• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗ୍ରାମରୁ ବିଶ୍ୱକୁ ମିଲେଟ୍ସର ଯାତ୍ରା : ମିଲେଟ୍ସ ପ୍ରୋତ୍ସାହନରେ ଓଡ଼ିଶାର ଉଦ୍ୟମ ପ୍ରଶଂସନୀୟ

Proprietor Abhimanyu Maharana by Proprietor Abhimanyu Maharana
December 10, 2023
in ଓଡ଼ିଶା, ମନୋରଞ୍ଜନ, ମହାନଗର, ହୋମ୍
0
ମିଲେଟ୍ସ ପହଞ୍ଚୁଛି ପ୍ରତିଟି ଘରେ – ମିଲେଟ୍ସର ପ୍ରକୃତ ଉପେଯାଗ କରୁଛି ଓଡ଼ିଶା ମିଲେଟ  ମିଶନ
Share on FacebookShare on TwitterWhatsapp

୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରିବା ନିମନ୍ତେ ଭାରତ ମିଳିତ ଜାତିସଂଘରେ ପ୍ରସ୍ତାବ ଦେବା ପରେ ବିଶ୍ୱର ବହୁ ରାଷ୍ଟ୍ରରେ ମିଲେଟ ଆଲୋଚନାର ପରିସରକୁ ଆସିଥିଲା । ଏହାଦ୍ୱାରା ୨୦୨୩ରେ ବିଶ୍ୱବାସୀ ମିଲେଟରେ ଭରପୂର ହୋଇ ରହିଥିବା ଲାଭଦାୟକ ଗୁଣଗୁଡ଼ିକ ବିଷୟରେ ଜାଣିବାକୁ ପାଇଥିଲେ । ମାତ୍ର ୨୦୧୭ ମସିହାଠାରୁ ଓଡ଼ିଶା ମିଲେଟ୍ସ ମିଶନ୍ ଜରିଆରେ ଓଡ଼ିଶା ରାଜ୍ୟରେ ମିଲେଟ୍ ବିପ୍ଳବ ଆଣିବାର ପ୍ରୟାସ ଜାରି ରଖିଛି ।

ଏସିଆ ମହାଦେଶରେ ସବୁଠାରୁ ବଡ଼ ଯୋଗଦାନକାରୀ ରାଷ୍ଟ୍ର ଭାବରେ ଆମ ଦେଶ ମିଲେଟ ଚାଷ ଏବଂ ମିଲେଟ୍ସରେ ରହିଥିବା ପ୍ରାକୃତିକ ପୁଷ୍ଟିସାର ସମ୍ବନ୍ଧରେ ବିଶ୍ୱବାସୀକୁ ଜଣାଇବା ନିମନ୍ତେ ଦୃଷ୍ଟାନ୍ତମୂଳକ ଭୂମିକା ଗ୍ରହଣ କରିଛି । ମିଲେଟ୍ସ ବିପ୍ଳବରେ ଥିବା ସମସ୍ତ ସର୍ବାଧିକ ଯୋଗଦାନକାରୀଙ୍କ ମଧ୍ୟରେ ସମଗ୍ର ରାଜ୍ୟରେ ତଥା ଦେଶରେ ମିଲେଟ୍ସର ପ୍ରଚାର ଓ ପ୍ରସାର ନିମନ୍ତେ ଯେଉଁଭଳି ପଦକ୍ଷେମାନ ନେଇଛି ତାହା ଅତ୍ୟନ୍ତ ପ୍ରଶଂସନୀୟ ।

ଓଡ଼ିଶା ମିଲେଟ୍ସ ମିଶନ୍ ରାଜ୍ୟର ବହୁ ଆର୍ଥିକ ଅସ୍ୱଚ୍ଛଳ ବର୍ଗର ଚାଷୀଙ୍କ କାହାଣୀକୁ ଲୋକଲୋଚନକୁ ଆଣିଛି ଯେଉଁମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ଅଧିକ ମୂଲ୍ୟରେ ବିକି୍ର କରିପାରିବେ ଏବଂ ସେମାନଙ୍କ ପରିବାରକୁ ଏକ ଉନ୍ନତ ଜୀବନଶୈଳୀ ଦେଇପାରିବେ । ଗୋଟିଏ ରାଜ୍ୟ କିପରି ଗୋଟିଏ ସମଗ୍ର ଦେଶରେ ମିଲେଟ୍ ସମ୍ବନ୍ଧୀୟ ସଚେତନତା ସୃଷ୍ଟିକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ନିକଟରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିନଳୀ ତାହାର ଏକ ନମୁନା ମାତ୍ର ।

ଏହି ସମ୍ମିଳନୀରେ ୧୯୦ ଊଦ୍ଧ୍ୱର୍ ପ୍ୟାନେଲିଷ୍ଟ ଏବଂ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୫୦୦ କୃଷକ ଯୋଗ ଦେଇଥିଲେ । ଆଉ ସମ୍ମିଳନୀ ଅବସରରେ ପଲିସୀ ରୋଡ୍ମ୍ୟାପ୍, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ତଥା ଉନ୍ନତ ପ୍ରଶିକ୍ଷଣ ବାବଦରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ । ଏଠାରେ ସର୍ବାଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ମାତ୍ର ପାଣିପାଗର ଅନିଶ୍ଚିତତା ହେତୁ ବର୍ଷ ସାରା ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଏହି ପ୍ରାଥମିକ ସମସ୍ୟାର ସମାଧାନ କରି ଓଡ଼ିଶା ମିଲେଟ୍ସ ମିଶନ ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିଛି ଏବଂ ୫୦ ଲକ୍ଷରୁ ଅଧିକ ଆର୍ଥିକ ଅସ୍ୱଚ୍ଛଳ ପରିବାର ପାଇଁ ସୃଷ୍ଟି କରିପାରିଛି ଖାଦ୍ୟ ନିରାପତ୍ତା । ମିଲେଟ୍ ସବୁପ୍ରକାର ପ୍ରତିକୂଳ ପରିସ୍ଥିତିରେ, ଏପରିକି କଠିନ ପଥୁରିଆ ଜମିରେ ମଧ୍ୟ ବଢ଼ିପାରେ । ଫଳରେ ଏହା ଉଭୟ ଖାଦ୍ୟ ନିରାପତ୍ତା ତଥା ପୁଷ୍ଠିକରତାର ଏକ ନିର୍ଭର ଉତ୍ସ ସୃଷ୍ଟି କରିଥାଏ । ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଅଙ୍ଗାରକାମ୍ଳକୁ ଏହା ସହଜରେ ସହନ କରିପାରେ ।

ଫଳରେ ଭବିଷ୍ୟତ ପାଇଁ ମିଲେଟ୍ସ ଯେ ଏକ ନିର୍ଭରଯୋଗ୍ୟ ଫସଲ ଭାବରେ ଛିଡ଼ା ହୋଇପାରିବ ସେଥିରେ ସନେ୍ଦହର ସାମାନ୍ୟତମ କାରଣ ନାହିଁ । ଏକ ସ୍ଥାୟୀ ତଥା ଭରସାଯୋଗ୍ୟ କୃଷି ନିମନ୍ତେ ନିରନ୍ତର ଆଲୋକ ଦେଖାଇ ଚାଲିଛି ଓଡ଼ିଶା ମିଲେଟ୍ସ ମିଶନ୍ । ଏହା ସେହି ଦେଶଗୁଡ଼ିକ ପାଇଁ ମଡେଲ ଭାବରେ କାର୍ଯ୍ୟ କରୁଛି ଯେଉଁମାନେ ସୀମିତ ସମ୍ବଳ ଏବଂ ଅନିଶ୍ଚିତ ପାଣିପାଗଜନିତ ସମସ୍ୟା ଯୋଗୁ ନିଜର ପୁଷ୍ଟିକର ବିବିଧତା ବଢ଼ାଇବା ଲାଗି ଉପାୟ ଖୋଜି ଚାଲିଛନ୍ତି ।

ଯେଉଁ ଦେଶଗୁଡ଼ିକ ଗହମ କିମ୍ବା ଚାଉଳ ପରି କିଛି ମୁଖ୍ୟ ଫସଲ ଉପରେ ନିର୍ଭରଶୀଳ, ଓଡ଼ିଶା ମିଲେଟ ମିଶନର ଏହି ମଡେଲ ସେମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଏହା ସେମାନଙ୍କର ଗହମ ଚାଉଳ ପ୍ରତି ନିର୍ଭରଶୀଳତାକୁ ହ୍ରାସ କରିବା ବେଳେ ସାର ତଥା ଅନ୍ୟାନ୍ୟ କୃଷି ଆବଶ୍ୟକତା ଜନିତ ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବାରେ ସହାୟକ ହେବ । ପୁଷ୍ଟିହୀନତା ଏବଂ ମରୁଡ଼ି ଭଳି ସମସ୍ୟା ସହିତ ବିଶ୍ୱ ତା’ର ଲଢ଼େଇ ଜାରି ରଖିଥିବା ବେଳେ ଓଡ଼ିଶା ମିଲେଟ୍ସ ମିଶନ ଭଳି ଏକ ଦୂରଦର୍ଶୀ ପଦକ୍ଷେପକୁ ସ୍ୱୀକୃତି ଦିଆଯିବା ନିତାନ୍ତ ଆବଶ୍ୟକ ।

କୃଷକମାନଙ୍କୁ ଉତ୍ସାହିତ କରିବା, କୃଷକଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଥିବା ଆତ୍ମନିର୍ଭରଶୀଳ ସଂଗଠନ ଗଢ଼ିବା ନିମନ୍ତେ ସହାୟତା ଯୋଗାଇଦେବ, ଏବଂ ଭଲ ଫସଲ ଅମଳ ନିମନ୍ତେ ସେମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଭଳି ବହୁ ପଦକ୍ଷେପ ନେଇ ଓଡ଼ିଶା ମିଲେଟ୍ସ ମିଶନ ବାରମ୍ବାର ଏହାର ସଫଳତାକୁ ଦୋହରାଇ ଚାଲିଛି । ଏହିଭଳି ସମାନୁରୂପ ସମସ୍ୟା ସବୁକୁ ନେଇ ସଂଘର୍ଷ ଜାରି ରଖିଥିବା ରାଷ୍ଟ୍ରଗୁଡ଼ିକ ଏହି ମଡେଲକୁ ଏକ ଉଦାହରଣ ଭାବରେ ଗ୍ରହଣ କରିପାରିବେ ଏବଂ ମିଳିତ ଭାବରେ କାର୍ଯ୍ୟ କରି ବିଶ୍ୱକ୍ଷୁଧା ଏବଂ ଅପପୁଷ୍ଟି ପରି ବିପଦକୁ ହ୍ରାସ କରିବାରେ ସହାୟକ ହୋଇପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version