• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁରରେ ଭି.କେ.ପାଣ୍ଡିଆନଙ୍କ ଠିଆରେ ଠିଆରେ ସରିଗଲା ସଭାକାର୍ଯ୍ୟ

Proprietor Abhimanyu Maharana by Proprietor Abhimanyu Maharana
January 12, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ରଣପୁରରେ ଭି.କେ.ପାଣ୍ଡିଆନଙ୍କ ଠିଆରେ ଠିଆରେ ସରିଗଲା ସଭାକାର୍ଯ୍ୟ
Share on FacebookShare on TwitterWhatsapp

୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପୁଣିଥରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତାଙ୍କୁ ସମାଲୋଚନା କରିଛନ୍ତି । କାହାରି ନାମ ନନେଇ ଶ୍ରୀ ପାଣ୍ଡିଆନ୍ କହିଛନ୍ତି ଯେ, ନିଦରେ ଥିବା ଲୋକଙ୍କୁ ଉଠାଇ ହେବ। ହେଲେ ନିଦ ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇହେବ ନାହିଁ। ଆଜି ପାଣ୍ଡିଆନ କହିଥିଲେ, ଯଦି ସାହସ ଅଛି କେନ୍ଦ୍ରମନ୍ତ୍ରୀ ତାଙ୍କର ଦଳୀୟ ନିର୍ବାଚନୀ ଇସ୍ତାହାରରେ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ଘୋଷଣା କରନ୍ତୁ । ଇସ୍ତାହାର ପତ୍ରର ପ୍ରଥମ ନମ୍ବରରେ ରଖନ୍ତୁ ।

ଗତ ବୁଧବାର  ରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କୋର୍ଟ ସାମନା ପଡିଆରେ #ନୁଆ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସମୀକ୍ଷା ଉଦ୍ଦେଶ୍ୟରେ ଫାଇଭ ଟି ଅଧ୍ୟକ୍ଷ ଶ୍ରୀ ଭି କେ ପଣ୍ଡିଆନ ଅପରାହ୍ନ ପ୍ରାୟ ଅଢେ଼ଇଟା ବେଳେ ପହଞ୍ଚି ଜନ ସାଧାରଣଙ୍କୁ ଉଦବୋଧନ ଦେବା ସହ ଜନ ସାଧାରଣଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିନା ଚେୟାରରେ ଠିଆରେ ଠିଆରେ ଅଭିଭାଷଣ ମାଧ୍ୟମରେ ସଭାକାର୍ଯ୍ୟ ଚଳାଇଲେ।

ଜନସାଧାରଣଙ୍କ ଉଦ୍ଦେଶ୍ୟରେ ନବୀନ ପଟ୍ଟନାୟକଙ୍କ ନବୀନ ସ୍ବାସ୍ଥ୍ୟ କାର୍ଡ ସମ୍ପର୍କରେ ଅବଗତ କରାଇବା ସହ କେନ୍ଦ୍ର ମନ୍ତ୍ରୀଙ୍କୁ ନମ୍ରତାର ସହ ବିଜୁ ସ୍ବାସ୍ଥ୍ୟ କାର୍ଡ ବନ୍ଦ କରିବା ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେଇ ଓଡ଼ିଶା ବାସୀଙ୍କ ଜବାବ ନେବାକୁ ଆହ୍ବାନ ଦେଇଥିଲେ। ସମୁଦାୟ ନିର୍ବାଚନ ମଣ୍ଡଳୀରୁ ଆସିଥିବା ପ୍ରାୟ ପାଞ୍ଚ ହଜାରରୁ ଅଧିକ ଜନ ସମାଗମ ଦେଖିବାକୁ ମିଳିଥିଲା। ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ ସାହୁ,

ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଆଶା, ଅଙ୍ଗନୱାଡ଼ି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ସରକାରୀ କର୍ମଚାରୀ ମାନେ, ବିଡିଓ, ତହସିଲଦାର ଆଦି ଉପସ୍ଥିତ ଥିଲେ ।

  • ୫-ଟି ଅଧ୍ୟକ୍ଷଙ୍କ ସମାଲୋଚନା : କହିଲେ – ଯଦି ସାହସ ଅଛି ବିଏସ୍‌କେୱାଇ କାର୍ଡ ବନ୍ଦ କରିବାକୁ ଇସ୍ତାହାରରେ ଘୋଷଣା କରନ୍ତୁ .
  • ବିଶେଷକରି ରଣପୁର ଜଗନ୍ନାଥ ମନ୍ଦିର, ଉପର ଓ ତଳ ମା ମଣିନାଗ, ଲଡ଼ୁବାବା ମନ୍ଦିରର ରୂପାନ୍ତରିକରଣ ଉପରେ ଦିଆଯାଇଥିବା ଆର୍ଥିକ ଅନୁଦାନ ସମ୍ପର୍କେ ଲୋକଙ୍କୁ ଅବଗତ କରିଥିଲେ।

  • ଏପରିକି ରହିଯାଇଥିବା ଅଭିଯୋଗ ବିଶେଷକରି ମଠ, ମନ୍ଦିର, ମସଜିଦ, ଗୀର୍ଜା, ଚର୍ଚ୍ଚ ସାଙ୍ଗକୁ ଅନ୍ୟାନ୍ୟ ଅଭିଯୋଗ ଆବେଦନ ପତ୍ର ଆଜି ସଂଗ୍ରହ କରିନେଇଥିଲେ। ଏହାର ଫଳାଫଳ ଆଗାମୀ ୨୦ ତାରିଖରେ ଘୋଷଣା କରାଯିବ ବୋଲି ଲୋକଙ୍କୁ କହିଥିଲେ।

ରଣପୁର ପୋଲିସ ସହିତ ନୟାଗଡ଼ ପୋଲିସ ସୁରକ୍ଷାକୁ କଡ଼ାକଡ଼ି କରିଥିଲେ। ରାସ୍ତାରେ ହେଲିପ୍ୟାଡରୁ ଆସିଲା ବେଳେ ପଣ୍ଡିଆନ ସାଧାରଣ ଲୋକଙ୍କ ସହ ହାତ ମେଳାଉଥିବାର ଦେଖିବାକୁ ମିଳିଥିଲା । ସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାଧାରଣ ଜନତା ଚେୟାରରେ ବସିଥିବା ବେଳେ ନେତା ମାନେ ମଞ୍ଚ ନିକଟରେ ଠିଆ ହୋଇ ଭାଷଣ ସୁଣୁଥିବା ପରିଲକ୍ଷିତ ହୋଇଥିଲା।

ଏତେ ବଡ ସଭାମଞ୍ଚରେ କୌଣସି ନେତା ବା କର୍ମୀଙ୍କୁ ଦେଖିବାକୁ ମିଳି ନଥିଲା। ବ୍ଲକ୍ ବିଜେଡ଼ି ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ , ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଏନେସି ଚେୟାରମ୍ୟାନ , ବିଡିଓ ଓ ଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ସଭାକାର୍ଯ୍ୟକୁ ସରୁଖୁରୁରେ ସମ୍ପାଦନ ପାଇଁ ଲାଗି ପଡ଼ିଥିଲେ। ଆସନ୍ତା ଫେବୃୟାରୀ ୨୨ ତାରିଖରେ ଜିଲ୍ଲାର ବସ ଷ୍ଟାଣ୍ଡ ଗୁଡ଼ିକ ଉଦଘାଟନ ହେବା ସହ ସବୁ ପଞ୍ଚାୟତରୁ ମୋ ବସ ବ୍ଲକ ପରିସରକୁ ଦିନରେ ତିନି ଥର ଲେଖାଏଁ ଗଡିବ ବୋଲି ସୂଚନା ଦେଇଛନ୍ତି।

ଅଭିଯୋଗ ଗୁଡ଼ିକର ଆଗାମୀ ଦଶ ଦିନ ମଧ୍ୟରେ ସମାଧାନ କରାଯାଇ ଉତ୍ତର ଦିଆଯିବା ପାଇଁ କହିଥିଲେ। କଲେଜ ଛାତ୍ର ଛାତ୍ରୀ ଓ ମହିଳା ମାନେ ମାତ୍ର ପାଞ୍ଚଟଙ୍କା ବ୍ୟୟରେ ଯାତାୟାତ କରି ପାରିବେ ବୋଲି ସୂଚନା ଦେଇଛନ୍ତି। ଠିଆରେ ଠିଆରେ, ଭାଷଣ ଭାଷଣ ରେ ସଭା ସରିଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର

ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର

June 25, 2026
ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ

ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ

June 25, 2026
ଦୁଇଟି ପୋଷ୍ଟାଲ ପିନ ନମ୍ବର ମାଧ୍ୟମରେ ପୁରୀ ସହର ବାସୀଙ୍କ ଦର୍ଶନ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି : ଆଇନ ମନ୍ତ୍ରୀ

ଦୁଇଟି ପୋଷ୍ଟାଲ ପିନ ନମ୍ବର ମାଧ୍ୟମରେ ପୁରୀ ସହର ବାସୀଙ୍କ ଦର୍ଶନ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି : ଆଇନ ମନ୍ତ୍ରୀ

June 25, 2026
ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର

ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର

June 25, 2026
ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ

ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version