୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ -> ଆମର ଜ୍ୟୋତି ଯୁବକ ସଙ୍ଘ ଓ ରେକୀଟ ଇଣ୍ଡିଆ ର ମିଳିତ ସହଯୋଗ ରେ ଖଜୁରୀ ପଡ଼ା ବ୍ଲକ ରେ ହାର୍ପିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ କନ୍ଧମାଳ ଜ଼ିଲ୍ଲା ରେ ପ୍ରାୟ 200 ଟି ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପୂର୍ଣ୍ଣ ମାସି ଯାନୀ ଏଂବ ସଂମ୍ମାନିତ ଅତିଥି ଭାବେ ଖଜୁରୀ ପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଲ ଯୋଗ ଦେଇଥିଲେ l ଏହି ସ୍ୱଚ୍ଛତା ପ୍ରଶିକ୍ଷଣ ଦୁଇ ଦିନ ଧରି ଚାଲିଥିଲା l

ଯେଉଁ ଥିରେ ଖଜୁରୀ ପଡ଼ା ବ୍ଲକ ର ଶିକ୍ଷକ, ଶିକ୍ଷୟତ୍ରୀ ଏଂବ ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ଅମର ଜ୍ୟୋତି ଯୁବକ ସଙ୍ଘ ର ଜ଼ିଲ୍ଲା ସଂଯୋଜକ ବର୍ଷା ରାଣୀ ସ୍ୱାଇଁ ପରିଚାଳନା କରିଥିଲେ l ଛାତ୍ର, ଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ସ୍ୱଚ୍ଛତା, ପାରିଛର୍ଣ୍ଣତା ଓ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ବିଷୟରେ ବ୍ୟବହାର ହାରିକି ଜ୍ଞାନ ବୃଦ୍ଧି ପାଇଥିବା ଦେଖିବା କୁ ମିଳିଥିଲା l

ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଧେଶ୍ୟ ଏଥିରେ 50 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କେତେକ କୀଟାଣୁ ଓ 3ଡ଼ି କୀଟ ଶୌଚାଳୟ ବିଷୟରେ କୀଟ ମାଧ୍ୟମରେ ତାଲିମ୍ ପ୍ରଦାନ କରାଯାଇଛି l ଅମର ଜ୍ୟୋତି ଯୁବକ ସଙ୍ଘ ତରଫରୁ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ତାଲିମ୍ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ପ୍ରିୟଙ୍କା ଜେନା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମସ୍ତଙ୍କୁ ଅମର ଜ୍ୟୋତି ଯୁବକ ସଙ୍ଘ ତରଫରୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ l