No Result
View All Result
୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଳକର ମଳାସପଦର ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ (23) ବଳକାର କରାଯାଇଥିବା ଅଭିଯୋଗ ହୋଇଛି । ପରିଡାଙ୍କ ମା ଏ ନେଇ ମୋହନା ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା (227\23 ) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେ ହେଲେ ଚିନ୍ତାମଣି ଯାନୀ (24) ଯୁବତୀଙ୍କୁ ନିଜ ଘର କାମ କରାଇବା ବାହାନାରେ ଚିନ୍ତାମଣି ଡାକି ନେଇ ତାଙ୍କୁ ବଳକାର କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

No Result
View All Result