୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :-> ନୟାଗଡ଼ ରେ ନୀଳମାଧଵ କଲ୍ୟାଣୀ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ହୋଇଯାଇଛି. ଏହି ବୈଠକରେ ନୟାଗଡ଼ ବିଧାୟକ Dr. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧକ୍ଷ. ଦେବାଶିଷ ପଟ୍ଟନାୟକ, ମୁନ୍ସିପାଲଟି ଅଧକ୍ଷା ନିରୁପମା ଖଟେଇ, ଆନୱାର ଅଲ୍ଲୀ, ଈସୁଫ ନାଇଁମ, ବସନ୍ତ ଆଚାର୍ଯ୍ୟ,

ସଞ୍ଜୟ ପ୍ରଧାନ, ଆଶିଷ କୁମାର ଦାସ, ହଜରତ ଖାଁ ମଞ୍ଚରେ ରହି ମଞ୍ଚ ପରିଚାଳନା କରିଥିଲେ. କିପରି ଫୁଟବଲ ମ୍ୟାଚ ସୁଚାରୁ ରୂପେ କରାଯିବ ସେଥିପାଇଁ ବିଭିନ କାର୍ଯ୍ୟକ୍ରମ ପାଇଁ କମିଟି ଗଠନ ପାଇଁ ଉପଦେଶ ଦେବା ସହିତ କିପରି ଏହି ଖେଳପଡିଆ ପରିଷ୍କାର ପରିଚ୍ଛନ ରହିବ ସେଥିପାଇଁ କମିଟି ର ପରିଚାଳନା କମିଟି ଏବଂ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ.














