୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :-> ଜିଲ୍ଲା ବି.ଜେ.ପି ସଭାପତି ଶ୍ରୀ ତାପସ ରଞ୍ଜନ ମାର୍ଥା ଏବଂ ରାଜ୍ୟ କୃଷକ ମୋର୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ 23 ଜଣଙ୍କର କାର୍ଯ୍ୟକାରିଣୀ ସଦସ୍ୟ ଙ୍କ ନାମ ଘୋଷଣା କରିଥିଲେ.

ମଣ୍ଡି ମାନଂକରେ କଟଣୀ ଚଟଣି ଉପରେ ଦୃଢ଼ ନିନ୍ଦା କରିବା ସହିତ କିପରି ଆଗାମୀ ଦିନରେ ଚାଷୀ ହଇରାଣ ହରକତ ନହୁଅନ୍ତି ଓଡିଶା ସରକାର ସଜାଗ ରୁହନ୍ତୁ, ନଚେତ ଆଗାମୀ ଦିନରେ ଆମେ ଆନ୍ଦୋଳନ କରିବା ପାଇଁ ପଛେଇବୁନାହିଁ.














