ବିଡ଼ିଓ କଲ୍ୟାଣ ସୌରଭ ଦାଶ,ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ପୂର୍ବତନ ସମିତି ସଭ୍ୟ ଅମୂଲ୍ୟ ଦ୍ବିବେଦୀ, ନନ୍ଦ କିଶୋର ବେହେରା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ଗ୍ରାମର କୁଞ୍ଜ ବିହାରୀ ମିଶ୍ର,ଆନନ୍ଦ ଚରଣ ଦ୍ବିବେଦୀ, ଦେବାଶିଷ ଶତପଥୀ, ବିଷ୍ଣୁ ପ୍ରସାଦ ଶତପଥୀ, ଯୁଗଳ ମିଶ୍ର, ବିଭୂତି ଦ୍ବିବେଦୀ, ବିରଞ୍ଚି ନାରାୟଣ ମିଶ୍ର, ପରମାନନ୍ଦ ମିଶ୍ର,
ନରୋତ୍ତମ ମିଶ୍ର,ପୁରୁଷୋତ୍ତମ ମିଶ୍ର,ନିରଞ୍ଜନ ମିଶ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ସଞ୍ଜୟ କୁମାର ଦାଶ ସଭା ପରିଚାଳନା କରିଥିବା ବେଳେ କ୍ଷୀରୋଦ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବସନ୍ତ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।ଗ୍ରାମ ସଭାପତି ପଙ୍କଜ କୁମାର ଶତପଥୀ ଙ୍କ ସମେତ ଗ୍ରାମବାସୀ ପାର୍କ ଉଦଘାଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

© 2023 Odisha Taza News.