ଓଡିଶା ତାଜା ନ୍ୟୁଜ୍ (୧୩ ଜୁଲାଇ ସୋମବାର) ଭୁବନେଶ୍ୱର :- ବିଜେଡ଼ି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦୁଝର ଗୀତା ବସ୍ତିଆ-ଗଜପତି, ଗଞ୍ଜାମ କସ୍ତୁରି ମହାପାତ୍ର-ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର ଉର୍ମିଲତା ଦାସ- ଭଦ୍ରକ, ମୟୁରଭଞ୍ଜ ପ୍ରଭାସିନି ଷଡ଼ଙ୍ଗୀ-କଟକ ଜ୍ୟୋତି ପାଣିଗ୍ରାହୀ-ଝାରସୁଗୁଡ଼ା, ସୁନ୍ଦରଗଡ଼ ସ୍ନିଗ୍ଧା ପାଣିଗ୍ରାହୀ-ରାୟଗଡ଼ା, ନବରଙ୍ଗପୁର ନିବେଦିତା ମହାନ୍ତି-କୋରାପୁଟ, ମାଲକାନଗିରି କୁଞ୍ଜଲତା-ନୟାଗଡ଼ ପୁଷ୍ପାଞ୍ଜଲି ରାଣା-ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ ମୀନତି ଦେବତା-ସମ୍ବଲପୁର , ବରଗଡ଼ ଭାରତୀ ସିଂହ-ବାଲେଶ୍ୱର ସରୋଜିନୀ ରାଜ-ବଲାଙ୍ଗୀର, ସୋନପୁର ସଙ୍ଘମିତ୍ରା ଦଳେଇ- କନ୍ଧମାଳ, ବୌଦ୍ଧ ରେଜୱାନା ବେଗମ-ଯାଜପୁର ମୀତା ରାଉତ-କେନ୍ଦ୍ରାପଡ଼ା ସ୍ନେହାଞ୍ଜଲି ମହାନ୍ତି-ଜଗତସିଂହପୁର ସଞ୍ଜୁକ୍ତା ମହାନ୍ତି- କଳାହାଣ୍ଡି, ନୂଆପଡ଼ା