୨୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ଗୋପାଳପୁର ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତିକ ମାସ ର ଗୁରୁତ୍ୱ ରହିଛି । ଏହି ମାସରେ ଲୋକ ମାନେ ଧର୍ମ,କର୍ମ କରିଥାନ୍ତି । ବିଧବା ନାରୀ ସକାଳୁ ସ୍ନାନ କରି ରାମନାମ କୃଷ୍ଣ ନାମ ଜପ କରିବା ସହିତ ହବିଷ୍ଯା ଅନ୍ନ ଭୋଜନ କରି ଥାନ୍ତି ।

ଗାଁ ଗାଁ ରେ ଭାଗବତ ପାରାୟଣ କରିବା ସହିତ ପୂଜା ବ୍ରତ କରାଯାଏ । ସରିଲା ମହାକାତ୍ତିକ ହବିଷ୍ଯାଳି କଲେ ବ୍ରତ ଉଦ୍ ଯାପନ୍ । ନଦୀ ପୁଷ୍କରଣୀ ରେ ଡଙ୍ଗା ଭସାଇ ସରିଲା ମହାକାତ୍ତିକ ।















