୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ଟାଉନ ହୋଲ ଠାରେ ସ୍ଥାନୀୟ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତଙ୍କ ନେତୃତ୍ବରେ ବିଜୁ ଜନତା ଦଳର ପ୍ରଥମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୩,୧୪ ଏବଂ ୧୫ ନମ୍ବର ଜୋନର ସମସ୍ତ ପଞ୍ଚାୟତ ତଥା ପ୍ରତ୍ୟେକ ୱର୍ଡରୁ ମୋଟ ୮୦୦ଜତ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ କରା ଯାଇଥିଲା ।
ଏହି ପ୍ରଶିକ୍ଷଣ ଶିବିର ଆଉ ୩ଦିନ ଧରି ଚମ୍ପୁଆ ଏବଂ ବଡବିଲ ଠାରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା କିପରି ପ୍ରତ୍ୟେକ ବ୍ୟକ୍ତି ଜାଣି ପାରିବେ ଏବଂ ନବୀନ ବାବୁଙ୍କ ଷଷ୍ଠ ଥର




ଜିଲ୍ଲା ସଭାନେତ୍ରୀ ରମଣୀ ନାୟକ,NAC ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ,ବ୍ଲକ ସଭାପତି ଅଶୋକ ମହାନ୍ତ ଏବଂ ପୁର୍ବତନ ସାଂସଦ ଯଶବନ୍ତ ଲାଗୁରି ଉପସ୍ଥିତ ଥିଲେ ।












