• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସାମ୍ନା କୁ ଆସିଲା ମଣିଷ ବେପାର ର ଭିତର କଥା

Proprietor Abhimanyu Maharana by Proprietor Abhimanyu Maharana
November 19, 2023
in ଓଡ଼ିଶା, ବଲାଙ୍ଗିର, ହୋମ୍
0
ସାମ୍ନା କୁ ଆସିଲା ମଣିଷ ବେପାର ର ଭିତର କଥା
Share on FacebookShare on TwitterWhatsapp

ଚଢ଼ାଉ ପାଇଁ ଯାଇଥିଲା ପୁଲିସ ଟିମ.. ଚାଳି ଆସିଲା.

୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବଲାଙ୍ଗୀର :-> ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ରେ ଥମିବାର ନାଁ ଧରୁନି ବେଆଇନ ଦାଦନ ଚଲାଣ |ପ୍ରତିଦିନ ଶହ ଶହ ଲୋକ ବେଆଇନ ଭାବେ ବାହାର ରାଜ୍ୟ କୁ ଚାଲାଣ ହେଉଥୁବା ବେଳେ ସହଯୋଗ କରୁଛି ଶ୍ରମ ବିଭାଗ ଓ ପୁଲିସ ପ୍ରଶାସନ |ଯାହାର ଏକ ନମୁନା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ର ଦାଦନ ଗଡ଼ ଭାବେ ଜଣାଶୁଣା ବେଲପଡା ଅଂଚଳ ରେ | ଅଭିଯୋଗ ମତେ ଗତ କାଲି ନୁନହାଡ଼ -କୁଦୋଭଟା ରାସ୍ତାର ଏକ ନିଛାଟିଆ ସ୍ଥାନ ରେ ଥିବା କୁକୁଡ଼ା ଫାର୍ମ ରେ ମାଟିଖାଇ ଗାଁର ତୁଲାରାମ ନାମକ ଜଣେ ଦାଦନ ଦଲାଲ ୨୦ ଉର୍ଦ୍ଧ ଦାଦନ ଶ୍ରମିକ କୁ ବେଆଇନ ଚଲାଣ ପାଇଁ ରଖିଥିଲା |

ବିଳମ୍ବିତ ରାତ୍ରି ରେ ଶ୍ରମିକ ମାନଙ୍କୁ ଚାଲାଣ କରିବାର ଥିବା ବେଳେ ଦଲାଲ ମାନଙ୍କ ଦ୍ୱାରା ଶ୍ରମିକ ମାନେ ନିର୍ଯାତନାର ଶିକାର ଅଭିଯୋଗ କରିଥିଲେ |ଏନେଇ କିଛି ଗଣମାଧ୍ୟମ ପ୍ରତିନିଧି ଖବର ପାଇଲା ପରେ ବଲାଙ୍ଗୀର ଲେବର ଅଫିସ କୁ ଯୋଗାଯୋଗ କରିଥିଲେ | ବାରମ୍ବାର କଳ ପରେ ମଧ୍ୟ୍ୟ କଲ ଗ୍ରହଣ ନକରିବାରୁ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବେଲପଡା ପୁଲିସ କୁ ଯୋଗାଯୋଗ କରିଥିଲେ |ବେଲପଡା ପୁଲିସ ଏହାକୁ ଅଣଦେଖା କରିଥିଲା |ପରେ ବଲାଙ୍ଗୀର ଏସ ପି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାମ୍ବାଦିକ |ଏହାପରେ ବେଲପଡା ପୁଲିସ ର ଏକ ଟିମ ଘଟଣା ସ୍ଥଳ ରେ ପହଞ୍ଚିଥିଲା |

କାଗଜ ପତ୍ର ଯାଞ୍ଚ କରିବା ବଦଳରେ ଦଲାଲ ମାନଙ୍କୁ ଠାରୁ ୧୧ ହଜାର ଟଙ୍କା ନେଇ ଫେରି ଆସିଥିବା ଦାଦନ ଶ୍ରମିକ ମାନେ କହିଛନ୍ତି | ଯାହାକୁ ନେଇ ପୁଣି ବେଲପଡା ପୁଲିସ ର ଚେହେରା ପଦା ପଡ଼ିଥିବା ଦେଖିବାକୁ ମିଳିଛି | କିଛି ଦିନ ହେବ ଜଣେ ଦାଦନ ସର୍ଦ୍ଧାର କୁ ବଞ୍ଚାଇବାକୁ ପୁଲିସ ବଦନାମ ହେଉଥୁବା ବେଳେ ଚଢ଼ାଉ ପାଇଁ ଯାଇଥିବା ପୁଲିସ ଟିମ ଟଙ୍କା ଲୋଭ ରେ ଫେରିଆସିଥିବା ଖବର ଏବେ ଆଲୋଚନା ର ବିଷୟ ପାଲଟିଛି | ତେବେ ଘଟଣା ର ପ୍ରକୃତ ତଦନ୍ତ ର ଆବଶ୍ୟକ ଥିବାବେଳେ ଉଦ୍ଧାର -୨କାର୍ଯ୍ୟକ୍ରମ କାହାପାଇଁ ବୋଲି ପ୍ରଶ୍ନ ଉଠୁଛି |

ମାସକ ତଲେ ଅଂଚଳ ରେ ଲାଠୋର ଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାଦନ ଶ୍ରମିକ ମାନଙ୍କ ପାଇଁ ଉଦ୍ଧାର -୨କାର୍ଯ୍ୟକ୍ରମ କରାଯାଇଥିଲା | କେମିତି ଦାଦନ ଶ୍ରମିକ ପଞ୍ଜିକରଣ ସହ ସୁରକ୍ଷିତ ଭାବେ ବାହାର ରାଜ୍ୟ କୁ କାମ କରିବାକୁ ଯିବେ ସଚେତନ କରାଯାଇଥିଲା | ଏମିତି କି ବେଆଇନ ଦାଦନ ଚଲାଣ ଉପରେ ରୋକ ଲଗାଇବା କୁ ମିଳିତ ଶ୍ରମ ବିଭାଗ ଓ ପୁଲିସ ପ୍ରଶାସନ ର ଅଧିକାରୀ ମାନେ କହିଥିଲେ | କିନ୍ତୁ ଏହା ର ମାସ କ ତଳେ ସବୁକିଛି ଭୁଲି ଗଲେ ପ୍ରତି ଦିନ ଅଂଚଳ ରୁ ଶହ ଶହ ଦାଦନ ଶ୍ରମିକ ବେଆଇନ ଭାବେ ବାହାର ରାଜ୍ୟ କୁ ଚାଲାଣ ହେଉଥୁବା ବେଳେ ସ୍ଥାନୀୟ ପୁଲିସ ଶ୍ରମିକ ମାନଙ୍କୁ ଚାଲାଣ କରିବାରେ ସହାୟତା କରୁଥୁବା ଦେଖିବାକୁ ମିଳିଛି | ଯାହାକୁ ଅଂଚଳ ରେ ଅସନ୍ତୋଷ ଦେଖା ଦେବା ସହ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଘଟଣା ର ତଦନ୍ତ କରିବାକୁ ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

NSE launches Electronic Gold Receipts (EGRS) to strengthen India’s Gold Eco System

May 6, 2026
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

NSE launches Electronic Gold Receipts (EGRS) to strengthen India’s Gold Eco System

May 6, 2026
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version