No Result
View All Result
୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମୋହନା ବ୍ଳକ ଚାନ୍ଦିପୁଟ ଇନ୍ଦିରା ସ୍କୃତି ଉଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା । ଅଧ୍ୟକ୍ଷ ଡଃ. ରାଧାରମଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜନ ଉଦଯାପିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ଜୀବନର ଲକ୍ଷ୍ୟ ଧାର୍ଯ୍ୟ କରି ପରିଶ୍ରମ କଲେ ଲକ୍ଷ୍ୟ ସ୍ଥଳରେ ନିଶ୍ଚିତ ପହଞ୍ଚି ପାରିବେ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥୀ ଭାବେ ବିଜେଡି ଉପ ସଭାପତି ଦଣ୍ଡାସି ସାହୁ, ବରିଷ୍ଠ ନାଗରିକ ମଧୁସୁଦନ ପାଢୀ, ପ୍ରଶାନ୍ତ ବିର, ଡିଗ୍ରୀ କଲେଜ ଅଧ୍ୟକ୍ଷ ପୂଣ୍ଣଚନ୍ଦ୍ର ତ୍ରିପାଠୀ ଏବଂ କଲେଜ ସଦସ୍ୟ ଦେବବତ୍ତ ବେହେରା, ଜୁରିଆ କାର୍ଜି ଓ ନାଥ ମଲିକ ପ୍ରମୁଖ ଯୋଗଦେଇଥିଲେ ।

No Result
View All Result