No Result
View All Result
୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ଆର,ଉଦୟଗିରି ଗ୍ରାମରେ ଥିବା ମହେନ୍ଦ୍ର ତନୟା ଉଚ ମାଧ୍ୟାମିକ ବିଦ୍ୟାଳୟ ଜିଲ୍ଲା ନୁଆ ଓଡିଶା ଯୁବ ଓଡିଶା ତରଫରୁ ସାମାଜିକ କାର୍ଯ୍ୟକ୍ରମ ଆଧାରରେ ସ୍କାକ୍ଷରତା ଅଭିଜାନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆର,ଉଦୟଗିରିର ଅବସର ପ୍ରାପ ଶିକ୍ଷକ ସିମିୟ ରାଇକା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉନ୍ନତ ସମାଜ ଗଠନରେ ସ୍କାକ୍ଷରତାର ଭୂମିକା ଉପରେ ସଚେତନ କରାଇଥିଲେ ।
ଏହା ପରେ ଏକ ରାଲି ଶିକ୍ଷାନଷ୍ଠାନରୁ ବାହାରି ଦିପୀନଗର ଦେଇ ରୁମୁଣ୍ଡା କୋଲନୀରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ନୀଳାଚଳ ପାଣିଗ୍ରାହୀଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇ ଓଡିଶା ସରକାରଙ୍କ କ୍ରିଡା ଓ ଯୁବ ସେବା ବିଭାଗର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମକୁ କରାଯାଇଥିଲା ।

No Result
View All Result