• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୋକାନ ଘର ଆବଣ୍ଟ ସାମୁହିକ ଭାବେ ଟୁଟିଲା

Proprietor Abhimanyu Maharana by Proprietor Abhimanyu Maharana
December 15, 2023
in ଓଡ଼ିଶା, ଗଜପତି, ହୋମ୍
0
ଦୋକାନ ଘର ଆବଣ୍ଟ ସାମୁହିକ ଭାବେ ଟୁଟିଲା
Share on FacebookShare on TwitterWhatsapp

୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )  ଆର, ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ଦୋକାନ ଘର ଆବଣ୍ଟନ ନେଇ କିଛି ଦିନ ହେଲା ଚାଲିଥିବା ଟଣାଉଟରା ସାମୁହିକ ଭାବେ କିଛି ଦିନ ପାଇଁ ଟଲିଛି । ଏହାକୁ ନେଇ ବ୍ଳକସ୍ତରୀୟ ଗଜପତି ମହଉତ୍ସବ ଅନିସ୍ଥିଚତା ଥିବା ବେଳେ ଗଜପତି ମହଉତ୍ସବ ହେବନେଇ ଯେଉଁ ଅନିସ୍ଥିତା ଦେଖାଇଥିଲା ତାହା ଏବେ ଦୂରହୋଇଥିବା ଜଣାପଡୁଛ। ଆର,ଉଦୟଗିରି ଗ୍ରାମରେ ଦୋକାନ ଘର ଆବଣ୍ଟନକୁ ନେଇ କିଛି ଦିନ ହେଲା ଅଚଳା ଅବସ୍ଥା ସୃଷ୍ଟି ହୋଇ ଥିଲା ତାହା ସାମୁହିକ ଭାବେ ଦୂର ହୋଇଛି ।

ପ୍ରକାଶ ଯେ କିଛି ମାସ ତଳେ ଆର,ଉଦୟଗିରି ଗ୍ରାମରେ ବସଷ୍ଟାଣ୍ଡରେ OSRTC ବିଭାଗ ଦ୍ବାରା ନୂତନ ଭାବେ ନିର୍ମାଣ ହୋଇଥିବା ଦୋକାନ ଆବଣ୍ଟନରେ ରାସ୍ତାକଡରେ ଦୋକାନ କରି ପରିବାର ପଶଣ କରିବା ବ୍ୟକ୍ତି ଘର ନଦେଇ ଦୋକାନ ଗୃହ ବଣ୍ଟନ ପାତରଅନ୍ତର ସହ କିଛି ନିଦିଷ୍ଠ ଦଳର କର୍ମୀ ଓ ନେତାଙ୍କୁ ଦୋକାନ ଦିଆଯିବା ସହ ମିଟୁ ପାଇକ ଠାରୁ ଦୋକାନ ଯୋଗାଇ ଦିଆଯିବ ବୋଲି ୩୦ ହଜାର ନେବା ସହ ସ୍ଥାନୀୟ ପଞ୍ଚାୟତ ପିଇଓ ପ୍ରଭାକର ପ୍ରଧାନ ୬ ଟଙ୍କା ଲାଞ୍ଚ ନେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହାର ପ୍ରତିବାବରେ ଗ୍ରାମର ଯୁବକ ସଂଘ ବସଷ୍ଟାଣ୍ଡ ହୋଇଥିବା ଦୋକାନ ଘର ଆବଣ୍ଟନକୁ ରଦୁ କରିବା ସହ ସେହି ଘର ଗୁଡିକୁ ଲଟେରି କରି ବଣ୍ଟନ କରାଯାଉ ।

ଏହାନେଇ କିଛି ଦିନ ତଳେ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଅନସନ ବସିବା ସହ ବ୍ଳକ କାର୍ଯ୍ୟାଳୟ ଘେରାଉ କରିବା ସତେ ଏହାର କୌଣସି ସମାଧାନ ନ ହେବାରୁ ପର୍ଯ୍ୟନ୍ତ ସ୍ଥାନୀୟ ଯୁବକ ସଂଘ ବ୍ଳକସ୍ତରୀୟ ଗଜପତି ମହଉତ୍ସବ ଗ୍ରାମର ଶିବ ମନ୍ଦିର ପଡିଆରେ ନ କରିବା ପାଇଁ ଜିଦିଧରି ବସିଥିଲେ । ଏହାକୁ ନେଇ ବ୍ଳକ ପ୍ରଶାସନ ଏବଂ ଗ୍ରାମର ଯୁବକ ସଂଘ ମଧ୍ୟ ବାରମ୍ବାର ବୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ତେବେ ଉତ୍ସବ ହେବା ଦିନ ପାଖେଇ ଆସୁଥିବାରୁ ପୁଣି ସୋମବାର ରାତ୍ରା ୭ଟା ସମୟରେ ବିଡିଓଙ୍କ ଚେମ୍ବରେ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ,

ବଣିକ ସଂଘର ସଭାପତି ଗିରୀଜା ଶଙ୍କର ନାୟକ ଏବଂ ଯୁବକ ସଂଘର କର୍ମକଭ୍ଭା ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ୩ଘଣ୍ଟା ପରେ ଶେଷରେ ବିଜେଡି ଜିଲ୍ଲାସଭାପତି ଓ ବ୍ଳକ ଅଧ୍ୟକ୍ଷ ସ୍ତିର କରିଥିଲେ ଯେ ଗଜପତି ଉତ୍ସବ ସରିବା ପରେ ଆସନ୍ତା ୨୨ ତାରିଖରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବିଡିଓ, ତହସିଲଦାର, ଥାନା ଅଧିକାରୀ, ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟା, ଓ୍ବାଡସଭ୍ୟ/ ସଭ୍ୟା, ଗ୍ରାମର ବୃଦ୍ଧିଯିବି,, ବଣିକ ସଂଘ ସଭ୍ୟ ଓ ଯୁବକ ସଂଘର ସଦସ୍ୟ ନେଇ ବୈଠକ କରି ଏହା ତଜମା କରାଯିବା ସହ ଦୋସି ବିରୋଧରେ ଥାନାରେ ଏତଲା ଦେବା ସହ ଦୋକାନ ଘର ଆବଣ୍ଟନକୁ ରଦୁ କରି ଲଟେରି ମାଧ୍ୟମରେ ଦିଆଯିବ ବୋଲି ପ୍ରତିଶୃତି ପରେ ସାମୁହିକ ଭାବେ ସମାଧାନ ହୋଇଛି । ଏହା ପରେ ଯୁବକ ସଂଘର ସଦସ୍ୟ ଗଜପତି ଉତ୍ସବ କରିବା ପାଇଁ ରାଜିହୋଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chandi Bhandar Unveils the “Aaranya” Edit for Durga Puja

Chandi Bhandar Unveils the “Aaranya” Edit for Durga Puja

October 5, 2026
ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 4, 2026
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chandi Bhandar Unveils the “Aaranya” Edit for Durga Puja

Chandi Bhandar Unveils the “Aaranya” Edit for Durga Puja

October 5, 2026
ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version