No Result
View All Result
୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା ଜଟଣୀ :-> ସଦ୍ୟ ସମାପ୍ତ ଚାରୋଟି ରାଜ୍ୟର ନିର୍ବାଚନ ଫଳାଫଳରେ ତିନୋଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବାରୁ ଜଟଣୀ ବିଜେପିର ନେତା ଓ କର୍ମୀ ମାନେ ବିଜୟ ଉତ୍ସବ ପାଳନ କରିଛନ୍ତି।

ଉତ୍ସାଇ ନେତା ଓ କର୍ମୀ ମାନେ ବାଣ ଫୁଟାଇ ମିଠା ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଛନ୍ତି। ଏହି ବିଜୟ ଉତ୍ସବରେ ଜଟଣୀ ନଗର ସଭାପତି ତିରୁପତି ଶତପଥୀ,ରାଜ୍ୟ ସଂଯୋଜକ ମହେଶ ମିଶ୍ର, ବରିଷ୍ଠ ନେତା ପ୍ରଶାନ୍ତ ପ୍ରଧାନ,

ଜିଲ୍ଲା ମିଡିଆ ସଂଜଯୋକ ପ୍ରଦୀପ ଜେନା ଯୁବମୋର୍ଚ୍ଚା ସଭାପତି ନାଗ ଭୂଷଣ ରାୟ,ନାରାୟଣ ମହାନ୍ତି,କବି ପାଇକରାୟ,ଚିତ୍ତରଞ୍ଜନ ସୁନ୍ଦରାୟ,ରଞ୍ଜିତ ମଙ୍ଗରାଜ, ସିଦ୍ଧାର୍ଥ ପାତ୍ର,ପ୍ରଶାନ୍ତ ବରାଳ,ସୁଶାନ୍ତ ମହାପାତ୍ର,କାଳୁ ପାଇକରାୟ,ଶ୍ରୀନିବାସ ପୃଷ୍ଟି,ଧନୁ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result