୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ନୁତନ ଵର୍ଷ ଅବସରରେ ଗଜପତି ଜିଲ୍ଲା ଵିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ ଜଗବନ୍ଧୁ ଦାଶ ଏବଂ 11ନଂ ଜୁର୍ନ ଜିଲାପରିଷଦ ଙ୍କ ସ୍ୟାମି ଶ୍ରୀଯୁକ୍ତ ସୋରଜ ଦଳବେହେରା ଏବଂ ସରପଞ୍ଚ,ସମିତୀ ସଭ୍ୟ, ବିଜୁ ଜନତା ଦଳ ର କର୍ମୀ ସମସ୍ତେ ଗଜପତି ଜିଲ୍ଲା ର ଆର. ଉଦେଇଗିରି ବ୍ଲକ ର ବିଭିନ୍ନ ପଂଚାୟତ ରେ ଚର୍ଚ୍ଚ ମଣ୍ଡଳୀ ସମାଜ ମନ୍ଦିର ପରିଦର୍ଶନ କରି ଲୋକ ଙ୍କ ସହିତ ସାକ୍ଷାତ କରି ଥିଲେ |

ମାନ୍ୟବର ଆଦର୍ଶର ପ୍ରିୟ ମୁଖ୍ୟମନ୍ତ୍ରୀ, ଆମ ଓଡିଶା ନଵୀନ ଓଡିଶା ର ଅଧକ୍ଷ ଶ୍ରୀ ଯୁକ୍ତ ଭି. କେ ପାଣ୍ଡଆନ ଙ୍କ ନେତୃତ୍ୱ ରେ ଚର୍ଚ୍ଚ ମନ୍ଦିର କୁ ଦେଇଥିବା ଅନୁଦାନ ଗୁଡିକ କାମ ତ୍ୱରା଼ନୀତ କରିବା ପାଇଁ ଜିଲ୍ଲା ସଭାପତି ଭାଷଣ ମାଧ୍ୟାମ ରେ ଲୋକ ମାନଙ୍କୁ ବୁଝେଇ ଥିଲେ |

ନୁଆଁ ଓଡିଶା ଯୁବ ଓଡିଶା, ନବୀନ ଓଡ଼ିଶା ରେ ସମସ୍ତେ ଯୋଡିହୋଇ ନୂତନ ବର୍ଷ ରେ ବିକାଶ ଧାରା କୁ ଗଜପତି ଆର. ଉଦେଇଗିରି ବ୍ଲକ ର ସମସ୍ତେ ଜନସାଧାରଣ ମିଳିମିଶି ଗ୍ରାମ ଗୁଡିକ ର ବିକାଶ କରିବା, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ସାକାର କରିବା ଆମର ଲକ୍ଷ୍ୟ |
















