No Result
View All Result
୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହଜ :-> ବ୍ୟବସାୟୀଙ୍କ ମୃତ୍ୟୁରେ ବଜାରବଂଦ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଜଂକିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ବଜାରରେ ଔଷଧ ଦୋକାନ ଦେଇଥିବା ନିକଟବର୍ତୀ ଛଣଗିରି ଗ୍ରାମର ପ୍ରଦୀପ୍ତ ଓରଫ ଟୁଟୁ ପଟନାୟକକଂ(୫୭)ଗତ ୨୮ତାରିଖ ସଂଧ୍ୟାରେ ଭୂବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ଜଣେ ମିଳାପିବ୍ୟକ୍ତି ହୋଇଥିବାରୁ ତାକଂମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାକଂ ମୃତ୍ୟୁଖବର ପାଇ ବହୁବ୍ୟକ୍ତି ତାକଂ ବାସଭବନ ନିକଟରେ ପହଁଚି ଶେଶ ଶ୍ରଦ୍ଧାଜଂଳି ଜ୍ଞାପନ କରିଥିଲେ । ଗାଁ ଶ୍ମଶାନରେ ତାକଂର ଶବଶକ୍ତାର କରାଯାଇଥିଲା । ତାକଂ ମୃତ୍ୟୁରେ ହଜ ବଜାରରେ ଶୋକଦିବସ ପାଳନ କରାଯିବାସହ ୨୯ତାରିଖଦିନ ବଜାରବଂଦ ରହିଥିଲା ।

No Result
View All Result