶି :- ନିଜ ଲୋକ ଙ୍କ ସହିତ ଆପଣଙ୍କର ଆଜି ମତଭେଦ ହେବା କାରଣରୁ ବିବାଦ ହୋଇପାରେ । ବ୍ୟବସାୟ ବା ଚାକିରି ରେ ସମୟ ଭଲ ରହିବ । ସହ କର୍ମୀ ମାନଙ୍କୁ ଆପଣ ଆଜି ସାହାଯ୍ୟ ର ହାତ ବଢେଇବେ । ଆପଣ ବନ୍ଧୁ ପରିଜନ ଙ୍କ ସହ ସାକ୍ଷାତ କରିପାରନ୍ତି । ଆଜି ଆପଣଙ୍କ ନିକଟ ସମ୍ପର୍କୀୟ ମାନେ ଆପଣଙ୍କୁ କୌଣସି କଥା ରେ ବିରୋଧ କରିବେ । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୁଅନ୍ତୁ । ଗଣମାଧ୍ୟମ କ୍ଷେତ୍ର ରେ କାମ କରୁଥିବା ବ୍ୟକ୍ତି ଙ୍କ ପାଇଁ ବହୁତ ଭଲ ସମୟ ଅଛି ।

କନ୍ୟା ରାଶି :- ଆପଣ ଆଜି କର୍ମକ୍ଷେତ୍ର ରେ କିଛି ପରିବର୍ତ୍ତନ କରିବାର ଯୋଜନା କରିବେ । ଆଜି ବିଭିନ୍ନ ଉପାୟରେ ରୋଜଗାର ର ନୂଆ ଉପାୟ ବା ସୁଯୋଗ ମିଳିବ । ଆଜି ଆପଣ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ଯାହା ଆପଣଙ୍କ ବ୍ୟକ୍ତିତ୍ୱ କୁ ଉଚ୍ଚ କୁ ନେବାରେ ସାହାଜ୍ୟ କରିବ । ସୃଜନଶୀଳତା ଓ କଳ୍ପନା ଶକ୍ତି ରେ ବୃଦ୍ଧି ହେବ । କଳା ଓ ସାହିତ୍ୟ ରେ ଆପଣ ନିଜର କୁଶଳତା ଦେଖାଇବେ । ପରିବାରର ସବୁ ସଦସ୍ୟ ଙ୍କ ସହ ନିକଟତର ହେବେ । ଭାଇ ଭଉଣୀ ଙ୍କ ସହ ସମ୍ପର୍କ ଭଲ ରହିବ ।

ତୁଳା ରାଶି :- ଆଜି ଆପଣଙ୍କ ବୃତ୍ତିଗତ କ୍ଷେତ୍ର ରେ ଉନ୍ନତି ହେବ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଜୀବନ ସାଥିଙ୍କ ଠାରୁ ଆନନ୍ଦ ପୂର୍ଣ୍ଣ ବ୍ୟବହାର ପାଇବେ । ପରିବାରରେ ସମସ୍ତଙ୍କ ସହଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଠିକ ରହିବ । ଯଦି ଆପଣ ନୂଆ ଗାଡି କିଣିବାକୁ ଚାହୁଁ ଛନ୍ତି ତେବେ ଆଜି ନେଇ ପାରନ୍ତି । ଆଜି ଆର୍ଥିକ କ୍ଷେତ୍ର ରେ ସ୍ଥିରତା ବଜାୟ ରହିବ । ବୈବାହିକ ଜୀବନରେ ମଧୁରତା ଆସିବ ।

ବିଛା ରାଶି :- ଆଜି ଆପଣଙ୍କ ଦିନ ଶୁଭାଶୁଭ ମିଶ୍ରିତ ରହିବ । ଶତ୍ରୁ ଙ୍କ ଉପରେ ବିଜୟ ପ୍ରାପ୍ତ ହେବ । ବ୍ୟବସାୟୀ ମାନଙ୍କୁ ବଡ ଫାଇଦା ମିଳିବ । ଆଜି ଆପଣଙ୍କୁ ଗୁରୁଜନ ମାନଙ୍କ ମାର୍ଗ ଦର୍ଶନ ମିଳିବ । ଆଜି ଆପଣ ଭାବିଚିନ୍ତି କୌଣସି ନିଷ୍ପତ୍ତି ନିଅନ୍ତୁ । ବନ୍ଧୁ ଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ଆଜି ଥକାପଣ ଓ ଆଳସ୍ୟ ଅନୁଭବ କେରିବେ । କାର୍ଯ୍ୟକ୍ଷେତ୍ର ରେ ସହ କର୍ମୀ ଙ୍କ ସାହାଯ୍ୟ ମିଳିବ । ଜୀବନ ସାଥିଙ୍କ ଠାରୁ ସହଯୋଗ ପାଇବେ ।

ଧନୁ ରାଶି :- ଆଜି ଆପଣ ସହଜରେ କୌଣସି ନିସ୍ପତି ନିଅନ୍ତୁ ନାହିଁ, କଠିନତା ଅନୁଭବ ହେବ । କୌଣସି ଲମ୍ବା ସମୟ ର କାମ ବା ପ୍ରୋଜେକ୍ଟ ଆଜି ଆରମ୍ଭ କରିବେ । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଆଜି ଘର କୁ ଅତିଥି ଆସିପାରନ୍ତି । ଆର୍ଥିକ ଦିଗରେ ନୂଆ ନିସ୍ପତି ନେବେ ।

ମକର ରାଶି :- ଆଜି ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇପାରନ୍ତି । ବ୍ୟବସାୟ ରେ ବେସ କିଛି ଧନ ଲାଭ ହେବ । ପରିବାର ରେ ଶାନ୍ତ ବାତାବରଣ ଫେରିଆସିବ । ଆଜି ଆପଣ ଶାରୀରିକ ଓ ଓ ମାନସିକ କ୍ଷେତ୍ର ରେ ଫୁର୍ତ୍ତି ଅନୁଭବ କରିବେ I ଆଜି ଆପଣ ସବୁ କାମ ବହୁତ ସହଜରେ ସମ୍ପୂର୍ଣ୍ଣ କରିବେ । ପ୍ରେମିଯୁଗଳ ପରସ୍ପର ମଧ୍ୟ ରେ ଏକ ରୋମାଞ୍ଚକର ଯୋଜନା ବନାଇବେ ।

କୁମ୍ଭ ରାଶି :- ଆଜି ଆପଣ ଆଲୋଚନା ଓ କଥାବାର୍ତ୍ତା ଦ୍ଵାରା ଅନ୍ୟ ମାନଙ୍କର ହୃଦୟ ଜିଣିବାରେ ସଫଳ ହେବେ । ସନ୍ତାନ ଙ୍କ ଠାରୁ ସୁଖଦ ଖବର ପାଇବେ । ଅନ୍ୟ ସହ ମଧୁର ବ୍ୟବହାର କରିବେ । ବାସ୍ତବିକତା କୁ ଧ୍ୟାନ ରେ ରଖିକି ଆର୍ଥିକ ଯୋଜନା କରନ୍ତୁ, ସଫଳତା ଲାଭ କରିବେ । ବନ୍ଧୁ ଙ୍କ ସହ କିଛି କଥା ଆଲୋଚନା କରି ତାହାର ସମାଧାନ କରନ୍ତୁ । ଆଜି ଆପଣ ଙ୍କୁ ଦୂରକୁ ଯାତ୍ରା କରିବାର ସମ୍ଭାବନା ଅଛି । ଜୀବନ ସାଥିଙ୍କ ସହ ବ୍ୟବହାର ରେ ସାମଞ୍ଜସ୍ଯ ରଖନ୍ତୁ ।

ମୀନ ରାଶି :- ଆଜି ଆପଣଙ୍କୁ ଗୁରୁଜନ ଙ୍କ ମାର୍ଗ ଦର୍ଶନ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣଙ୍କ ସମସ୍ୟା ର ସମାଧାନ ସହଜ ହେବ । ଆଜି ଆପଣ ଅନ୍ୟ ମାନଙ୍କୁ ସାହାଯ୍ୟ କରି ଏକ ଉଦାହରଣ ସୃଷ୍ଟି କରିବେ । ଲୋକେ ଆପଣଙ୍କୁ ସମ୍ମାନ କରିବେ । ନୂଆ ଯୋଜନା କରି କାମ କରିଲେ ଆପଣଙ୍କୁ ପୁରା ଫାଇଦା ମିଳିବ । ଯାହା କାରଣରୁ ଆପଣ ଖୁସି ହେବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜନଶୁଣାଣୀ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ଅଭାବ ହେତୁ ଅଭିଯୋଗକାରୀଙ୍କ ସଂଖ୍ୟା କମୁଚି

ଜନଶୁଣାଣୀ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ଅଭାବ ହେତୁ ଅଭିଯୋଗକାରୀଙ୍କ ସଂଖ୍ୟା କମୁଚି

May 20, 2025
ରୋଗୀଙ୍କ ସହିତ 62ତମ ଜନ୍ମଦିନ ପାଳନ କରିବା ସହିତ ବୃକ୍ଷ ରୋପଣ କଲେ ଡାକ୍ତର ମଙ୍ଗରାଜ

ରୋଗୀଙ୍କ ସହିତ 62ତମ ଜନ୍ମଦିନ ପାଳନ କରିବା ସହିତ ବୃକ୍ଷ ରୋପଣ କଲେ ଡାକ୍ତର ମଙ୍ଗରାଜ

May 20, 2025
ବାସ୍ତବ ଟିଭି ଓ ଓଡିଶା ମିରର ପକ୍ଷରୁ ମେଧା ସମ୍ମାନ “ଉଡାଣ” ଅନୁଷ୍ଠିତ

ବାସ୍ତବ ଟିଭି ଓ ଓଡିଶା ମିରର ପକ୍ଷରୁ ମେଧା ସମ୍ମାନ “ଉଡାଣ” ଅନୁଷ୍ଠିତ

May 20, 2025
ଗଜପତି ପୋଲିସ କୁ ମିଳିଛି ବଡ ସଫଳତା : ବୟସ୍କ ଦମ୍ପତ୍ତି ଙ୍କ ବେକରୁ ସୁନା ଗହଣା ଝାମ୍ପୀ ନେଉଥିବା ଲୁଟେରା ପୋଲିସ ହାତରେ ଧରା ପଡ଼ି ଗିରଫ ବହୁ ମାତ୍ରାରେ ସୁନା ଗହଣା ଜବତ

ଗଜପତି ପୋଲିସ କୁ ମିଳିଛି ବଡ ସଫଳତା : ବୟସ୍କ ଦମ୍ପତ୍ତି ଙ୍କ ବେକରୁ ସୁନା ଗହଣା ଝାମ୍ପୀ ନେଉଥିବା ଲୁଟେରା ପୋଲିସ ହାତରେ ଧରା ପଡ଼ି ଗିରଫ ବହୁ ମାତ୍ରାରେ ସୁନା ଗହଣା ଜବତ

May 20, 2025

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜନଶୁଣାଣୀ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ଅଭାବ ହେତୁ ଅଭିଯୋଗକାରୀଙ୍କ ସଂଖ୍ୟା କମୁଚି

ଜନଶୁଣାଣୀ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ଅଭାବ ହେତୁ ଅଭିଯୋଗକାରୀଙ୍କ ସଂଖ୍ୟା କମୁଚି

May 20, 2025
ରୋଗୀଙ୍କ ସହିତ 62ତମ ଜନ୍ମଦିନ ପାଳନ କରିବା ସହିତ ବୃକ୍ଷ ରୋପଣ କଲେ ଡାକ୍ତର ମଙ୍ଗରାଜ

ରୋଗୀଙ୍କ ସହିତ 62ତମ ଜନ୍ମଦିନ ପାଳନ କରିବା ସହିତ ବୃକ୍ଷ ରୋପଣ କଲେ ଡାକ୍ତର ମଙ୍ଗରାଜ

May 20, 2025
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.