ଓଡିଶା ତାଜା ନ୍ୟୁଜ୍ (୧୯ ଜୁଲାଇ ୨୦୨୦ ରବିବାର) ଭୁବନେଶ୍ୱର :- ବେସରକାରୀ ହସ୍ପିଟାଲ ଗୁଡ଼ିକର ମନମାନୀ । ହୁହୁ ହେଇ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଚିକିତ୍ସା କରିବାକୁ ରାଜି ହେଉନାହାନ୍ତି । ଫଳରେ ଅନେକ ରୋଗୀଙ୍କୁ ଫେରାଇ ଦେଉଛନ୍ତି ବେସରକାରୀ ହସ୍ପିଟାଲ । ଯାହାକୁ ନେଇ ଅନେକ ଅଭିଯୋଗ ପରେ ମୁଖ୍ଯ ଶାସନ ସଚିବଙ୍କ ପାଖରେ ଅଭିଯୋଗ ପହଁଚିଛି । ଏନେଇ ୧୦୦ କୁ କଲ କରିବାକୁ କୁହାଯାଇଛି ।