• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପିିଭିଆର ଆଇନକ୍ସ ୪ କେ ଲେଜର ସ୍କ୍ରିନ ପ୍ରୋଜେକ୍ଟ ସହିତ ଭୁବନେଶ୍ୱରରେ ହାଇଟେକ ସିନେମା ଆରମ୍ଭ କରିଛି

Proprietor Abhimanyu Maharana by Proprietor Abhimanyu Maharana
November 15, 2023
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ପିିଭିଆର ଆଇନକ୍ସ ୪ କେ ଲେଜର ସ୍କ୍ରିନ ପ୍ରୋଜେକ୍ଟ ସହିତ ଭୁବନେଶ୍ୱରରେ ହାଇଟେକ ସିନେମା ଆରମ୍ଭ କରିଛି
Share on FacebookShare on TwitterWhatsapp

୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭାରତର ବୃହତ ତଥା ପ୍ରିମିୟମ ସିନେମା ପ୍ରଦର୍ଶକ ପିଭିଆର ଆଇନକ୍ସ ଭୁବନେଶ୍ୱରରେ ନୂଆ ୪ର୍ଥ ସ୍କ୍ରିନ ମଲଟିପ୍ଲେକ୍ସ ସହିତ ତାର ଚତୁର୍ଥ ସଂପତିର ଶୁଭାରମ୍ଭ କରିଛି । ଏଥିରେ ୪କେ ଲେଜର ସ୍କ୍ରିନ ରହିଛି । ଏହି ନୂଆ ଥିଏଟର ସହରବାସୀଙ୍କୁ ନୂଆ ଅନୁଭୂତି ଓ ପରିବେଶରେ ଫିଲ୍ମ ଦେଖିବା ପାଇଁ ସୁଯୋଗ ଦେବ ।ଏହି ଶୁଭାରମ୍ଭ ସହିତ ପିଭିଆର ଆଇନକ୍ସ ଓଡ଼ିଶାରେ ୭ଟି ପ୍ରପର୍ଟିରେ ୨୯ ସ୍କ୍ରିନ ଖୋଲିଛି । ପୂର୍ବ ଭାରତରେ ଏହା ସହ ୩୬ଟି ପ୍ରପର୍ଟିରେ ୧୩୮ଟି ସ୍କ୍ରିନକୁ ପ୍ରସାରିତ ହୋଇଛି ।

ରଣନୀତିକ ଭାବରେ ଉତ୍କଳ କନିକା ଗ୍ୟାଲେରିଆ ମଲ ଭୁବନେଶ୍ୱର କଳ୍ପନା ଛକରେ ଅବସ୍ଥିତ ଏଠାରେ ୬୮୨ ଦର୍ଶକ ବସିବା ପାଇଁ ସିଟ ରହିଛି । ଏହା ଏକ ଚିତାକର୍ଷକ ଭାବରେ ପରିକଳ୍ପିତ ଅଡିଟୋରିୟମ ଓ ଆରାମଦାୟକ ସିଟ ବ୍ୟବସ୍ଥା ସହ ୪କେ ଲେଜର ପ୍ରୋଜେକ୍ଟର ସହିତ ସଜ୍ଜିତ । ଏଠାରେ ଅଲଟ୍ରା ହାଇ ରିଜୋଲ୍ୟୁସନର ଚିତ୍ର ପ୍ରଦାନ କରାଯାଇଥାଏ । ଏହା ବ୍ୟତୀତ ଅତ୍ୟାଧୁନିକ ବୈଷୟିକୀର ଉନ୍ନତ ଡଲବି ସାଉଣ୍ଡ ଓ ଦୃଶ୍ୟମାନ ୩ଡି ବିଷୟବସ୍ତୁ ସହ ୩ଡି ସ୍କ୍ରିନ ବୈଶିଷ୍ଟ ରହିଛି ।

 ଶୁଭାରମ୍ଭ ସଂପର୍କରେ ସୂଚନା ଦେଇ ପିଭିଆର ଆଇନକ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଜୟ ବିଜଲି କହିଛନ୍ତିଯେ ଓଡ଼ିଶାର ରାଜଧାନୀ ତଥା ବୃହତମ ସହର ଭୁବନେଶ୍ୱରରେ ଆମର ୪ ସ୍କ୍ରିନ ପ୍ରପର୍ଟି ଖୋଲିଥିବାରୁ ଆମେ ଆନନ୍ଦିତ । ପୂର୍ବରୁ ଦ୍ରୁତଭାବେ ବୃଦ୍ଧି ପାଉଥିବା ବାଣିଜ୍ୟିକ ହବ ମଧ୍ୟରୁ ଗୋଟିଏ ଅଂଶ ଭୁବନେଶ୍ୱର ସ୍ମାର୍ଟ ସିଟିରେ ଲୋକମାନଙ୍କ ଚାହିଦା ଅନୁସାରେ ଆମେ ଏହାକୁ ଆରମ୍ଭ କରିଛୁ । ସିନେମା ଭଳି ମନୋରଞ୍ଜନ ହେଉଛି ଆମ ଜୀବନ ଶୈଳୀର ଏକ ଅବିଛେଦ୍ୟ ଅଙ୍ଗ ଓ ସହରରେ ପ୍ରଥମ ୪କେ ଲେଜର ସିନେମା ସହିତ ମନୋରଂଜନ ମାଧ୍ୟମରେ ଏକ ନୂଆ ମାନଦଣ୍ଡ ସୃଷ୍ଟି କରି ଆମେ ଗର୍ବିତ ।

ବିଜୁ ପଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବସ୍ଥିତ ମଲଟିପ୍ଲେକ୍ସକୁ ଏକ ସମସାମୟିକ ଶୈଳୀରେ ପ୍ରସ୍ତୁତ କରାଯାଇଛି । ଏହାର ବିଶାଳଗେଟରେ ଏଲଇଡିର ଶୋଭା ଦର୍ଶକଙ୍କୁ ମୋହିତ କରିବ । ଯେଉଁଠାରେ ଏଲଇଡି ପ୍ରଦର୍ଶନୀରୁ ଦର୍ଶକ ଭରପୁର ମଜା ଉଠାଇପାରିବେ । ଅଡିଟୋରିୟମର ସବୁ ଅଂଶରେ ଏକ ଗ୍ଲାମର ସୃଷ୍ଟି କରିବା ପାଇଁ ସାଇଟ ୱାଲକୁ ଉନ୍ନତ ଶୈଳୀରେ ସଜା ଯାଇଛି ।

ଉନ୍ମୋଚନ ଅବସରରେ ନିଜର ମତ ଦେଇ ପିଭିଆର ଆଇନକ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜିବ କୁମାର ବିଜଲି କହିଛନ୍ତିଯେ ବ୍ୟବସାୟ କରିବାର ପ୍ରମୁଖ ଗନ୍ତବ୍ୟସ୍ଥଳ ମଧ୍ୟରୁ ଓଡ଼ିଶାରେ ଆମର ଉପସ୍ଥିତି ଆଜି ଜନପ୍ରିୟତା ଲାଭ କରିଥିବାରୁ ଆମେ ଖୁସି । ଏହାର ବ୍ୟବସାୟିକ ଗଠନ ଓ ଅର୍ଥନୈତିକ ଅଭିବୃଦ୍ଧି ଓଡ଼ିଆ ସିନେମା ଶିଳ୍ପ ପାଇଁ ପ୍ରୋତ୍ସାହନ ଯୋଗାଇବ । ସହରର ପ୍ରଥମ ୪କେ ଲେଜର ସିନେମା ମାଧ୍ୟମରେ ଭୁବନେଶ୍ୱରରେ ମନୋରଂଜନର ପରିବେଶ ସୃଷ୍ଟି କରିପାରିଥିବାରୁ ଆମେ ଆନନ୍ଦିତ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version