ଓଡିଶା ତାଜା ନ୍ୟୁଜ୍ (୧୬ ଜୁଲାଇ ଗୁରୁବାର) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତା ଜାରୀ କରି୧୬ ଟି ୱାର୍ଡରେ ୧୬ ଟି ଫିବେର କ୍ଲିନିକ୍ ଖୋଲା ଯାଇଛି ଯେଉଁ ମାନଙ୍କୁ ଜର ଓ ଖାସ ହେବ ସେମାନେ ସେଠାକୁ ଯାଇ ନିଜ ନିଜ ସ୍ଵାସ୍ଥ୍ୟପରୀକ୍ଷା କରାଇ ନିଅନ୍ତୁ । ଏହା ସହିତପାରଳାଖେମୁଣ୍ଡି ବାସିଙ୍କୁ ଆଗାମୀ ଦିନରେ ଅଧିକ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ)