No Result
View All Result
ପରିମଳ ପଞ୍ଚାୟତ ସିପିଆଇ (ଏମ ଏଲ) ର ମିଶ୍ରଣ ପର୍ବ, କିରାମା , ଅନୁଗୁର, ଷଡଗଂପୁର , ସମ୍ଭଲ ପୁର, ପରିମଳ ପଞ୍ଚାୟତ ରୁ ଶତାଧିକ ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ସିପିଆଇ(ଏମ୍ ଏଲ) ଲିବରେସନ ରେ ଯୋଗ ଦାନ
୧୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଜମି – ଜଳ – ଜଙ୍ଗଲ ଅଧିକାର ନେଇ ବିଶାଳ ଆଦିବାସୀ ସମାବେଶ ଚଳିତ ମାସ 19 10 2023 ତାରିଖ ଦିନ ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗଜପତି ଜିଲ୍ଲାର ନୁଆଁଗଡ ବ୍ଲକ କିରାମା , ଅନୁଗୁର , ସଡଗଂପୁର, ସମ୍ଭଲ ପୁର ଓ ପରିମଳ ପଞ୍ଚାୟତ ରୁ ଶତାଧିକ ମହିଳା ପୁରୁଷ ଯୋଗ ଦେଇ ଥିଲେ । ଉକ୍ତ ମିଶ୍ରଣ ସଭା ରେ ବ୍ରହ୍ମାନଦଂ ଭୁୟାଁ କଂ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ – ବୃନ୍ଦାବନ ବିଡିକା – ଅନାସିମ ଶବର ଓଡିଶା ସରକାରଙ୍କ ଦ୍ଵାରା ଆଦିବାସୀ ମାନଙ୍କ ଅଧିକାର ଜଗଂଲ ଅଧିକାର କୁ ବିଦେଶ କମ୍ପାନି ହାତରେ ଟେକି ଦେବା ଏବଂ ଛାରୋଟି ପଞ୍ଚାୟତ ଉନ୍ନୟନ ବିଫଳ ହେତୁ ତୀବ୍ର ସମାଲୋଚନା କରିବା ସହ ସିପିଆଇ (ଏମ୍ଏଲ) ଲିବରେସନ ଯୋଗ ଦେଇ ଥିବା ଲୋକ ମାନଙ୍କୁ ଉତ୍ତରି ପ୍ରଦାନ କରିଥିଲେ। ସେମାନଙ୍କର ଦାବି ସମୁହ କିରାମା ଠାରେ ମେଡିକାଲ ଓ କଲେଜ,

ସମସ୍ତ ରେସନ୍ କାର୍ଡ ଧାରିକୁଂ 50 କେଜି ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ବା , MGNREGA କାମରେ ବର୍ଷକୁ 200 ଦିନ କାମ ଦୈନିକ 600 ଟକାଂ ମଜୁରୀ ଯୋଗାଇବା, ଆଦିବାସୀ ମାନଙ୍କ ଆଦାୟ ହେଉଥିବା ମହୁଲ – ଛାଞ୍ଚୁଣି – ଝୁଣା – କାଦୁଂଲ – ଝୁଡୁଙ୍ଗ – ହଳଦି – ଅଦା – ମକା – ତେନ୍ତୁଳି – ସରକାର ଅତିଶୀଘ୍ର TDCS ଜରିଆରେ କିଣିବାରେ ବ୍ଯବସ୍ଥା, ଗଜପତି ଜିଲ୍ଲା ର ପ୍ରତେକ ବ୍ଲକ ରେ ଆଦିବାସୀ ମାନଙ୍କ ଆଦାୟ ହେଉଥିବା ଜଗଂଲ ଜାତ ଦ୍ରବ୍ୟ ଆମ୍ଭ ,କଦଳୀ,ସପୁରୀ ଓ ମକା ରଖି ବିକ୍ରି କରିବା ପାଇଁ ଶୀତଳ ଭଣ୍ଡାର, ନୁଆଗଡ ରେ ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ କରିବା, 2023 ଶରଂକ୍ଷଣ ଆଇନ ବାତିଲ କରିବା, ସୁଦଂର ପୁର ଠାରୁ ଡକରପାଗାଂ – ଡଲିପଙ୍କାଲ ଓ ତାବରସାହି ପର୍ଯ୍ୟନ୍ତ ପକ୍କା ରାସ୍ତା ,

ଜୟପୁର ଠାରୁ ଅନୁଗୁରୁ ଦେଇ ଅନୁପୁର – ପାଇକ ପଦର – ହାଲିମା ହାଡିଖୁଦା ଠାରୁ ହାରୁମା – ହାଟିଲିମ ଡିମ୍ବିରି ସାହି ଓ ଅନାନ୍ୟ ଗାଁ ରେ ପକ୍କା ରାସ୍ତା, ପରିମଳ – ଅନୁଗୁରୁ – କିରାମା – ସଡଗଂ ପୁର ପଞ୍ଚାୟତ ର ପ୍ରତେକ ଗାଁ ରେ ପିଇବା ପାଣି ଯୋଗାଣ , କେନ୍ଦ୍ର ସରକାର ଙ୍କ ଜଂଗଲ ଅଧିକାର ଆଇନ 2022 ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବଦଂ କରିବା, ସମସ୍ତ କ୍ଷେତ ମଜଦୁର ମାନକୁଂ ଶିକ୍ଷା – ସ୍ୱାସ୍ଥ୍ୟ – ଘର ଡିହ ପଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 5 ଲକ୍ଷ ଯୋଗାଇବା,

ପ୍ରତ୍ୟେକ ବାର୍ଦ୍ଧକ୍ଯ- ବିକଳାଙ୍ଗ ଗରିବ ଲୋକ ମାନକୁଂ ମାସକୁ 3000 ଟକାଂ ପଞ୍ଚାୟତ କାର୍ଯ୍ୟାଳୟ ରେ ପେନସନ, ସମସ୍ତ ଗରିବ ଲୋକ ମାନକୁଂ 200 ୟୁନିଟ୍ ବିଦ୍ୟୁତ୍ ମାଗଣା ରେ ଯୋଗାଇବା ଲୋକ ମାନେ ଦାବି କରିଥିଲେ ।ବ୍ରହ୍ମାନଦଂ ଭୁୟାଁ , ମାଥ୍ୟୁ ରଇତ, ତୁଳସୀ ଭୂୟାଁ( ସମିତି ସଭ୍ୟ) କିରାମା ଗ୍ରାର ସଡକ ଦଳବେହେରା , ମାଥ୍ୟୁ ରଇତ, ସିମିୟ ଗମାଙ୍ଗ, ଶୁକୁ ଗମାଙ୍ଗ, ଅଭିମନ୍ୟୁ ରଇତ, ଦାନିଏଲ ଗମାଙ୍ଗ, ଜଗଦୀଶ ବଡ଼ ରଇତ ,ସାଇଡ୍ରିକ ମଲ୍ଲିକ , ନିବେଦନ ପତି ଗମାଙ୍ଗ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ ନୁଆଗଡ

No Result
View All Result