୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉଷୁମା ଗ୍ରାମର ସାମ୍ୱାଦିକ ଅର୍ଜୁନ ସାହୁ ଙ୍କ ମାତୃ ବିୟୋଗ ଶୁଣି ଓଡ଼ିଶାର ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ଵାଳ(ବାପି), ବ୍ଳକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ଜଗବନ୍ଧୁ ସେଠୀ,

ରାହାଣିଆ ସରପଂଚ ହେମନ୍ତ ମଲ୍ଲିକ, ସମିତି ସଭ୍ୟ ରବିନ୍ଦ୍ର ଜେନା, ପୁର୍ବତନ କାର୍ତ୍ତିକ ଜେନା, କଟକ ଜିଲ୍ଲା ବିଜୁ ଯୁବ ଛାତ୍ର ଦଳର ସମ୍ପାଦକ, ଯୁବ ନେତା ବିଜୟ ବଳ, ଅଭୟ ବିଶ୍ଵାଳ, ଅମିୟ ବରାଳ, ୱାର୍ଡ଼ ମେମ୍ବର ଗୟାଧର ପ୍ରଧାନ, ରଞ୍ଜିତ ଜେନା, ମାନସ ସେଠୀ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତା ମାତାଜି ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l














