No Result
View All Result
୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ନୁଆଗଡ ବ୍ଳକର ଟାଙ୍ଗିଲୀ ପଞ୍ଚାୟତରୁ ବିକାଶିତ ଭାରତ ସଂକଳ୍ପ ଯାରିବା ପରେ ଗୁରୁବାର ଆର, ଉଦୟଗିରି ରଥକୁ ବ କାର୍ଯ୍ୟାଳୟରେ ସ୍ବାଗତ ଦେବା ସ୍ଥାନୀୟ ଶିବ ମନ୍ଦିର ପଡିଆରେ ବିକାଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ରଥକୁ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବରଙ୍କ ସମେତ ସମସ୍ତ ପଦାଧିକାରୀ , ଏମବିକେ, ସିଆରପି , ଆଶାକର୍ମୀ, ଓ ଗାଁସାଥୀ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଥିଲେ ।

ଶିବ ମନ୍ଦିର ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ଶବର, ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ଡାକ ବିଭାଗ, ରାଜସ୍ବ ବିଭାଗ, ଶିଶୁ ସୁରକ୍ଷା ବିଭାଗ, ରନ୍ଧନ ଗ୍ୟାସ ପ୍ରତନିଧିଗଣ ଯୋଗ ଦେଇଥିଲେ । ଖାଦ୍ୟ ସୁରକ୍ଷା ଯୋଜନା, ମହାତ୍ମଗାନ୍ଧୀ ନିଶ୍ଚିତ କର୍ମ ନିୟୁକ୍ତି ଯୋଜନା, ସୁ1ରକ୍ଷିତ ମାତୃତ୍ବ ଅଭିଯାନ,

କୃଷି ସିଞ୍ଚାଇ ଯୋଜନା ପ୍ରଧାନମନ୍ତୀ ପୁଷ୍ଟି ଯୋଜନା, ପ୍ରଧାନମନ୍ତୀ ଫସଳ ବୀମା ଯୋଜନା, ପ୍ରଧାନମନ୍ତୀ କିଷାନ ଯୋଜନା ନେଇ ଲାରଆଛରଛରa221ଭରରାନ୍ବିତ ହୋଇଥିବା କିଛି ହିତଅଧିକାରୀ ସେମାନଙ୍କ ଅଭିଜ୍ଞତା ବୁଝିଥିଲେ । ଶଶାଙ୍କ ଶେଖର ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରପଞ୍ଚ ଜମେସ ରାଇକା ଓ ନିର୍ବାହୀ ଅଧିକାରୀ ପ୍ରଭାକର ପ୍ରଧାନ ସହଯୋଗ କରିଥିଲେ ।

ଏହିପରି କାର୍ଯ୍ୟକ୍ରମ ଶବରପଲ୍ଲୀ ପଞ୍ଚାୟତ ହେବା ସହ ଶୁକ୍ରବାର ଛେଳିଗଡ ଓ ମହେନ୍ଦ୍ରଗଡ ପଞ୍ଚାୟତ ଏହି କାର୍ଯ୍ୟକ୍ରମ ହୋଇଥିଲା । କେନ୍ଦ୍ରସରକାଙ୍କ ବିକାଶିତ ଭାରତ ସଂକଳ୍ପ ଯାତ୍ରା ବ୍ଳକ ବିଭିନ୍ନ ପଞ୍ଚାୟତ ନେଇ ଜାନୁଆରୀ ୩ ତାରିଖ ଚାଲିବ ବୋଲି ଜିପିଇଓ ଶଶାଙ୍କ ଶେଖର ସୁବୁଦ୍ଧି କହିଛନ୍ତି ।

No Result
View All Result