୨୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚାନ୍ଦପୁର :-> ସମାଜର ଜନମାନସରେ ବସବାସ କରୁଥିବା ମାନବଜାତିର ସେବା ଚିନ୍ତାଧାରା ରଖି ମାନବସେବା ହିଁ ମାଧବ ସେବା ଭଳି କାର୍ଯ୍ୟ କୁ ଆଗ୍ରହର ସହ ଆଦରି ନେଇଛନ୍ତି କିଛି ସମାଜ ସେବୀ । ତେବେ ଶୀତ ର ପ୍ରକୋପ ଜାଡ ଥିବାବେଳେ ଗତ ସୋମବାର ଦିନ ନୟାଗଡ଼ ଜିଲ୍ଲା କନ୍ଦନୟଗଡ ଗ୍ରାମ ପଞ୍ଚାୟତ ସମ୍ମୁଖରେ ଅନେକ ଦୁଃଖିରଙ୍କି ଏବଂ ସାତ ସହ ରୁ ଉର୍ଦ୍ଧ ଗରିବ ଶ୍ରେଣୀର















