No Result
View All Result
୨୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :-> ଗ୍ରାହକ ଅଧିକାର ସୁରକ୍ଷା ସଂଘ ପକ୍ଷରୁ ୟୁ ଟେକ୍ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜାତୀୟ ଗ୍ରାହକ ସୁରକ୍ଷା ଦିବସ ୨୦୨୩ ପାଳିତ ହୋଇଥିଲା ଜିଲ୍ଲା ଉପସଭାପତି ତନୁଜା ଶତପଥୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟପlଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ରl ନନ୍ଦ ବେବର୍ତ୍ତା ,

ମୁଖ୍ୟ ବକ୍ତା ଭାବେ ଭାଗବତ ପାଢ଼ୀ, ଜିଲ୍ଲା ସମ୍ପାଦକ ରକୋମ ଲୋକନାଥ, ସଂଯୋଜକ ଲୋକନାଥ ମିଶ୍ର , ଗ୍ରାହକ ର ସୁରକ୍ଷା ଓ ମୌଳିକ ଅଧିକାର ବିଷୟ ରେ ନିଜ ନିଜ ବକ୍ତବ୍ୟ ରଖିଥିଲେ,

ଏଥିରେ ସହଯୋଗ କରିଥିଲେ ଶିଶିର ଭଞ୍ଜ ସାମନ୍ତ,ଗ୍ରାହକ ର ସୁରକ୍ଷା ଓ ମୌଳିକ ଅଧିକାର ବିଷୟ ରେ ତର୍କ ପ୍ରତିଯୋଗିତା ରଖାଯାଇଥିଲା ବହୁ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ଶେଷରେ ଲିଙ୍ଗରାଜ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ,

No Result
View All Result