• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶିବ ରଞ୍ଜନ ବିଶ୍ଵାଳ ଙ୍କୁ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ

Abhimanyu Maharana by Abhimanyu Maharana
November 18, 2023
in ଓଡ଼ିଶା, ଦେଶ, ହୋମ୍
0
ଶିବ ରଞ୍ଜନ ବିଶ୍ଵାଳ ଙ୍କୁ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ
Share on FacebookShare on TwitterWhatsapp

୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ/ ମାଞ୍ଚେଷ୍ଟର :->  ମାଞ୍ଚେଷ୍ଟର ଠାରେ ଅବସ୍ଥାପିତ ଯୁବ ଆଇ.ଟି. ଶିଳ୍ପଦ୍ୟୋଗୀ ଶିଵ ରଞ୍ଜନ ବିଶ୍ଵାଳ ଙ୍କୁ ନିକଟରେ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ର କନଷ୍ଟିଚ୍ୟୁସନ୍ କ୍ଲବ ଠାରେ ପରିଚୟ ଫାଉଣ୍ଡେସନ ତରଫରୁ ଆୟୋଜିତ ନବମ ପରମ୍ପରା ପୁରସ୍କାର ସମାରୋହ ଅବସରରେ ଶ୍ରୀ ବିଶ୍ଵାଳ ଙ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ସମ୍ମାନ ଦିଆଯାଇଛି । ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ପାଇଁ ଶ୍ରୀ ବିଶ୍ଵାଳ ଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ଏହି ବିରଳ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଥିବା ଜଣାଯାଇଛି ।

ଓଡ଼ିଶା ସମାଜ ୟୁ.କେ ର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ଵାଳ ଏବେ ୱାଲର୍ଡ଼ ଓଡ଼ିଶା ସୋସାଇଟି ର ମହାସଚୀବ ପଦବୀରେ ଅଧିଷ୍ଠିତ ଅଛନ୍ତି। ପୁରସ୍କାର ସ୍ୱରୂପ ଶ୍ରୀ ବିଶ୍ଵାଳ ଙ୍କୁ ମୁଖ୍ୟ ଅତିଥି ପୂର୍ବତନ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ କେ.ଜେ. ଆଲଫୋନସ୍ ଏବଂ ସମ୍ମାନୀତ ଅତିଥି ପାଟନା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଭି.ଏନ ସିହ୍ନା ଏକ ଉତ୍ତରୀୟ ଓ ଫଳକ ପ୍ରଦାନ କରିଥିଲେ ।

ପୁରସ୍କାର ପ୍ରଦାନ ସମୟରେ ଅନ୍ୟତମ ଅତିଥି ଭାବରେ ଦୁଇ ପ୍ରଖ୍ୟାତ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଗୀତା ଚନ୍ଦ୍ରନ ଓ ପଦ୍ମଶ୍ରୀ ଇଲିୟାନା ସୀତାରିଷ୍ଟ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବର ମୁଖ୍ୟ ଆୟୋଜକ ପରିଚୟ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଭାପତି ଡ଼ଃ ରୋଜାଲୀନ ପାଟ୍ଟଶାଣୀ ମିଶ୍ର ଧନ୍ୟବାଦ ଅର୍ପଣ ଥିଲେ। ସୁଦକ୍ଷ ଉପସ୍ଥାପକ ଧ୍ଵନୀ ଜୈନ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ।

୧୯୭୭ ମସିହା ଜୁନ ୭ ତାରିଖରେ ବ୍ରହ୍ମପୁର ଠାରେ ଜନ୍ମଲାଭ କରିଥିବା ଶ୍ରୀ ବିଶ୍ଵାଳ ତାଙ୍କର ଏହି ପୁରସ୍କାର କୁ ନିଜର ମାତାପିତା ଙ୍କୁ ଉତ୍ସର୍ଗ କରିଥିବା ଘୋଷଣା କରିଛନ୍ତି। ଶ୍ରୀ ବିଶ୍ଵାଳ ଙ୍କର ପିତା ଇଂଜିନିୟର ମୀନକେତନ ବିଶ୍ଵାଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ର ପୂର୍ବତନ ଯନ୍ତ୍ରୀ ଥିଲେ ଏବଂ ମାତା ସ୍ୱର୍ଗୀୟ ବାସନ୍ତୀ ବିଶ୍ଵାଳ ଜଣେ ସୁଗୃହିଣୀ ଥିଲେ ।

ଜଣେ ଉଚ୍ଚ କୋଟିର ଆଇ. ଟି ବିଶେଷଜ୍ଞ ଭାବରେ ପ୍ରତିଷ୍ଠା ଲାଭ କରିଥିବା ଶ୍ରୀ ବିଶ୍ଵାଳଙ୍କର ବିଭିନ୍ନ ଫରଚୁନ୍ ୫୦୦ କମ୍ପାନୀରେ କାମ କରିବାର ଦୀର୍ଘ ୨୨ ବର୍ଷ ର ଅଭିଜ୍ଞତା ରହିଛି। ୨୦୨୧ ମସିହାରେ ସେ ନିଜର ଦୁଇଟି କମ୍ପାନୀ ଏସାର ସିଷ୍ଟମସ ୟୁ. କେ ଏବଂ ଏସାର ସିଷ୍ଟମସ ଇଣ୍ଡିଆ ସ୍ଥାପନା କରିଛନ୍ତି। ଏସାର ସିଷ୍ଟମସ ଅଧିନରେ ଗୁରୁକୂଳ ଆଭାସୀ ମଞ୍ଚ ତରଫରୁ ବିଭିନ୍ନ ଶିକ୍ଷାଗତ ଓ ବୈଷୟିକ ତାଲିମ କାର୍ଯ୍ୟକ୍ରମ ମାନ ଏବେ ଚଲାଯାଉଛି।

ଗୁରୁକୂଳ ତରଫରୁ ସାରାବିଶ୍ୱରେ ଓଡ଼ିଆ ଭାଷାର ଶିକ୍ଷା ମାଗଣାରେ ପ୍ରଦାନ କରାଯାଉଛି। ପୃଥିବୀଭରି ମହିଳା ଶିଳ୍ପଦ୍ୟୋଗୀ ମାନଙ୍କର ଉତ୍ପାଦକ ଦ୍ରବ୍ୟ ଓ ସେବାକୁ ବିକ୍ରୟ କରିବା ପାଇଁ ଏସାର ସିଷ୍ଟମସ ଖୁବଶୀଘ୍ର ଏକ ଆଭାସୀ ବଜାର ସ୍ଥଳ ସୃଷ୍ଟି କରିବାକୁ ଯାଉଥିବାର ଜଣାଯାଉଛି। ଏସାର , ପୁରୀର ଆନନ୍ଦ ବଜାର ଢଙ୍ଗରେ ଏହାର ଏକ ଅନଲାଇନ ଆପ ଜରିଆରେ ଧରା ପୃଷ୍ଠର କୋଣଅନୁକୋଣରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରଦ୍ଧାଳୁ ମାନଙ୍କ ନିକଟରେ ଗୁଣାତ୍ମକମାନ, ତାଜାସ୍ଥିତି ଏବଂ ମୂଳସ୍ୱାଦ କୁ ଅକ୍ଷୁର୍ଣ୍ଣ ରଖାଯାଇ ପ୍ରସାଦ ପହୁଞ୍ଚାଇ ବାର ବ୍ୟବସ୍ଥା କରାଯାଉଥିବା ଶ୍ରୀ ବିଶ୍ଵାଳ ଦର୍ଶାଇଛନ୍ତି।

ଏସାର ଦ୍ୱାରା ପ୍ରସ୍ତୁତ କରାଯାଉଥିବା ‘ପୋଥି’ ଆପ ଜରିଆରେ ଇଣ୍ଟରନେଟରୁ ବିଶ୍ୱର ଯେକୌଣସି ଭାଷା ରେ ସୂଚନା ହାସଲ କରାଯାଇ ପାରିବ ବୋଲି ସୂଚନା ମିଳିଛି। ଡିଜିଟାଲ ଯୁଗରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣାଯିବା ଲକ୍ଷ୍ୟରେ ଏସାର ତରଫରୁ ‘ଆମ ଡାକ୍ତରଖାନା’

ନାମରେ ଏକ ଆଭାସୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ, ଲୋକମାନଙ୍କୁ ପରାମର୍ଶ ଓ ଚିକିତ୍ସା ସୁବିଧା ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ବିଶ୍ଵାଳ ପ୍ରକାଶ କରିଛନ୍ତି। ଏବେ ଶିବ ରଞ୍ଜନ ବିଶ୍ଵାଳ ମାଞ୍ଚେଷ୍ଟର ଠାରେ ତାଙ୍କର ପତ୍ନୀ ଆଇ. ଟି ପରାମର୍ଶଦାତା ପୂଜା ଖଣ୍ଡୁଆଳ, ୧୧ ବର୍ଷ ବୟସ୍କା କନ୍ୟା ସାନଭୀ ଓ ୮ ବର୍ଷର ପୁତ୍ର ଆଦିତରାଜଙ୍କ ସହ ଅବସ୍ଥାପନ କରୁଛନ୍ତି।

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0
ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

0
ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

0
ଟନେଲରୁ ଉଦ୍ଧାର ରାଜୁ ନାୟକ ନାଏକ ନିଜ ଜନ୍ମ ମାଟି କୁଲଡିହା ଗାଁ ରେ ସ୍ବାଗତ ସମ୍ବର୍ଦ୍ଧନା

ଟନେଲରୁ ଉଦ୍ଧାର ରାଜୁ ନାୟକ ନାଏକ ନିଜ ଜନ୍ମ ମାଟି କୁଲଡିହା ଗାଁ ରେ ସ୍ବାଗତ ସମ୍ବର୍ଦ୍ଧନା

December 3, 2023
ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

December 3, 2023
ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : କର୍ଲାପଡା ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସ୍ଵମନିତ ଯୁବ ବିକାଶ କାର୍ଯ୍ୟକ୍ରମ

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : କର୍ଲାପଡା ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସ୍ଵମନିତ ଯୁବ ବିକାଶ କାର୍ଯ୍ୟକ୍ରମ

December 3, 2023
ଫୁଲବାଣୀ ଆଇଟିଆଇରେ ପାଳିତ ହେଲା ଆଇୱାଇଡିପି ୨୦୨୩ ର ଉଦଯାପନ ଦିବସ

ଫୁଲବାଣୀ ଆଇଟିଆଇରେ ପାଳିତ ହେଲା ଆଇୱାଇଡିପି ୨୦୨୩ ର ଉଦଯାପନ ଦିବସ

December 3, 2023

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଟନେଲରୁ ଉଦ୍ଧାର ରାଜୁ ନାୟକ ନାଏକ ନିଜ ଜନ୍ମ ମାଟି କୁଲଡିହା ଗାଁ ରେ ସ୍ବାଗତ ସମ୍ବର୍ଦ୍ଧନା

ଟନେଲରୁ ଉଦ୍ଧାର ରାଜୁ ନାୟକ ନାଏକ ନିଜ ଜନ୍ମ ମାଟି କୁଲଡିହା ଗାଁ ରେ ସ୍ବାଗତ ସମ୍ବର୍ଦ୍ଧନା

December 3, 2023
ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

December 3, 2023
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.