• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାଗବତ ଟୁଙ୍ଗି ନିର୍ମାଣ କୁ ନେଇ ବିଜେଡି – ବିଜେପି ମୁହାଁ ମୁହିଁ

Abhimanyu Maharana by Abhimanyu Maharana
November 20, 2023
in ଓଡ଼ିଶା, ଢେଙ୍କାନାଳ, ହୋମ୍
0
ଭାଗବତ ଟୁଙ୍ଗି ନିର୍ମାଣ କୁ ନେଇ ବିଜେଡି – ବିଜେପି ମୁହାଁ ମୁହିଁ
Share on FacebookShare on TwitterWhatsapp

ନିର୍ମାଣ କାର୍ଯ୍ୟ ବନ୍ଦ କଲେ ସରପଞ୍ଚ ଗୋଷ୍ଠୀ ମାମଲା ଥାନାରେ

୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ  :-> ଗାଁ ର ବିକାଶ ହିଁ ,ପ୍ରକୃତରେ ଦେଶର ବିକାଶ । ଏହାକୁ ହୃଦୟଙ୍ଗମ କରି ନୂତନ ଓଡ଼ିଶା ନିର୍ମାଣ ପାଇଁ ରାଜ୍ୟ ସରକାର ” ଆମ ଓଡ଼ିଶା,ନବୀନ ଓଡ଼ିଶା” ଯୋଜନା ପ୍ରଣୟନ କରି ପ୍ରତ୍ୟେକ ପଞ୍ଚାୟତ ର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ପଞ୍ଚାୟତ ରେ ” ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ଏକ ଭାଗବତ ଟୁଙ୍ଗି ପାଇଁ ୪ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ବ୍ଲକ ଯନ୍ତ୍ରୀ ଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ କାମ ଭଲ ହେବା ସକାଶେ ଭାଗବତ ଟୁଙ୍ଗି ର ଗୁରୁ ଭାଇ ମାନେ ନିର୍ମାଣ କାର୍ଯ୍ୟ କରିବାକୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ପରାମର୍ଶ ଦେଇଥିଲେ ।

ଏହା ପରେ ଭାଗବତ ଟୁଙ୍ଗି ର ଗୁରୁ ଭାଇ ମାନେ ଗତ ୧୫ ତାରିଖ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ସୋମବାର ସକାଳ ସାଢେ଼ ୮ ଘଟିକା ସମୟରେ ସରପଞ୍ଚ ରଞ୍ଜନ ବାରିକ ( ବିଜେପି) ସମର୍ଥକ ମାନେ କର୍ଯ୍ୟସ୍ଥଳି କୁ ଆସି କାମ ବନ୍ଦ କରିବାକୁ ତାଗିଦ୍ କରିଥିଲେ । ସମିତି ସଭ୍ୟା ( ଖୋଦ୍ ବ୍ଲକ ଅଧ୍ୟକ୍ଷା ,ବିଜେଡି) ଙ୍କ ସମର୍ଥକ ଙ୍କ ସହ ସରପଞ୍ଚ ଙ୍କ ସମର୍ଥକ ଙ୍କ ମଧ୍ୟରେ କିଛି ସମୟ ଧରି ଉଚ୍ଚ ବାଚ,ଯୁକ୍ତି ତର୍କ ଲାଗି ରହିବା ପରେ ସରପଞ୍ଚ ଙ୍କୁ ନ ପଚାରି ତାଙ୍କ ଅଜ୍ଞାତରେ କାମ ହୋଇପାରିବ ନାହିଁ ବୋଲି ଜିଦ୍ ଧରିଥିଲେ ।

ଏ ସମ୍ପର୍କରେ ଗୁରୁ ଭାଇ ମାନେ ସରପଞ୍ଚ ଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ମଧ୍ୟ କାମ ବନ୍ଦ ପାଇଁ ଧମକ ଦେବାରୁ ବାଧ୍ୟ ହୋଇ କାମ ବନ୍ଦ କରାଯାଇଥିଲା । ପରେ ଏ ସମ୍ପର୍କରେ ଭୁବନ ଥାନାରେ ସରପଞ୍ଚ ଙ୍କ ସହ ତାଙ୍କ ସମର୍ଥକ ମୂରଲୀଧର ବେହେରା,ସନ୍ତୋଷ ବାରିକ,ବିଷ୍ଣୁ ପୋଇ ଓ ସେମାନଙ୍କ ସହଯୋଗୀ ମାନଙ୍କ ନାମରେ ଭାଗବତ ଟୁଙ୍ଗି କର୍ମକର୍ତ୍ତା ଚକ୍ରଧର ପାଣି,

ରମେଶ ଚନ୍ଦ୍ର ପାଣି,ଆଦୈତ୍ୟ ଚରଣ ସାହୁ,ପ୍ରହଲ୍ଲାଦ ମହାରଣା,ଭୀମସେନ ସାହୁ,ବ୍ରଜବନ୍ଧୁ ରାଉତ,ଅଚ୍ୟୁତାନନ୍ଦ ସାହୁ, ଶଙ୍କର୍ଷଣ ନାୟକ , ଗତିକୃଷ୍ନ ନାୟକ ,ପୂର୍ବତନ ସରପଂଚ ନଟବର ସାହୁ ପ୍ରମୁଖ ସ୍ୱାକ୍ଷର କରି ଭୁବନ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବା ଜଣା ପଡ଼ିଛି । ଏହି ଘଟଣାକୁ ନେଇ ବାସ୍ତବରେ ବିଜେପି ବିକାଶ ବିରୋଧୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0
ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

0
ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

0
ଟନେଲରୁ ଉଦ୍ଧାର ରାଜୁ ନାୟକ ନାଏକ ନିଜ ଜନ୍ମ ମାଟି କୁଲଡିହା ଗାଁ ରେ ସ୍ବାଗତ ସମ୍ବର୍ଦ୍ଧନା

ଟନେଲରୁ ଉଦ୍ଧାର ରାଜୁ ନାୟକ ନାଏକ ନିଜ ଜନ୍ମ ମାଟି କୁଲଡିହା ଗାଁ ରେ ସ୍ବାଗତ ସମ୍ବର୍ଦ୍ଧନା

December 3, 2023
ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

December 3, 2023
ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : କର୍ଲାପଡା ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସ୍ଵମନିତ ଯୁବ ବିକାଶ କାର୍ଯ୍ୟକ୍ରମ

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : କର୍ଲାପଡା ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସ୍ଵମନିତ ଯୁବ ବିକାଶ କାର୍ଯ୍ୟକ୍ରମ

December 3, 2023
ଫୁଲବାଣୀ ଆଇଟିଆଇରେ ପାଳିତ ହେଲା ଆଇୱାଇଡିପି ୨୦୨୩ ର ଉଦଯାପନ ଦିବସ

ଫୁଲବାଣୀ ଆଇଟିଆଇରେ ପାଳିତ ହେଲା ଆଇୱାଇଡିପି ୨୦୨୩ ର ଉଦଯାପନ ଦିବସ

December 3, 2023

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଟନେଲରୁ ଉଦ୍ଧାର ରାଜୁ ନାୟକ ନାଏକ ନିଜ ଜନ୍ମ ମାଟି କୁଲଡିହା ଗାଁ ରେ ସ୍ବାଗତ ସମ୍ବର୍ଦ୍ଧନା

ଟନେଲରୁ ଉଦ୍ଧାର ରାଜୁ ନାୟକ ନାଏକ ନିଜ ଜନ୍ମ ମାଟି କୁଲଡିହା ଗାଁ ରେ ସ୍ବାଗତ ସମ୍ବର୍ଦ୍ଧନା

December 3, 2023
ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

December 3, 2023
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.